Vastu Shatsra- ମା ଲକ୍ଷ୍ମୀ ନିଜେ କହିଛନ୍ତି ମହିଳାମାନେ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି 1 କାମ, ରହିବ ନାହିଁ ଆଉ ଆର୍ଥିକ ଅସୁବିଧା

ବାସ୍ତୁଶାସ୍ତ୍ର ଅନୁସାରେ ଧର୍ମ ଗ୍ରନ୍ଥ ଗୁଡିକରେ ବହୁତ ନିୟମ ବିଷୟରେ କୁହାଯାଇଛି । କହିବାକୁ ଗଲେ ଘରର ମହିଳାମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ଏମିତିରେ କୁହାଯାଏ ଯେଉଁ ଘରେ ମହିଳାମାନଙ୍କର ସମ୍ମାନ ହୁଏ ନାହିଁ ସେହି ଘରେ ମାତା ଲକ୍ଷ୍ମୀଙ୍କ କେବେ ବି ବାସ କରନ୍ତି ନାହିଁ । ଘରର ଏହି ମହିଳାମାନଙ୍କ ଦ୍ଵାରା କରା ଯାଇଥିବା ସମସ୍ତ କାର୍ଯ୍ୟର ପ୍ରଭାବ ପୁରା ଘର ଉପରେ ପଡିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ କଣ କଣ କରିବା ଉଚିତ ଯାହା ଦ୍ଵାରା ଘରର କୌଣସି ବି ସଦସ୍ୟକୁ କେବେ ବି ଧନର ଅଭାବ ରହିବ ନାହିଁ ।

ସନ୍ଧ୍ୟା ସମୟରେ ଘରର ମହିଳାମାନେ କେବେ ବି କାହାକୁ ଘରର କୌଣସି ଜିନିଷ ଦିଅନ୍ତୁ ନାହିଁ । ଯେମିତି କ୍ଷୀର, ଦହି, ପିଆଜ, ରସୁଣ, ଲୁଣ, ଚିନୀ ଆପଣ କାହାକୁ ଦିଅନ୍ତୁ ନାହିଁ ।

ଏହିଭଳି କରିବା ଦ୍ଵାରା ଆପଣଙ୍କ ଚନ୍ଦ୍ର ଓ ଶୁକ୍ର ଗ୍ରହ ପ୍ରଭାବିତ ହୋଇଥାଏ ଅର୍ଥାତ ଆପଣଙ୍କ ମନ ବିଚଳିତ ହୋଇଥାଏ ଓ ସୁଖ ସୁବିଧାରେ ହାନି ହୋଇଥାଏ । ଏଥିପାଇଁ ଆପଣ ଏହି ସବୁ ଜିନିଷକୁ କେବେ ବି କାହାକୁ ଏହି ସମୟରେ ଦିଅନ୍ତୁ ନାହିଁ ।

ଦ୍ଵିତୀୟ କଥା ଆପଣ ସନ୍ଧ୍ୟାବେଳେ ଝାଡୁକୁ ଖୋଲା ଜାଗାରେ ରଖନ୍ତୁ ନହିଁ ଅର୍ଥାତ ଖୋଲା ଅଗଣାରେ, ଛାତ ଉପରେ ରଖନ୍ତୁ ନାହିଁ । ଝାଡୁକୁ ସବୁବେଳେ ଲୁଚାଇ ଘରର ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ । ଯେପରି କେହି ବି ଏହାକୁ ସହଜରେ ଦେଖି ପାରିବେ ନାହିଁ । ନଚେତ ଏହା ଦ୍ଵାରା ଘରର ସୁଖ ସମୃଦ୍ଧିରେ ହାନି ହୋଇଥାଏ ଓ ଆର୍ଥିକ କ୍ଷେତ୍ର ବି କମଜୋର ହୋଇଯିବ ।

ତୃତୀଯରେ ମହିଳା ମାନଙ୍କୁ ରାତିରେ ଶୋଇବା ବେଳେ କେବେ ବି ଚୁଟିକୁ ଖୋଲା କରି ଶୋଇବା ଉଚିତ ନୁହେଁ । ଶୋଇବା ବେଳେ ଚୁଟିକୁ କ୍ଲିପ ବା କ୍ଲଚର ଲଗାଇ ରଖନ୍ତୁ । ନଚେତ ଏହା ଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କକୁ ରାଗି ଯାଆନ୍ତି । ଘରର ସୁଖ ସମୃଦ୍ଧିରେ ବି ହାନି ହୋଇଥାଏ । ଚତୁର୍ଥରେ ରାତିରେ ଘର ରୋଷେଇ ସାରିବା ପରେ ଗ୍ୟାସ ଚୁଲା ବନ୍ଦ କରିବା ପୂର୍ବରୁ ଏଥିରେ ସାମାନ୍ୟ କ୍ଷୀର ଛିଞ୍ଚିବା ଉଚିତ । ଯଦି ଏପରି ନ କରିବେ ତେବେ ଆପଣ ରୁଟି କରିବା ବେଳେ ଅଟାରେ କିଛି କ୍ଷୀର ମିଶାଇ ରୁଟି କରି ପାରିବେ ।

ଏହା ଦ୍ଵାରା କ୍ଷୀର ପୋଡି ନ ଥାଏ ଓ କ୍ଷୀରର ସୁଗନ୍ଧ ଦ୍ଵାରା ଘରେ ସକାରାତ୍ମକ ପ୍ରଭାବ ପଡିଥାଏ ଓ ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ବି ରହିଥାଏ । ପଞ୍ଚମରେ ରାତିରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ । ଏହା ସହ ରୋଷେଇ ଘରେ ଯେ କୌଣସି ଏକ ପାତ୍ରରେ ପାଣି ଭରି ରଖନ୍ତୁ । ବାଲଟି, ମଗ, ଗ୍ଳାସ ହେଉ କି ଯେକୌଣସି ପାତ୍ର ହେଉ ସେଥିରେ ପାଣି ଭରି ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ଓ ଆପଣଙ୍କ ଘରେ ସୁଖ ଶାନ୍ତି ସହ ଆର୍ଥିକ ସ୍ଥିତିରେ ବି ଉନ୍ନତି ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।