ସାମ୍ନାକୁ ଆସିଲେ Naba Dasଙ୍କ ବୋହୂ, ଭାଇ ଭଉଣୀ କଳିରେ ବୋହୂ ମାରିବେ କି ବାଜି !

ନମସ୍କାର ଦର୍ଶକବନ୍ଧୁ , ନବ ଦାସଙ୍କ ମୃ-ତ୍ୟୁ ପରେ ବିଧାନସଭା ଉଠୁଛି ଏବଂ ପଡୁଛି । କାରଣ ତାଙ୍କ ଝିଅ ଦୀପାଳି ଆରମ୍ଭ କରିସାରିଲେନି ଇଲେକସନ୍ ।   ଅବସର ଥିଲା ମହିଳା ଦିବସ ପାଳନ ମିନି ଷ୍ଟାଡିୟମ ରେ ହେଉଥିଲା ବିରାଟ ସଭା ହାଜର ହାଜର ମହିଳା ଥିଲେ ଉପସ୍ଥିତ ଏବଂ ଏହି ସମୟରେ ଦେଖିବାକୁ ମିଳିଲା ଏକ ରୁଚକ ଦୃଶ୍ୟ ।

ନବ ଦାସଙ୍କ ବୋହୁଙ୍କୁ ଦେଖିଥିଲେ ସାରା ଓଡିଶା ବା ବିଶାଳ ଦାସଙ୍କର ପତ୍ନୀକୁ ଦେଖିଥିଲେ ସାରା ଦେଶ ଏହା ସତ୍ୟ ଅଟେ ଦର୍ଶକ ବନ୍ଧୁ ଏହା ପୂର୍ବରୁ ନବ ଦାସଙ୍କ ବୋହୁ କେବେ ବି ଆସିନଥିଲେ ଗଣ ମାଧ୍ୟମ କୁ କିନ୍ତୁ ଏହି ସଭାରେ ଆସିଥିଲେ ନବଦାସଙ୍କ ବୋହୁ ଏବଂ ଝିଅ ଦୀପାଳି । ଆସନ୍ତୁ ଜାଣିବା ନବଦାସଙ୍କ ବୋହୁ କଣ କହୁଛନ୍ତି ।

ନବଙ୍କର ବୋହୁ ମିଡିଆ ସାମନାରେ କହୁଛନ୍ତି ଯେ ବାପାଙ୍କର ଇଛା ଥିଲା ଯେ ଦୀପାଳି ଝାରସୁଗୁଡା ଜିତୁ ଏବଂ ଝାରସୁଗୁଡା ଲୋକମାନ]ଙ୍କର ସେବା କରୁ ଏବଂ ମୁଁ ବି ଏହା ଚାହେ ଯେ ବାପାଙ୍କର ଏହି ସ୍ଵପ୍ନଟି ସାକାର ହେଉ ବୋଲି । କିନ୍ତୁ ବାପାଙ୍କର ଏହି ସ୍ଵପ୍ନଟି କୁ ସାକାର କରିବା ପାଇଁ ଦୀପାଳି ସବୁ ବେଳେ ଚାହୁଥିଲେ ଏଭଳି କିଛି କଥା କହିଥିଲେ ନବଙ୍କର ବୋହୁ ମିଡିଆ ଆଗରେ ।

କିନ୍ତୁ ଏହି ବିଷୟକୁ ନେଇ ଝାରସୁଗୁଡାରେ ଚର୍ଚା ହେଉଛବି ଯେ ଏତେ ଦିନ ଧରି ମିଡିଆ ଆଗକୁ ଆସିନଥିବା ନବଙ୍କର ବୋହୁ ଆଜି କାହିଁକି ମିଡିଆ ର ଆଗକୁ ଆସିଛନ୍ତି । ଏବେ ଏହା କଥା ଉଠୁଛି ଯେ ବିଧାନ ସଭାର ଟିକେଟ କୁ ନେଇ ନବଙ୍କର ଘରେ ଝଡ ଉଠିଛି । ନବଙ୍କର ମୃ-ତ୍ୟୁ ପରେ ହିଁ  କାହିଁକି ବାହାରି ଆସିଛନ୍ତି । ବୋହୁ , ଭଉଣୀ ଏବଂ ନବଙ୍କର ପୁଅ ।

 

ଏହି ତିନି ଜଣକ ଭିତରୁ କାହାକୁ ମିଳିବ ବିଜୁ ଜନତା ଦଳର ଟିକେଟ ଝାରସୁଗୁଡା ବାସୀଙ୍କ ପାଇଁ କିଏ ପୁରଣ କରିବ ବାପାଙ୍କର ଇଛା । ଦର୍ଶକ ବନ୍ଧୁ ହଠାତ ବିଶାଳଙ୍କ ପତ୍ନୀ ମିଡିଆର ସାମନାକୁ ଆସି  ଏପରି କିଛି ବିଷୟ କହିବା ଏହା ଏକ ପ୍ରକାର ସଂକେତ ଦେଉଛି ଯେ , ପତ୍ନୀ ସ୍ଵାମୀର ସପକ୍ଷ ନ ହୋଇ ଦୀପାଳିଙ୍କ ସହମତ ରେ କହିବା ।

ଏହା ଆମକୁ ଅନ୍ୟ କିଛି ଅକୁହା କଥା ଭାଇ ଏବଂ ଭଉଣୀ ପକ୍ଷେ କହି କଣ ନେଇଯିବେ ଟିକେଟ ନବଙ୍କର ବୋହୁ । ଏହି ସମ୍ବନ୍ଧରେ ଅଧିକ ଜାଣିବାକୁ ହେଲେ ଆମ ସହିତ ଯୋଡି ହୋଇ ରୁହନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରି ଅନ୍ୟମାନଙ୍କୁ ଶେୟାର କରନ୍ତୁ । ଏହି ବିଷୟ ପ୍ରତି ଆପଣଙ୍କ ମତକୁ କମେଣ୍ଟ କରନ୍ତୁ । ଧନ୍ୟବାଦ ।