ଆଜିର ରାଶିଫଳ, 12 ମାର୍ଚ୍ଚ 2023, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଦିନରେ ଆପଣଙ୍କ ପାଇଁ କ୍ରିୟାଶୀଳ ରହିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ଓ ରୋମାଞ୍ଚକ ଅନୁଭବ ହେବ । ଆଜି ଆପଣଙ୍କ ପରିବାରରେ ଶାନ୍ତି ମିଳିପାରେ । କୌଣସି ନବୀନ ବନ୍ଧ ଙ୍କ ସହାୟତା ରେ ଆପଣଙ୍କୁ ନିଜ ଯୋଜନାରେ ଆଶାତୀତ ସଫଳତା ପ୍ରାପ୍ତ ହେବ । ପରିବାରରେ ମିଳାମିଶା ବଢିବ । ଆଜି ଆଶା ଠାରୁ ଅଧିକ ଖର୍ଚ୍ଚ ହେବା କାରଣରୁ ଆପଣ ଚିନ୍ତାରେ ରହିବେ ।

ବୃଷ ରାଶି : ଆପଣଙ୍କ ପାଇଁ ଦିନଟି ଚିନ୍ତାରେ ବ୍ଯତୀତ ହେବ । ଅନ୍ୟ ଲୋକଙ୍କ କଥା ଅପେକ୍ଷା ଆପଣ ନିଜ ଜୀବନ ଉପରେ ଧ୍ୟାନ ଦିଅନ୍ତୁ । ଏବେ ସମୟରେ ନିଜର ବ୍ୟକ୍ତିଗତ ପ୍ରଗତି ବିଷୟରେ ବିଚାର କରିବେ ତ ଲାଭରେ ରହିବେ । ପାରିବାରିକ ଜୀବନରେ ଜୀବନ ସାଥି ଙ୍କ ସହ ବୈଚାରିକ ମାତଭେଦ ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ଅବହେଳା କରନ୍ତୁ ନାହି । ସଚେତନ ରୁହନ୍ତୁ । ଉନ୍ନତି ପାଇଁ ନୂଆ ମାର୍ଗ ଓ ବିକଳ୍ପ ସନ୍ଧାନ କରିବା ଜରୁରୀ ଅଟେ ।

ମିଥୁନ ରାଶି : ମନରେ କରିଥିବା ପ୍ରତେକ କାମ ସହଜରେ ପୁରା ହେବ । ଦିନର ଆରମ୍ଭ ବହୁତ ଭଲ ଯିବ । କାର୍ଯ୍ୟ ଜରିଆରେ ଆପଣ ନିଜର ବିଶ୍ଵାସ ଓ ଉଶ୍ଚାହ କୁ ବଜାୟ ରଖନ୍ତୁ । ଜୀବନରେ ନୂଆ କରିବାକୁ କଣ କରିବେ ଏହା ବିଚାର କରନ୍ତୁ । ଉତ୍ତମ ସାଂସାରିକ ସୁଖ ପ୍ରାପ୍ତ ହେବ । ଉପଲବ୍ଧି ପାଇଁ ଆପଣଙ୍କୁ ସାମାଜିକ ସ୍ତର ରେ ପରିଚୟ ମିଳିବ । ଆପଣଙ୍କୁ କାରୋବାର ରେ ଅପାର ସଫଳତା ମିଳିବାର ନଜର ଆସୁଛି । ଆର୍ଥିକ ଜୀବନରେ ଧୀରେ ଧୀରେ ସ୍ଥିତି ଅନୁକୂଳ ହେବ । ପରିଜନ ଙ୍କ ସହ ଆନନ୍ଦ ଓ ଉଲ୍ଲାସ ରେ ସମୟ ବିତାଇବେ ।

କର୍କଟ ରାଶି : ଯୋଜନା ଅନୁସାରେ କାମ ହେବାରୁ ଆପଣଙ୍କୁ ଲାଭ ମିଳିବ । କୋର୍ଟ କଚେରୀ ମାମଲାର ସମାଧାନ ହେବ । ଅଜଯ ସରକାରୀ କାର୍ଯ୍ୟ ସରଳତା ପୂର୍ବକ ସମ୍ପନ୍ନ ହେବ । କାର୍ଯ୍ୟ ସ୍ଥଳରେ ପରିବର୍ତ୍ତନ ସମ୍ଭବ ଅଟେ । ତତ୍କାଳ ଲାଭ ମିଳିବ ନାହି । ଜୀବନ ସାଥିଙ୍କ ସହ ମତଭେଦ କରନ୍ତୁ ନାହି । ବେହତର ହେବ ଆପଣ ନିଜ ଉପରେ କାବୁ ରଖନ୍ତୁ । ଶାନ୍ତି ଭାବେ ମାମଲାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

ସିଂହ ରାଶି : ସମ୍ପତି କୁ ନେଇ ଗର୍ବ କରନ୍ତୁ ନାହି । ଲମ୍ବା ସମୟ ପରେ ଅଟକିଥିବା ଜିନିଷ ପୁରା ହେବ । ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆପଣଙ୍କୁ ନିଜ ଜିନିଷ ପରଫେକ୍ଟ ରଖିବାକୁ ହେବ । ଆଜି ଆପଣ ସାଥିଙ୍କ ସହ ଭଲ ରୋମାଣ୍ଟିକ ସମ୍ପର୍କ ର ଆନନ୍ଦ ନେବେ । ଆପଣଙ୍କ ଦୁହିଙ୍କ ମଧ୍ୟରେ ପ୍ରେମ ରହିବ । ଆଜି ଘରର ସଫା ସଫି ରେ ସମୟ ବ୍ଯତୀତ ହେବ । ଜୀବନ ସାଥିଙ୍କ ସହ ସମ୍ପର୍କ ଅଧିକ ମଜବୁତ ହେବ ।

କନ୍ୟା ରାଶି : ଆପଣ ସେମାନଙ୍କୁ ଶାଜଯ ସାହାଜ୍ଯ କରନ୍ତୁ ଯିଏ ଆପଣଙ୍କର ଭଲ ଚିନ୍ତା କରୁଛନ୍ତି । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ନିଜର ଭାବନା ଓ ବିଚାରକୁ ଗୋପନୀୟ ରଖନ୍ତୁ । କାରୋବାରରେ ଆଜି କିଛି ନୂଆ କାମ ର ଡିଲ ହେବାର ସମ୍ଭାବନା ଅଛି । ରାଜନୀତି ସହ ଜଡିତ ଲୋକ ଙ୍କୁ ଆଜି କୌଣସି ସାମାଜିକ ସାମରୋହ ରେ ସାମିଲ ହେବାର ଅବସର ମିଳିବ ।

ତୁଳା ରାଶି : ଆଜି ଆପଣଙ୍କ ଆଗରେ କିଛି ଏମିତି ମାମଲା ଆସିବ ଯାହା ଉପରେ ଆପଣ ତୁରନ୍ତ ଧ୍ୟାନ ଦେବେ । ଲମ୍ବା ସମୟରୁ ଚାଲିଥିବା କିଛି ଯୋଜନା ଆଜି ପୁରା ହେବ । ଆଜି ଆପଣଙ୍କ ଘର ପରିବାରରେ ଖୁଶିର ଆଗମନ ହେବ । ଆପଣ କୌଣସି ନୂଆ କାମ ଆରମ୍ଭ କରିବେ । ସ୍ୱାସ୍ଥ୍ୟ ମାମଲାରେ ଆପଣଙ୍କୁ ଧ୍ୟାନ ରଖିବାର ଅଛି । ଦାଂପତ୍ଯ ଜୀବନରେ ସୁଖ ଶାନ୍ତି ବଜାୟ ରହିବ ।

ବିଛା ରାଶି : ଲଭ ମେଟ ଙ୍କ ପାଇଁ ଆଜି ଦିନ ଟି ବେହତର ରହିବ । ରଚନାତ୍ମକ କ୍ଷେତ୍ର ସହ ଜଡିତ ଲୋକ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ବୌଧିକ ଚର୍ଚ୍ଚା ରେ ଭାଗ ନେବେ । ଆପଣଙ୍କ ମୁହଁ ରୁ ବାହରିଥିବା ଗୋଟେ ଭୁଲ ଶବ୍ଦ ଆପଣଙ୍କୁ ସମସ୍ୟାରେ ପକାଇ ପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ସମ୍ମାନ ମିଳିବ । ଆଜି ଆପଣଙ୍କ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ନୂଆ କାମ ବା ଦାୟିତ୍ଵ ମିଳିବାର ସମ୍ଭାବନା ଅଛି ।

ଧନୁ ରାଶି : ଆପଣଙ୍କୁ ଗର୍ବ ଭଳି ଭାବନା ଠାରୁ ଦୂରେଇ ରହିବା ଉଚିତ । ଏବେ ଆପଣଙ୍କୁ ବହୁତ ଅଗାକୁ ଯିବାର ଅଛି । ପଇସା ମାମଲାରେ ଆପଣଙ୍କ ପାଇଁ ଭଲ ଅବସର ନେଇକି ଆସୁଛି । ଧାନ କମାଇବାର ଅନେକ ଅବସର ହାତରେ ଲାଗିବ । ଦିନ ପ୍ରତି ଦିନ ଗତି ବିଧି ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ । ପଜେଟିଭ ଆଲୋଚନା ସ୍ଥାପିତ କରିବା ପାଇଁ ପଦକ୍ଷେପ ଉଠାନ୍ତୁ ।

ମକର ରାଶି : ନିବେଶ କରିବା ପାଇଁ ବଡ ନିସ୍ପତି ନିଅନ୍ତୁ ନାହି । କୌଣସି ଖାସ ବ୍ୟକ୍ତିଙ୍କ ସହ ମନ କଟାହ ପ୍ରକାଶ କରନ୍ତୁ । ଆଜି ଆପଣଙ୍କ ଦିନଚର୍ଜ୍ୟା ରେ ପରିବର୍ତ୍ତନ ଆଣିବାର ଜରୁରତ ଅଛି । ଏହି ସମୟରେ ଆପଣଙ୍କୁ ନିଜର ପ୍ରତିଭା ଦେଖାଇବାର ଅବସର ମିଳିବ । ନୂଆ କାମ ଆରାମ୍ଭ କରିବାକୁ ସ୍ଥିର କରିବେ । କିଛି ବଡ ନିଷ୍ପତିକୁ ପରିବାରକୁ ନେଇ ନେଇ ପାରନ୍ତି ।

କୁମ୍ଭ ରାଶି : ସମ୍ପର୍କରେ ଆପଣାର ମନେ ହେବ । ସମ୍ପର୍କ ରେ ଉରଜର ସଂଚାର କରନ୍ତୁ । ଶୁଭ ସମାଚାର ବା ବଡ ସଫଳତା ର ସୁଖ ମିଳିପାରେ । ଆଜି ଆପଣଙ୍କୁ ପରିବାର ତରଫରୁ ଶୁଭ ଖବର ମିଳିବାର ଯୋଗ ଅଛି । ଭାଇ ଙ୍କ ସହ ବିବାଦ ହେବାର ଆଶଙ୍କା ଅଛି । ଯଦି ଆପଣ କିଛି ବଡ ଜିନିଷ କିଣିବାକୁ ପ୍ଳାନ କରୁଛନ୍ତି ତେବେ କିଛି ସମୟ ରହି ଯାଆନ୍ତୁ । ଘରର ବାତାବରଣ ଭଲ ରହିବ ।

ମୀନ ରାଶି : ମାତା ପିତା ଙ୍କ ସହଯୋଗ ମିଇବ । ସ୍ବାସ୍ଥ୍ୟବାନ ରହିବା ପାଇଁ ଆପଣଙ୍କୁ ବାହାରର ଖାଦ୍ଯ ତ୍ୟାଗ କରିବାକୁ ହେବ । ଜମିବାଡି ମାମଲାକୁ ନେଇ ସମସ୍ଯା ହୋଇଆରେ । ଆପଣଙ୍କୁ ଏହି ବିବାଦ ରୁ ଦୂରେଇ ରହିବାକୁ ହେବ । ଆଜି ପାରିବାରିକ ମାହୋଲ ଭଲ ରହିବ । ବିଜେନ୍ସ ରେ ଭଲ ଭାବେ ବିଚାର କରି କରାଯାଇଥିବା ଦିଲ ଫାଇଦା ଦେବ । ଆଜି ଅନ୍ୟ କୁ ଦେଇଥିବା ଧନ ପ୍ରାପ୍ତ ହେବ । ଆନାବଶ୍ୟକ ଖର୍ଚ୍ଚ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।