ପ୍ରଥମ ଥର ଦେଖନ୍ତୁ ଓଡିଶାର ଫେମସ ଆକ୍ଟର Kuna Tripathy ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ବି ଦେଖି ନଥିବେ

ଆପଣ ସମସ୍ତେ କୁନା ତ୍ରିପାଠୀଙ୍କୁ ନିଶ୍ଚିତ ରୂପରେ ଜାଣିଥିବେ । ସେ ଓ ଟିଭିରେ ପ୍ରସାରିତ ହେଉଥିବା ଏକ ଶୋ ନ୍ୟୁଜ ଫ୍ୟୁଜ ମାଧ୍ୟମରେ ବହୁତ ଅଧିକ ଲୋକପ୍ରିୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ଏହି ଶୋରେ ନଜର ଆସୁ ନାହାନ୍ତି । କିନ୍ତୁ ଏହି ଶୋରେ ସେ ଯେତେବେଳେ କଥାବାର୍ତ୍ତା କରୁଥିଲେ ତେବେ ସମସ୍ତେ ତାଙ୍କର କଥାକୁ ଧ୍ୟାନର ସହ ଶୁଣୁ ଥିଲେ । କହିବାକୁ ଗଲେ ସେ ଏହି ଶୋରେ କିଛି ଜୋକ ମଧ୍ୟ କହୁଥିଲେ । ଯାହାକୁ ଶୁଣିବା ମାତ୍ରେ ହିଁ ମୁହଁରେ ହସ ଚାଲି ଆସୁଥିଲା ।

କହିବାକୁ ଗଲେ ତାଙ୍କର କଥା କହିବାର ଶୈଳୀ ସମସ୍ତଙ୍କୁ ବହୁତ ପସନ୍ଦ ଆସୁଥିଲା । ସେଥିପାଇଁ ଗୋଟିଏ ସମୟରେ ଏହି ଶୋ ବହୁତ ପାପୁଳାର ବି ଥିଲା । ଏହା ସହିତ କୁନା ତ୍ରିପାଠୀ ବି ସେହି ସମୟରୁ ବହୁତ ପାପୁଳାର ହୋଇଯାଇଛନ୍ତି ।

ଆଜି ଆମେ ଆପଣଙ୍କୁ କୁନା ତ୍ରିପାଠୀଙ୍କ ପରିବାର ଓ ତାଙ୍କର ପର୍ସନାଳ ଲାଇଫ ସହ ଜଡିତ କିଛି ରହସ୍ୟପୂର୍ଣ କଥା କହିବୁ । ଯାହା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ । କହିବାକୁ ଗଲେ କୁନା ତ୍ରିପାଠୀଙ୍କ ଅସଲ ନାଁ ସତ୍ୟବ୍ରତ ତ୍ରିପାଠୀ ଅଟେ । କିନ୍ତୁ ସେ କୁନା ତ୍ରିପାଠୀ ନାଁରେ ପୁରା ଓଡିଶାରେ ପରିଚିତ ଅଟନ୍ତି । କହିଦେଉଛୁ କି ଓଡିଶାର ସବୁ କୋଣ ଅନୁକୋଣରେ ସମସ୍ତେ କୁନା ତ୍ରିପାଠୀଙ୍କୁ ଚିହ୍ନିଛନ୍ତି । କୁନା ତ୍ରିପାଠୀ ଜଣେ ଅଭିନେତା ସହ ନିର୍ଦେଶକ, ଉପସ୍ଥାପକ ଓ ଅଧକ୍ଷ ମଧ୍ୟ ଅଟନ୍ତି ।

କୁନା ତ୍ରିପାଠୀ ୧୯୬୮ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ବି ସେ କଟକରେ ରହୁଛନ୍ତି । କୁନା ତ୍ରିପାଠୀଙ୍କ ପିତାଙ୍କ ନାଁ ପରମାନନ୍ଦ ତ୍ରିପାଠୀ ଅଟେ ଓ ତାଙ୍କର ପିତା ଜଣେ ସରକାରୀ କର୍ମଚାରୀ ଥିଲେ । କୁନା ତ୍ରିପାଠୀଙ୍କ ପତ୍ନୀଙ୍କ ବିଷୟରେ ଯଦି କହିବା ତେବେ ତାଙ୍କର ପତ୍ନୀଙ୍କ ନାମ ହେଉଛି ସଂଗୀତା ତ୍ରିପାଠୀ । ବିବାହ ପରେ କୁନା ତ୍ରିପାଠୀ ଓ ସଂଗୀତା ତ୍ରିପାଠୀଙ୍କର ଦୁଇଟି ଝିଅ ବି ଅଛନ୍ତି । ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ କୁନା ତ୍ରିପାଠୀ ପିଲାଦିନୁ ହିଁ ଅଭିନୟ ପ୍ରତି ରୁଚି ରଖିଥିଲେ ।

ଦୁଇ ରୁ ତିନି ବର୍ଷ ସମୟରୁ ହିଁ ସେ ଅଭିନୟ କରିବା ଆରାମ୍ଭ କରିଥିଲେ । ପ୍ରଥମେ ସେ ଡ୍ରାମା ଓ ନାଟକରୁ ଅଭିନୟ ଆରମ୍ଭ କରିଥିଲେ । କୁନା ତ୍ରିପାଠୀ ୧୦୦ରୁ ଅଧିକ ନାଟକ କରିବା ପରେ ସେ କଟକରେ ଅବସ୍ଥିତ ଆକାଶବାଣୀରେ କାର୍ଯ୍ୟ କରିଲେ । ଏହା ପରେ ସେ ଓଡିଆ ଫିଲ୍ମ ଜଗତକୁ ଆସିଥିଲେ । ପ୍ରଥମେ ସେ ଓଡିଆ ଫିଲ୍ମରେ ଖଳନାୟକ ପରେ ନଜର ଆସୁଥିଲେ । ଏହା ସହିତ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଏକ ଧାରାବାହିକରେ ବି ସେ ନଜର ଆସିସାରିଛନ୍ତି ।

ଏହା ସହିତ କିଛି ସମୟ ପରେ ସେ ଅନ୍ୟ କେତେକ ଧାରାବାହିକରେ ବି ଅଭିନୟ କରିଛନ୍ତି । ଏହା ପରେ ସେ ଓ ଟିଭିର ଶୋ ନ୍ୟୁଜ ଫ୍ୟୁଜ ଦ୍ଵାରା ବହୁତ ଚର୍ଚିତ ହୋଇଥିଲେ । କୁନା ତ୍ରିପାଠୀ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମର ଅଧକ୍ଷ ରୂପରେ ବି ନିୟୋଜିତ ହୋଇଛନ୍ତି । ଏହା ଛଡା କୁନା ତ୍ରିପାଠୀ ହାସ୍ୟ ଅଭିନେତା ରୂପରେ ବି ବହୁତ ପରିଚିତ ଅଟନ୍ତି । ବର୍ତ୍ତମାନ ସମୟରେ କୁନା ତ୍ରିପାଠୀ ଖାଡେଙ୍ଗା ଫ୍ୟାମିଲିରେ ନଜର ଆସୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।