ଗୋଟିଏ ଗ୍ରାମରେ ବନ୍ୟା ଆସିଥିଲା ତେବେ ମିଡିଆ ବାଲା ଗ୍ରାମର ସରପଞ୍ଚ ପାଖକୁ ଗଲେ ଓ କହିଲେ କି… ଏହା ସହିତ ଆହୁରି 8 ଟି Jokes

ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତେ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।

୧ – ଗୋଟିଏ ଗ୍ରାମରେ ବନ୍ୟା ଆସିଥିଲା

ତେବେ ମିଡିଆ ବାଲା ଗ୍ରାମର ସରପଞ୍ଚ

ପାଖକୁ ଗଲେ ଓ କହିଲେ କି –

ସରକାରଙ୍କ ରେଜିଷ୍ଟରରେ ଆପଣଙ୍କ

ଗ୍ରାମର ଜନସଂଖ୍ୟା ୫୦୦ ଅଛି

କିନ୍ତୁ ନଦୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୦୦ରୁ

ବି ଅଧିକ ଲୋକ ବାହାରି ସାରିଛନ୍ତି

ଏହା କେମିତି ସମ୍ଭବ ?

ସରପଞ୍ଚ : ରେଜିଷ୍ଟର ଠିକ ଅଛି ।

କିନ୍ତୁ ଗ୍ରାମବାସୀମାନେ ଆଗରୁ କେବେ ବି

ହେଲିକପ୍ଟର ଦେଖି ନାହାନ୍ତି,

ଏମିତିରେ ଆର୍ମୀ ବାଲା ଏମାନଙ୍କୁ ବାହାର କରୁଛନ୍ତି

କିନ୍ତୁ ଏମାନେ ହେଲିକପ୍ଟରରେ ପୁଣି ଥରେ ଚଢିବା ପାଇଁ

ପାଣି ଭିତରକୁ ଚାଲି ଯାଉଛନ୍ତି !!!!

ମୁଁ ନିଜେ ବି ୮ – ୧୦ ଥର ପାଣି ଭିତରକୁ ଯାଇ ସାରିଛି……

୨ – ସ୍ତ୍ରୀ – ଶୁଣୁଛ, ନନ ଭେଜ ଫିଲ୍ମ କଣ ହୋଇଥାଏ ?

ସ୍ଵାମୀ – ମୋତେ ଜଣ ନାହିଁ

ସ୍ତ୍ରୀ – କୁହ ନା

ସ୍ଵାମୀ – ଯଦି ଫିଲ୍ମ ଦେଖୁଥିବା ସମୟରେ

ଆଖିରେ ପାଣି ଆସିଯିବ

ତେବେ ସେହି ଫିଲ୍ମ ଭେଜ ଥିବ

ଯଦି ତଳେ ପାଣି ଆସିଯିବ ତେବେ ନନଭେଜ ଥିବ….

୩ – ରୋହିତ – ତୁମର ମଇଁଷିର ତ

ଗୋଟିଏ ଆଖି ଖରାପ ଅଛି

ପୁଣି ତୁମେ ଏହାର ୨୫ ହଜାର ଟଙ୍କା

କାହିଁକି ମାଗୁଛ ?

ପ୍ରକାଶ – ତୁମକୁ କ୍ଷୀର ପାଇଁ ମଇଁଷି ଦରକାର

ନା ମଇଁଷି ସହ ଆଖି ଲଢେଇ ଖେଳିବ…….

୪ – ଗୋଟିଏ ନୂଆ ଚିନ୍ତାଧାରା

ନିଜର ପତ୍ନୀକୁ ଏତେ ପ୍ରେମ କରନ୍ତୁ କି

ପଡୋଶୀ ବି ଦେଖି ଚିନ୍ତା କରିବ

କାସ ମୁଁ ଏହାର ସ୍ତ୍ରୀ ହୋଇଥାନ୍ତି କି !!!

୫ – ଗୋଟିଏ ଝିଅ ଛତା ଠିକ କରିବା ପାଇଁ ଗଲା

ଦୋକାନଦାର : ଉପରର କପଡା ବଦଳିବାକୁ ପଡିବ

ଓ ତଳେ ନୂଆ ବେଣ୍ଟ ଲଗାଇବାକୁ ପଡିବ

ଝିଅ : ଯାହା ଇଚ୍ଛା ତାହା କର

କେବଳ ପାଣି ଭିତରକୁ ନ ଆସିବା ଦରକାର…..

୬ – ନୂଆ ନୂଆ ଡାକ୍ତର ନିଜ ଜୀବନର

ପ୍ରଥମ ଅପରେସନ କରିଲା

ଅପରେସନର ଅଳ୍ପ ସମୟ ପରେ

ରୋଗୀ ମରି ଗଲା ।

ଡାକ୍ତର କାନ୍ଥ ଉପରେ ଟଙ୍ଗା ହୋଇଥିବା

ଭଗବାନର ଫଟୋ ଆଡକୁ ଦେଖି

ହାତ ଯୋଡି ମୁଣ୍ଡ ତଳକୁ କରି

ଶ୍ରଦ୍ଧାରେ କହିଲା –

ହେ ପ୍ରଭୁ, ମୋ ତରଫରୁ

ଏହା ପ୍ରଥମ ଭେଟ, ସ୍ଵୀକାର କରନ୍ତୁ……

୭ – ବାପା – ମୁଁ ତୋର ବାହାଘର ମୋ ଇଚ୍ଛାରେ କରିବି

ପୁଅ – ନାହିଁ

ବାପା – ଝିଅ ଅମ୍ବାନୀର ଝିଅ

ପୁଅ – ତେବେ ଠିକ ଅଛି

ଏହା ପରେ ବାପା ଅମ୍ବାନୀ ପାଖକୁ ଗଲା

ବାପା : ମୁଁ ତୁମର ଝିଅକୁ ବୋହୁ କରିବାକୁ ଚାହୁଁଛି

ଅମ୍ବାନୀ – ନାହିଁ

ବାପା – ମୋର ପୁଅ ୱାର୍ଲ୍ଡ ବ୍ୟାଙ୍କର ସିଇଓ ଅଟେ

ଅମ୍ବାନୀ – ତେବେ ଠିକ ଅଛି

ବାପା ୱାର୍ଲ୍ଡ ବ୍ୟାଙ୍କର ପ୍ରେସିଡେନ୍ଟ ପାଖକୁ ଗଲା

ବାପା – ମୋର ପୁଅକୁ ବ୍ୟାଙ୍କର ସିଇଓ କରି ଦିଅ

ପ୍ରେସିଡେନ୍ଟ – ନାହିଁ

ବାପା – ମୋ ପୁଅ ଅମ୍ବାନୀର ଜ୍ଵାଇଁ ଅଟେ

ପ୍ରେସିଡେନ୍ଟ – ତେବେ ଠିକ ଅଛି

ଏହାକୁ କୁହନ୍ତି ଚାଲାକି

ପୁଅକୁ ଚାକିରି ମିଳିଗଲା ଓ ଝିଅ ବି ମିଳିଗଲା…….

 

୮ – ମେଟ୍ରୋରେ

ଝିଅ – ମୁଁ ଗର୍ଭବତୀ ଅଛି,

ଦୟାକରି ମୋତେ ସିଟ ଦିଅନ୍ତୁ

ପୁଅ – ଦେଖି ଲାଗୁନି ତ

ତୁମେ ଗର୍ଭବତୀ ଅଛ

ଝିଅ – ବର୍ତ୍ତମାନ କେମିତି ଲାଗିବ

ଗୋଟିଏ ଘଣ୍ଟା ପୂର୍ବରୁ

ତ କାମ ହୋଇଛି….

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।