ଦୋଳ ପୂର୍ଣ୍ଣିମା ରେ କରନ୍ତୁ ଏହି ୫ ଟି ସରଳ ଉପାୟ, ମାତଲକ୍ଷ୍ମୀ ନିଜେ ଆସିବେ ଆପଣଙ୍କ ଘରକୁ, ଟଙ୍କା ସୁନାରେ ଭରିଯିବ ଭଣ୍ଡାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ଧନ ର ଆବଶ୍ୟକତା ରହିଥାଏ । ଧନ ବିନା ଜୀବନ ରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇଥାଏ । ଏହି କାରଣରୁ ବ୍ୟକ୍ତି ଅଧିକ ରୁ ଅଧିକ ଧନ ଉପାର୍ଜନ କରିବା ନିମନ୍ତେ କଠିନ ପରିଶ୍ରମ କରିଥାଏ । ଧନ ବିନା ଜୀବନ ରେ ଗୋଟିଏ ପାଦ ମଧ୍ୟ ବଢ଼ାଇବା ଅସମ୍ଭବ ହୋଇଥାଏ । ତେଣୁ ଧନ ଅର୍ଜନ ନିମନ୍ତେ କଠିନ ପରିଶ୍ରମ ସହିତ କିଛି ଉପାୟ ର ପ୍ରୟୋଗ ମଧ୍ୟ କରିବାକୁ ପଡ଼ିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଏଭଳି ୫ ଟି ଉପାୟ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ଯାହାର ପ୍ରୟୋଗ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ କରିବା ଦ୍ବାରା ଆପଣଙ୍କ ଉପରେ ମାତଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଆପଣଙ୍କ ଜୀବନରେ ଟଙ୍କା ଓ ସୁନା ର ବର୍ଷା ହେବ । ତେବେ ଆସନ୍ତୁ ସେହି ଉପାୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ସକାଳ ଓ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଫାଟକ ସାମ୍ନା ରେ ଘିଅ ର ଦୀପ ଜଳାନ୍ତୁ । ଏହି ଦୀପ ରେ ନାଲି ରଙ୍ଗର ବଳିତା ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ମାତଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଗୃହ ରେ ପ୍ରବେଶ କରିଥାନ୍ତି ।

୨. ବନ୍ଧୁଗଣ ଦ୍ବିତୀୟତଃ, ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଘରର ଅଗଣା ରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ । ଯଦି ଆପଣଙ୍କ ଘରେ ଅଗଣା ରେ ତୁଳସୀ ଗଛ ଅଛି ତେବେ ସେହି ତୁଳସୀ ଗଛ ରେ ନାଲି ରଙ୍ଗ ର ଏକ କପଡ଼ା ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ସ୍ଥାପନ ତଥା ବୃଦ୍ଧି ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ସକାଳ ସମୟରେ ଭଗବାନ ଶ୍ରୀକୃଷ୍ଣ ଓ ରାଧା ଙ୍କ ଯୁଗଳ ମୂର୍ତ୍ତି କୁ ଅବଶ୍ୟ ପୂଜା କରନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ମାତଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ପୂଜା ରେ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ମାତଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଙ୍କ କୃପାଦୃଷ୍ଟି ଆପଣଙ୍କୁ ଅବଶ୍ୟ ଲାଭ ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଆପଣ ଦୁଃଖୀ ଦରିଦ୍ର ମାନଙ୍କୁ ଦାନ କରନ୍ତୁ । ଦାନ ନିଜର ସାମର୍ଥ୍ୟ ଅନୁସାରେ କରନ୍ତୁ । ଏହି ପବିତ୍ର ଦିନରେ ଦାନ ଭଳି ପୁଣ୍ୟ କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ଜୀବନ ରେ ସାତ ଜନ୍ମ ର ପାପ କ୍ଷୟ ହୋଇଥାଏ ।


୫. ବନ୍ଧୁଗଣ ପଞ୍ଚମତଃ, ଏହି ପବିତ୍ର ଦୋଳ ପୂର୍ଣ୍ଣିମା ର ଉତ୍ସବ ରେ ସନ୍ଧ୍ୟା ସମୟରେ ଏକ ପାତ୍ର ରେ ଗୋବର ରଖନ୍ତୁ ଏବଂ ସେଥିରେ ଝୁଣା ରଖି ତା’କୁ ଜଳାନ୍ତୁ । ଏହି ଝୁଣା ଦୀପ କୁ ଆପଣ ଘର ସାରା ବୁଲାଇ ଦିଅନ୍ତୁ । ଆପଣ ଦେଖିବେ ଏପରି କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ସ୍ଥାପନ ହେବା ସହିତ ଧନର ଆଗମନ ହୋଇଥାଏ ।

ତେବେ ବନ୍ଧୁଗଣ ଆପଣ ମାନେ ଆସନ୍ତା ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ନିଜ ଗୃହ ମଧ୍ୟରେ ନିଶ୍ଚିତ ଭାବରେ ଏହି ୫ ଟି ଉପାୟ ର ପାଳନ କରନ୍ତୁ । ଏହି ଉପାୟ କୁ ପାଳନ କରିବା ଦ୍ୱାରା ଆପଣଙ୍କ ଜୀବନ ସୁଖ ସମୃଦ୍ଧି ଏବଂ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।