Jyotish Shastra- ଆଜିର ସୋମବାର ଏହି ୬ ଟି ରାଶିଙ୍କ ପାଇଁ ନେଇ ଆସିଛି ବର୍ଷ ର ସବୁଠୁ ବଡ ଖୁସି ଖବର, ହେଇଯିବେ ମାଲାମାଲ

ଏହି ସୋମବାର ଫାଲଗୁନ ମାସର ବଡ ସୋମବାର ଅଟେ । ଏହି ସୋମବାର ଦିନ ଚନ୍ଦ୍ର ମିନ ରାଶିରେ ରହିବେ । ଏହି ଦିନଠାରୁ ହୋଲି ପର୍ବ ପାଇଁ ବିଧି ବିଧାନରେ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଏହି ଦିନରେ ବିବାହ ଆଦି କୌଣସି ବି ମାଙ୍ଗଳିକ କାର୍ଯ୍ୟ ପାଇଁ ଦିନ ଧାର୍ଯ୍ୟ କରାଯାଏ । ସୋମବାର ଦିନଟି ମହାଦେବ ଶିବଙ୍କ ପ୍ରତି ସମର୍ପିତ ଅଟେ । ଏହି ଦିନ ଭଗବାନ ଶିବଙ୍କୁ ଭକ୍ତି ସହ ପୂଜା କରିବା ଦ୍ଵାରା ସବୁ ମନସ୍କାମନା ପୂରଣ ହୋଇଥାଏ ।

ଏହି ସୋମବାର ଦିନ କିଛି ରାଶି ମାନଙ୍କ ପାଇଁ ଶୁଭ ସୂଚନା ନେଇ ଆସିଛି । ଯାହାଫଳରେ କିଛି ୬ ଟି ରାଶି ମାଲାମାଲ ହେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶୀମାନଙ୍କ ବିଷୟରେ ।

ମିଥୁନ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ସବୁ ସମସ୍ୟା ସମାପ୍ତ ହୋଇ ଏବେ ଉର୍ଣ୍ଣତିର ସେସ ସୀମାରେ ପହଞ୍ଚିଯିବେ । ଲୋନ ପାଇଁ ଯେଉଁ ଆବେଦନ କରିଥିଲେ ସେଥିରେ ସଫଳତା ମିଳିବ । ସମାଜରେ ମାନ ପ୍ରତିଷ୍ଠା ମିଳିବ । ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ । ଅବିବାହିତ ମାନଙ୍କୁ ବିବାହର ସୁଯୋଗ ମିଳିବ । ଆକସ୍ମିକ ଭାବରେ ଧାନ ମିଳିବାର ସମ୍ଭାବନା ଅଛି ।

ତୁଳା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ଚାକିରିରେ ପଦୋନ୍ନତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ବେତନ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣଙ୍କର ବହୁତଦିନରୁ ଅଟକି ରହିଥିବା କୌଣସି ଜରୁରୀ କାର୍ଯ୍ୟ ସମାପ୍ତ ହୋଇଯିବ । ବ୍ୟବସାୟୀମାନଙ୍କୁ ବ୍ୟବସାୟ ରେ କୌଣସି ବଡ କମ୍ପାନୀ ସହ ଡ଼ିଲ ହେବାର ସମ୍ଭାବନା ଅଛି । ଛାତ୍ର ମାନଙ୍କୁ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ ।

ମୀନ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ଜୀବନର ଶ୍ରେଷ୍ଠ ଖୁସି ମିଳିବାକୁ ଯାଉଛି । ପରିବାରରେ ଖୁସିର ପରିବେଶ ରହିବ । ଧର୍ମ କାର୍ଯ୍ୟରେ ମନ ଲାଗିବ । କୌଣସି ମିତ୍ରଙ୍କଠାରୁ ବ୍ୟବସାୟ ସମ୍ଭନ୍ଧୀୟ ସାହାଜ୍ୟ ମିଳିବ । କୌଣସି ବଡ ଲୋକସହ ଦେଖା ହେବା ଫଳରେ ଆପଣଙ୍କୁ ଆରଥିକ ସାହାଯ୍ୟ ମିଳିବ । ଆପଣ ନେଇଥିବା ରୁଣ ପରିଶୋଧ କରିବାରେ ସମର୍ଥ ହେବେ । ଶିକ୍ଷା କ୍ଷେତ୍ରରେ ଛାତ୍ରମାନଙ୍କୁ ସଫଳତା ମିଳିବ ।

ମକର ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ପାରିବାରିକ ଖୁସି ମିଳିବ । ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି । କୌଣସି ବଡ କମ୍ପାନୀରେ ଚାକିରି କରିବାର ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିବ । ପ୍ରେମ ବ୍ୟାପାରରେ ସଫଳତା ମିଳିବ । ଲଟେରି କିମ୍ବା ସେୟାର ବଜାରରୁ ଭଲ ଲାଭ ମିଳିବ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳିବ । ପଡି ରହିଥିବା କାର୍ଯ୍ୟ ରେ ସଫଳତା ମିଳିବ । କୌଣସି ମିତ୍ର କିମ୍ବା ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣଙ୍କର ଆର୍ଥିକ କ୍ଷେତ୍ର ମଜବୁତ ହେବ ଓ ଅଟକି ରହିଥିବା ଧନ ଅତି ସହଜରେ ମିଳିଯିବ । ପରିବାରର ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବା ଦ୍ଵାରା ଆପଣ ଆପଣଙ୍କର ପରିବାର ପ୍ରତି ଥିବା ଦାୟିତ୍ଵକୁ ଅତି ସହଜରେ ତୁଲାଇବାରେ ସମର୍ଥ ହେବେ ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ କୌଣସିଖୁସି ଖବର ମିଳିବ ଯାହାଦ୍ୱାରା କି ମନ ଖୁସି ରହିବ । ଆପଣଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ଅଛି । ଆପଣଙ୍କୁ ସମାଜରେ ମାନ ପ୍ରତିଷ୍ଠା ମିଳିବ । ଛତ୍ର ମାନଙ୍କୁ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କର ଥିବା ବହୁତ ଦିନରୁ ଚାଲି ଆସୁଥିବା କୌଣସି କୋଟ କଚେରୀ ମାମଲାରେ ବିଜୟୀ ମିଳିବ ବ୍ୟବସାୟକୁ ନେଇ ଥିବା ସବୁ ସମସ୍ୟାଦୂର ହୋଇଯିବ ଯାହାଫଳରେ କି ଆପଣଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।