Interesting GK Questions: କେଉଁ ଦେଶର ସ୍ତ୍ରୀ ଲୋକଙ୍କ ନିଶ ଦାଢି ଉଠିଥାଏ ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ଆସିଲା ବଡ ଚଢେଇ ବସିଲା ଡେଣା ମେଲାଇ, ଧରିଲା ମାଛ ଖାଇଲା ନାହିଁ ?

ଉ: ଜାଲ

୨- କାଟିଲେ ରକ୍ତ ନାହିଁ କି କୁଟିଲେ ହାଡ ବି ନାହିଁ । କି ଜୀବ ସିଏ କହିଲା ଭାଇ ?

ଉ: ଚିଙ୍ଗୁଡି

୩- କେଉଁ ପଥରରୁ ପାଣି ବାହାରେ ?

ଉ: କୁଆପଥର

୪- ଏହାକୁ ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ?

ଉ: ପଙ୍ଖା

୫- ପୋଡେ କିନ୍ତୁ ନିଆଁ ନୁହେଁ । ତାହା କଣ ?

ଉ: ଲଙ୍କା

୬- ପୃଥିବୀର ବୃହତ୍ତମ ଫୁଲର ନାମ କଣ ?

ଉ: ରାଫ୍ଲେସିଆ

୭- ତାହା କେଉଁ ଜିନିଷ ଯାହା ଫାଟିଗଲେ ଆଉ ସିଲେଇ ହେବ ନାହିଁ ?

ଉ: ବେଲୁନ

୮- ବାମରୁ ପଢିଲେ ଓଜନିଆ ଆଉ ଡାହାଣରୁ ପଢିଲେ ନାହିଁ, ତାହା କଣ ?

ଉ: ଟନ୍ (TON)

୯- ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ । ମୁଁ କିଏ ?

ଉ: ପର୍ବତ ଉପରେ ଥିବା ଘାସ

୧୦- ଏମିତି କେଉଁ ଜିନିଷ ଅଛି ଯାହାକୁ ବ୍ୟବହାର କରିବା ଆଗରୁ ଭାଙ୍ଗିବାକୁ ପଡିଥାଏ ?

ଉ: ଅଣ୍ଡା

୧୧- ମା’ ଠାରୁ ଜନ୍ମ ହୁଏ କିନ୍ତୁ ମା’କୁ ଛୁଇଁଲେ ମରିଯାଏ ?

ଉ: ଲୁଣ

୧୨- କେଉଁ ଡର ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରେ ?

ଉ: ପାଉଡର

୧୩- ମୋ ପାଖକୁ ଛୋଟ ଆସେ ବଡ ବି ଆସେ, ଛୋଟ ଖସିଯାଏ କିନ୍ତୁ ବଡ ଫସିଯାଏ ?

ଉ: ଚାଲୁଣି

୧୪- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉ: ଅନ୍ଧର ବାଡି

୧୫- ତାହା କଣ ଯାହା ଅନ୍ୟକୁ ଦେଇଥିଲେ ମଧ୍ୟ ନିଜକୁ ରଖିବାକୁ ପଡେ ?

ଉ: ବଚନ

୧୬- କେଉଁ ଜୀବ ଦିନରାତି ଶୁଏ ନାହିଁ ?

ଉ: ମାଛ

୧୭- କେଉଁ ଜୀବର ଆୟୁଷ ମାତ୍ର ୫ ମିନିଟ ?

ଉ: ମେଫ୍ଲାଏ (Mayfly)

୧୮- ସେ କିଏ ଯିଏ ବିନା ପାଦରେ ଚାଲେ ଏବଂ କେବେ ହେଲେ ଫେରି ଆସେ ନାହିଁ ?

ଉ: ସମୟ

୧୯- ପଦେ କଥା କହିଲେ ବି ଅଲଗା ହୋଇଯାନ୍ତି ସେମାନେ କିଏ ?

ଉ: ଓଠ

୨୦- କେଉଁ ଦେଶର ସ୍ତ୍ରୀ ଲୋକଙ୍କ ନିଶ ଦାଢି ଉଠିଥାଏ

ଉ: ଇଥୋପିଆ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।