କେମିତି ଥିଲେ ସାନିୟା ମିର୍ଜା ଓ ଏବେ କେମିତି ହୋଇଗଲେଣି – ଏଇ ଫୋଟୋ ସବୁ ଦେଖିଲେ ଆପଣ ମଧ୍ୟ କହିବେ …

କେମିତି ଥିଲେ ସାନିୟା ମିର୍ଜା ଓ ଏବେ କେମିତି ହୋଇ ଗଲେଣି

ଟେନିସ ଖେଳାଳି ସାନିୟା ମିର୍ଜା ଆଜି କାଲି ବହୁତ ଚର୍ଚାରେ ରହୁଛନ୍ତି, କାହିଁକି ନା ସେ ବହୁତ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ତାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କ ସନ୍ତାନର ବହୁତ ଆଗ୍ରହର ସହ ଅପେକ୍ଷା କରି ଛନ୍ତି । ସାନିୟା ମିର୍ଜାଙ୍କ ବେବୀ ଶାୱାର ରେ ଶୋଏବ ମଲ୍ଲିକ ରାଜସ୍ଥାନୀ ଥାଳିର ଆନନ୍ଦ ନେଇଥିଲେ ଏବଂ କେକ୍ କାଟି ଉତ୍ସବ ମନାଇ ଥିଲେ । ସାନିୟା କିଛି ଦିନ ହେବ ସୋଶଲ ମିଡିଆ ଠାରୁ ଦୂରରେ ରହୁ ଛନ୍ତି ଓ ନିଜ ପ୍ରତି ଧ୍ୟାନ ଦେଉ ଛନ୍ତି । ଏସିଆ କପ ରେ ମଧ୍ୟ ସେ ମିଡିଆ ସମ୍ମୁଖକୁ ଆସି ନଥିଲେ ।

ପୂର୍ବଥର ଯେତେ ବେଳେ ସାନିୟା ମିର୍ଜା ପାର୍ଟି ଦେଇ ଥିଲେ ସେତେ ବେଳେ ଶୋଏବ ଏସିଆ କପ ରେ ଖେଳୁ ଥିଲେ । ବର୍ତ୍ତମାନ ସେ ଛୁଟିରେ ଅଛନ୍ତି ଓ ନିଜ ସ୍ତ୍ରୀଙ୍କୁ ଦେଖା କରିବାକୁ ଯାଇ ଛନ୍ତି ।

ଏହି ଫୋଟୋରେ ଦୁଇ ଜଣ ବହୁତ ଖୁସି ଦେଖା ଯାଉ ଛନ୍ତି, ଏହି ଫୋଟୋ ସୋଶଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏଥିରେ ଆପଣ ଦେଖି ପାରୁ ଥିବେ ସାନିୟା ଓ ଶୋଏବ ବସି ଛନ୍ତି ଓ ତାଙ୍କ ଆଗରେ ଏକ କେକ୍ ରଖା ହୋଇଛି । କେକ୍ କାଟିବା ପରେ ସେ ରାଜସ୍ଥାନୀ ଥାଳିର ମଜା ନେଇ ଥିଲେ । ସାନିୟାଙ୍କ ସହ ତାଙ୍କ ପରିବାର ଲୋକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଆପଣଙ୍କୁ ଭଲ ଲାଗିପାରେ – ଖାଲି ପ୍ରିୟଙ୍କା ନୁହେଁ – କିଛି ଦିନ ତଳେ ବଲିଉଡର ଏହି ଅଭିନେତ୍ରୀ ମଧ୍ୟ ନିଜଠୁ ୫ବର୍ଷ ସାନ ବୟଫ୍ରେନ୍ଡ ସହ କଲେ ବିବାହ – ଦେଖନ୍ତୁ କିଏ ସେ

ଫୋଟୋ ସବୁ ଦେଖନ୍ତୁ

ଏହି ସବୁ ଫୋଟୋରେ ସାନିୟାଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ ଦେଖା ଯାଉଛନ୍ତି । କୁହାଯାଉଛି କି ଏମାନେ ତାଙ୍କ ପରିବାରର ସଦସ୍ୟ ବା ତାଙ୍କ ସାଙ୍ଗ ମାନେ ହୋଇଥିବେ ।

ସାନିୟା ମିର୍ଜା ନିଜ ହେବାକୁ ଥିବା ସନ୍ତାନର ବେବୀ ଶାୱାର ପାର୍ଟିରେ ଯୋଗ ଦେଇଥିଲେ, ଯଦିଓ ଶୋଏବ ସେଠି ପହଞ୍ଚି ପାରି ନ ଥିଲେ ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ