ଏବେ ଏତେ ସୁନ୍ଦର ଓ ଗ୍ଲୈମରସ ଦେଖାଯାଉଛି “ଉତରନ”ର ଛୋଟ ଇଚ୍ଛା, ଦେଖିଲେ ଚିହ୍ନି ପାରିବେନି …

ଏବେ ଏତେ ସୁନ୍ଦର ଓ ଗ୍ଲୈମରସ ଦେଖାଯାଉଛି “ଉତରନ”ର ଛୋଟ ଇଚ୍ଛା

ଆଗରୁ ଲୋକମାନେ ସିରିୟଲରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ବା ଅଭିନେତା ମାନଙ୍କୁ ହିଁ ବେସୀ ଦେଖିବାକୁ ପସନ୍ଦ କରନ୍ତି ଓ ସେହି ମାନଙ୍କ କାମର ପ୍ରଶଂସା ମଧ୍ୟ କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏମିତି ହେଉ ନାହିଁ, ଏବେ ଲୋକମାନେ ବଡ କଳାକାର ମାନଙ୍କ ସହ ଛୋଟ ଛୁଆ କଳାକାର ମାନଙ୍କୁ ମଧ୍ୟ ଦେଖିବାକୁ ପସନ୍ଦ କରୁଛନ୍ତି । ଛୋଟ ଛୁଆ ମାନେ ଆଜିକାଲି ଏମିତି ଏକ୍ଟିଂ କରୁଛନ୍ତି ଯେ ବଡ କଳାକାର ମାନଙ୍କୁ ଦେଖିବା ପାଇଁ ଲୋକା ମାନେ ଆଉ ଏତେ ପସନ୍ଦ କରୁ ନାହାନ୍ତି । ଟିଭି ରେ କାମ କରୁଥିବା ଛୁଆ ମାନେ ବହୁତ ଭଲ ଅଭିନୟ କରୁଛନ୍ତି, ସେଥିପାଇଁ ତ ସମସ୍ତେ ସେମାନଙ୍କର ଦିବାନା ହେଇଯାଉଛନ୍ତି ।

ଆପଣଙ୍କୁ colors ଚ୍ଯାନେଲ ରେ ଆସୁଥିବା ସିରିୟଲ “ଉତରନ” ବିଷୟରେ ତ ମାନେ ଥିବ, ସେଥିରେ ଗୋଟେ ଛୋଟ ଛୁଆ ଥିଲା ଯିଏ କି “ଇଚ୍ଛା” ର ଭୂମିକାରେ ଅଭିନୟ କରୁଥିଲା ।

ସେ ତାଙ୍କର ଅଭିନୟରେ ଦର୍ଶକଙ୍କ ମନରେ ଜାଗା ବନେଇପାରିଥିଲେ । ଏହା ପରେ ସେ ଅନ୍ୟ ବହୁତ ଶୋ କରିଥିଲେ ମଧ୍ୟ ସେହି ସିରିୟଲରୁ ମିଳିଥିବା ଲୋକପ୍ରିୟତା ଆଉ କେଉଁଠୁ ମିଳି ନଥିଲା । ଏହି ସିରିୟଲକୁ ସାରିବା 3ବର୍ଷ ହେଲାଣି, ଓ ଏହା ଭିତରେ ସେହି ଛୋଟା କଳାକାରଙ୍କର ଚେହେରା ସଂପୂର୍ଣ୍ଣ ବଦଳି ଯାଇଛି ।

ବହୁତ ବଦଳି ଯାଇଛନ୍ତି ଇଚ୍ଛା-

ସିରିୟଲ ଉତରନ ରେ ଇଚ୍ଛା ର ଅଭିନୟ କରିଥିବା ଶିଶୁକଳାକାର ଙ୍କର ନାମ ହେଲା ସ୍ପର୍ଶ କଂଚନଦାନୀ । ସ୍ପର୍ଶ ଙ୍କର ଜନ୍ମ ୧୧ ଅକ୍ଟୋବର ୨୦୦୦ ରେ ହୋଇଛି । ଏହି ସିରିୟଲକୁ ବନ୍ଦ ହେବାର ୩ବର୍ଷ ବୀତି ସାରିଛି । ଏବଂ ଏହି ସମୟ ମଧ୍ୟରେ ସେ ବହୁତ ବଡ ହୋଇଗଲେଣି । ଏବେ ତାଙ୍କର କେହେରା ପୁରା ବଦଳି ଯାଇଛି । ଯେବେ ସେ ସିରିୟଲ ରେ କାମ କରୁଥିଲେ ସେତେବେଳେ ସେ ବହୁତ ଛୋଟ ଥିଲେ ।

ଏବେ ସିଏ ୧୮ ବର୍ଷର ହୋଇଗଲେଣି ଓ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଏହି ପୋଷ୍ଟ ରେ ଆମେ ଆପଣଙ୍କୁ ତାଙ୍କର କିଛି ନୂତନ ଫୋଟୋ ଦେଖାଇଲୁ । ସେ ଏତେ ବଦଳି ଯାଇଛନ୍ତି ଯେ ଆପଣ ଦେଖିଲେ ବିଶ୍ବାସ କରିପାରିବେନି ଯେ ଯେ ସେହି ଝିଅ ଯିଏ ଉତରନ ରେ ଇଛାର ଅଭିନୟ କରିଥିଲା ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ