ସପ୍ତାହକୁ ଥରେ ବିୟର ପିଇବା ଦ୍ଵାରା ସମାପ୍ତ ହୋଇଥାଏ ଏହି ସବୁ ରୋଗ – ଏବେହିଁ ପଢନ୍ତୁ ନହେଲେ ପଛରେ ପସ୍ତେଇବେ

ସପ୍ତାହକୁ ଥରେ ବିୟର ପିଇବା ଦ୍ଵାରା ସମାପ୍ତ ହୋଇଥାଏ ଏହି ସବୁ ରୋଗ

ଆପଣ ଶୁଣି ଥିବେ ଲୋକ କୁହନ୍ତି ମଦ ପିଇବା ସ୍ୱାସ୍ଥ୍ୟ ପାଇନ ଖରାପ ଅଟେ, କିନ୍ତୁ କଣ ଆପଣ ଜାଣିଛନ୍ତି କି ମଦ ପିଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଏହା ଲାଭ ଦାୟକ ମଧ୍ୟ ହୋଇ ଥାଏ । ଗରମ ଦିନରେ ବିୟର ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ଅଟେ । କିନ୍ତୁ ଲୋକ ଭାବନ୍ତି କି ବିୟର ପିଇବା ଦ୍ଵାରା ଲୋକଙ୍କୁ ଏହାର ଆଦତ ଲାଗି ଯାଏ । ତଥା ଧୀରେ ଧୀରେ ସେମାନେ ମଦୁଆ ହୋଇ ଯାନ୍ତି । ଏହା ମଧ୍ୟ ଠିକ କୌଣସି ଜିନିଷର ଆଦତ ଲଗାଇବା ବହୁତ ଖରାପ ଅଟେ । କିନ୍ତୁ ନିୟମିତ ପିଇବା ଜାଗାରେ କେବେ କେବେ ପିଇଲେ ଏହା ଶରୀର ପାଇଁ ଲାଭ ଦାୟକ ଅଟେ ।

ଆଜି ଆମେ ଆପଣଙ୍କୁ ଏହି ଆର୍ଟିକ୍ଲ ଦ୍ଵାରା ବିୟର ପିଇବାର ଲାଭ ବିଷୟରେ କହିବୁ । ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଯଦି କୌଣସି ବ୍ୟକ୍ତି ସପ୍ତାହରେ ଥରେ ବିୟର ପିଉଛି ତେବେ ତାକୁ କେବେବି ସ୍ଟୋନ ହେବ ନାହିଁ ।

ଯଦି ଆପଣଙ୍କ ଶରୀରରେ ସ୍ଟୋନ ହୋଇଥିଲେ ମଧ୍ୟ ବିୟର ପିଇବା ଦ୍ଵାରା ଏହା ନଷ୍ଟ ହୋଇ ବାହାରି ଆସେ । ଏହା ସହ ସପ୍ତାହରେ ଥରେ ବିୟର ପିଇଲେ ଶରୀର ଫୁର୍ତ୍ତି ରୁହେ । ସେଥିପାଇଁ ସୁସ୍ଥ ରହିବା ପାଇଁ ସପ୍ତାହରେ ଥରେ ବିୟର ପିଇବା ଠିକ ରହିବ ।

ଏଥିରେ ସିଲିକୋନ ଓ କ୍ୟାଲସିୟମ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଦ୍ଵାରା ହାଡ ମଜବୁତ ହୁଏ । ହୃଦୟ ସହ ଜଡିତ ସମସ୍ଯା ମଧ୍ୟ ଦୂର ହୁଏ ବା ହୁଏ ନାହିଁ ।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ