ବିବାହରେ ସ୍ଵାମୀ ଅଭିଷେକ ଐଶ୍ୱର୍ୟ୍ୟାଙ୍କୁ ପିନ୍ଧାଇଥିଲେ ୪୫ ଲାକ୍ଷର ମଙ୍ଗଲସୂତ୍ର , କିନ୍ତୁ ଏହାକୁ କାହିଁକି ଓଲ୍ହାଇଦେଲେ ମିସେସ ବଚ୍ଚନ

ବଲିଉଡର ପ୍ରସିଦ୍ଧ ଅଭିନେତା ଅଭିଷେକ ବଚନ ୨୦୦୭ ରେ ବହୁତ ଧୁମ ଧାମ ରେ ରାଜକିୟ ଢଙ୍ଗରେ ବିବାହ ହୋଇଥିଲା । ବିବାହ ପୂର୍ବରୁ ଉଭୟ ଏକାସହିତ ବହୁତ ବୁଲାବୁଲି କରିଥିଲେ । ଏହି ବିବାହରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ବିବାହ ରେ ଉଭୟ ବହୁତ ସୁନ୍ଦର ଦେଖାଯାଉଥିଲେ । ଐଶ୍ଵର୍ଯ୍ୟା ଏହି ବିବାହ ସମୟରେ ୪୫ ଲକ୍ଷ ଟଙ୍କାର ଏକ କାଞ୍ଜିବାରଂ ଶାଢ଼ୀ ପିନ୍ଧିଥିଲେ । ଅଭିଷେକ ମଧ୍ୟ ଏକ ବେଶ ଦାମୀକିଆ ଶରବାଣୀ ପିନ୍ଧିଥିଲେ ।

ଏହା ଛଡା ଅଭିଷେକ ଏହି ସମୟରେ ୪୫ ଲକ୍ଷ ଟଙ୍କାର ଏକ ମଙ୍ଗଲଶୁତ୍ର ଐଶ୍ୱଆରିୟାଙ୍କୁ ପିନ୍ଧାଇଥିଲେ । ଏହି ମଙ୍ଗଲଶୁତ୍ର ଦୁଇ ପରାସ୍ତ ଥିଲା ଓ ହୀରା ଖଚିତ ଥିଲା । ଏହା ଲୋକଲୋଚନ କୁ ଆସିଲା ଯେତେବେଳେ ସେମାନେ ତିରୁପତି ବାଲାଜି ମନ୍ଦିରକୁ ଯାଇଥିଲେ ।

ଏହାର କିଛି ବର୍ଷ ପରେ ଐଶ୍ୱରିୟା ଏହାକୁ ବଦଳେଇଦେଇ ଥିଲେ । ଏହାକୁ ସେ ନେକ ଲାଇନ ପର୍ଯ୍ୟନ୍ତ କରିଦେଇଥିଲେ ଓ ଏକ ପରାସ୍ତ ମଧ୍ୟ କରିଦେଇଥିଲେ । କିନ୍ତୁ ଐଶ୍ୱରିୟା ଏପରି କାହିଁକି କଲେ ତାଙ୍କର ଫ୍ୟାନସ ମାନେ ଜାଣିବାକୁ ଇଛୁକ ହେଲେ । ଐଶ୍ୱରାୟ ଏହି କାରଣ ପାଇଁ ଏହାକୁ ବଦଳେଇ ଦେଇଥିଲେ । ଐଶ୍ୱରାୟ ତାଙ୍କ ଝିଅ ଆରାଧ୍ୟକୁ ଜନ୍ମ ଦେବା ପରେ ମଙ୍ଗଲସୂତ୍ରକୁ ବଦଳେଇଦେଇଥିଲେ ।

ଏହା ଏଥିପାଇଁ କି ଅଭିଷେକ ବିବାହ ବେଳେ  ଯେଉଁ ମଙ୍ଗଲଶୁତ୍ର ଦେଇଥିଲେ ତାହା ବହୁତ ଲମ୍ବା ଥିଲା ପ ବହୁତ ଓଜନ ଥିଲା । ଯାହାକି ତାଙ୍କ ଝିଅ ଦେହରେ ଫୁଟି ଯାଇଥାନ୍ତା , ଏଥିପାଇଁ ସେ ଏହାକୁ ଛୋଟ କରିଦେଇଥିଲେ ।

ଐଶ୍ୱରୀଆଙ୍କ ଉପରେ ଆରୋପ ଲାଗୁଥିଲା କି ତାଙ୍କ ଝିଅ ପ୍ରତି ସେ ଓଭର ପ୍ରୋଟେକଟିଭ ଥିଲେ । ତାଙ୍କ ପାଇଁ ତାଙ୍କ ଝିଅ ଆରାଧ୍ୟ ହିଁ ସବୁକିଛି ଥିଲେ । ମା ହେବା ପରେ ସେ ଅଭିନୟ ଛାଡି ବହୁତ ଯତ୍ନବାନ ମା ହୋଇଯାଇଥିଲେ ।

ଛୋଟ ଛୋଟ ସମାରୋହ ହେଉ କି କୌଣସି ଆୱାର୍ଡ ସୋ ହେଉ ଐଶ୍ୱରାୟ ତାଙ୍କ ଝିଅ ଆରାଧ୍ୟଙ୍କ ସହ ଦେଖାଯାଉଥିଲେ । ସେ ତାଙ୍କ ଝିଅ କୁ କେବେବି ଏକୁଟିଆ ଛାଡି କୁଆଡେ ଯାଉ ନଥିଲେ । ତାଙ୍କୁ ତାଙ୍କ ଝିଅକୁ ନେଇ ସେ କାହା ଉପରେ ବି ବିଶ୍ୱାସ କରି ପାରୁ ନଥିଲେ । ଏଥିପାଇଁ ସେ ଯୁଆଡେ ବି ଯାଉଥିଲେ ନିଜ ଝିଅକୁ ସାଙ୍ଗରେ ନେଇ ଯାଉଥିଲେ ।