କେବଳ 100% IQ ଥିବା ଲୋକ ହିଁ ସଠିକ ଉତ୍ତର ଦେଇପାରିବେ ? 24 ଟିରୁ ମାତ୍ର 5ଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ…

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଭାରତର ସବୁଠୁ ବଡ ଜେଲ୍ କେଉଁଠାରେ ଅଛି ?

ଉ: ଦିଲ୍ଲୀରେ, ତିହାର ଜେଲ୍

୨- ଦୁନିଆର ସବୁଠାରୁ ମହଙ୍ଗା ସହର କିଏ ?

ଉ: ତେଲ ଆଭିଭ

୩- ଦୁନିଆର କେଉଁ ଦେଶରେ ସବୁଠାରୁ ଅଧିକ ଡାକଘର ରହିଛି ?

ଉ: ଭାରତ

୪- ଦୁନିଆର କେଉଁ ଦେଶରେ ୩ଟି ରାଜଧାନୀ ରହିଛି ?

ଉ: ଦକ୍ଷିଣ ଆଫ୍ରିକା

୫- ଭାରତର କେଉଁ ନଦୀକୁ ଜାତୀୟ ନଦୀର ମାନ୍ୟତା ଦିଆଯାଇଛି ?

ଉ: ଗଙ୍ଗା ନଦୀ

୬- ଭାରତର କେଉଁ ସହରରେ ପ୍ରଥମେ ମେଟ୍ରୋ ଟ୍ରେନ ଚାଲିଥିଲା ?

ଉ: କଲିକତା

୭- ଭାରତର କେଉଁ ସହରରେ ହାୱା ମହଲ ରହିଛି ?

ଉ: ଜୟପୁର

୮- ଭାରତର ନେପୋଲିୟନ କାହାକୁ କୁହାଯାଏ ?

ଉ: ସମୁଦ୍ରଗୁପ୍ତ

୯- ଭାରତରେ ୧୪ ନଭେମ୍ବରକୁ କେଉଁ ଦିବସ ରୂପେ ପାଳନ କରାଯାଏ ?

ଉ: ଶିଶୁ ଦିବସ

୧୦- ଦୁନିଆର କେଉଁ ଦେଶ ସବୁଠୁ ଅଧିକ ବିଲାତି ବା ଟମାଟୋ ଉତ୍ପାଦନ କରିଥାଏ ?

ଉ: ଚୀନ

୧୧- ଭାରତର କେଉଁ ରାଜ୍ୟ ସର୍ବାଧିକ କାଜୁ ବାଦାମ ଉତ୍ପାଦନ କରିଥାଏ ?

ଉ: ମହାରାଷ୍ଟ୍ର

୧୨- ଅଜନ୍ତା ଗୁମ୍ଫା କେଉଁ ରାଜ୍ୟରେ ରହିଛି ?

ଉ: ମହାରାଷ୍ଟ୍ର

୧୩- ଭାରତର ପ୍ରଥମ ନାଗରିକ କିଏ ?

ଉ: ରାଷ୍ଟ୍ରପତି

୧୪- ଭାରତର କେଉଁ ସହରକୁ “Blue City” ବୋଲି କୁହାଯାଏ ?

ଉ: ଯୋଧପୁର

୧୫- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉ: ଡ. ରାଜେନ୍ଦ୍ର ପ୍ରସାଦ

୧୬- ଭାରତର କେଉଁ ରାଜ୍ୟ ଚାଉଳର ପାତ୍ର ଭାବେ ଜଣାଶୁଣା ?

ଉ: ଆନ୍ଧ୍ରପ୍ରଦେଶ

୧୭- କେଉଁ ଫଳ ଭିତରେ ବିଷ ରହିଥାଏ ?

ଉ: ସେଓ

୧୮- ବିହାର ରାଜ୍ୟର ମୁଖ୍ୟ ପର୍ବର ନାମ କଣ ?

ଉ: ଛଠ୍ ପୂଜା

୧୯- ଭାରତରେ ପ୍ରଥମ ଥର କେବେ ନୋଟବନ୍ଦୀ ହୋଇଥିଲା ?

ଉ: ୧୯୭୮ ରେ

୨୦- ମହାତ୍ମା ଗାନ୍ଧୀଙ୍କ ପତ୍ନୀଙ୍କ ନାମ କଣ ଥିଲା ?

ଉ: କସ୍ତୁରବା ଗାନ୍ଧୀ

୨୧- ଭାରତର ସବୁଠାରୁ ବଡ ଗ୍ରାମର ନାମ କଣ ?

ଉ: ଗହମର

୨୨- ଭାରତର ସବୁଠାରୁ ଧନୀ ଗ୍ରାମର ନାମ କଣ ?

ଉ: ମାଧପୁର

୨୩- କେଉଁ ଦେଶର ଲୋକେ ଷଣ୍ଢ ସହିତ ଲଢେଇ କରନ୍ତି ?

ଉ: ସ୍ପେନ

୨୪- କେଉଁ ଦେଶର ଜାତୀୟ ପଶୁ ହେଉଛି ଗାଈ ?

ଉ: ନେପାଳ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।