Interesting GK Question: ଯିଏ କିଣିବ ସେ ବ୍ୟବହାର କରି ପାରିବ ନାହିଁ, ଯିଏ ବ୍ୟବହାର କରିବ ସେ କିଣି ପାରିବ ନାହିଁ, ତାହା କଣ ?

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- ଏଭଳି କେଉଁ ଜିନିଷ ଅଛି ଯାହାକୁ ଫ୍ରିଜରେ ରଖିଲେ ତାହା ଜଳି ଉଠେ ?

ଉ: ଚୂନପଥର

୨- ଭାରତର କେଉଁ ରାଜ୍ୟ ଉପରେ ସବୁଠାରୁ ଅଧିକ କରଜ ରହିଛି ?

ଉ: ମେରଳ

୩- କେଉଁ ଦେଶରେ ସୂର୍ଯ୍ୟ ସବୁଠୁ ଶୀଘ୍ର ଅସ୍ତ ହୁଅନ୍ତି ?

ଉ: ନ୍ୟୁଜିଲାଣ୍ଡ

୪- ଦୁନିଆର ସବୁଠୁ ଅଧିକ ଛୁଆ ଜନ୍ମ କରିଥିବା ମହିଳା କିଏ ?

ଉ: ମରିୟମ ସ୍କୋବା

୫- କେଉଁ ଦେଶରେ ପେଟ୍ରୋଲ ପାଣି ଠାରୁ ବି ଶସ୍ତା ?

ଉ: କୁବେତ ଦେଶ

୬- ଅନ୍ତରିକ୍ଷରେ ପ୍ରଥମ ଦୁର୍ଘଟଣା କେବେ ହୋଇଥିଲା ?

ଉ: ୧୯୬୭

୭- ଭାରତ ରତ୍ନ ପ୍ରମାଣ ପତ୍ରରେ କିଏ ହସ୍ତାକ୍ଷର କରିଥାନ୍ତି ?

ଉ: ରାଷ୍ଟ୍ରପତି

୮- କିଏ କମ୍ପ୍ୟୁଟର୍ର ମସ୍ତିଷ୍କ ରୂପେ କାର୍ଯ୍ୟ କରିଥାଏ ?

ଉ: ସିପିୟୁ

୯- ଛୋଟ ପିଲାଙ୍କର ଏମିତି ଏକ ଖେଳଣା ଅଛି ଯାହାକୁ ଧନ ଥିବା ବଡଲୋକ ମଧ୍ୟ କିଣିପାରିବେ ନାହିଁ, ତାହା କଣ ?

ଉ: ଜହ୍ନ ମାମୁଁ

୧୦- କେଉଁ ହାଣ୍ଡିରେ ରୋଷେଇ କଲେ କଳା ହୁଏ ନାହିଁ ?

ଉ: କଳାହାଣ୍ଡି

୧୧- କେଶ ମୂଳରେ କେଉଁ ଗ୍ରନ୍ଥି ଥାଏ ?

ଉ: ଥାଇରେଡ

୧୨- ଭାରତର ସମ୍ବିଧାନରେ ଭାରତର ଦ୍ଵିତୀୟ ନାମ କଣ ?

ଉ: ଇଣ୍ଡିଆ

୧୩- ପୋଲିସକୁ ଓଡିଆରେ କଣ କୁହାଯାଏ ?

ଉ: ରାଜକୀୟ ଜନରକ୍ଷକ

୧୪- ସବୁଠାରୁ ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?

ଉ: ଜାପାନ

୧୫- କେଉଁ ପକ୍ଷୀ କେବେବି ନିଜର ବସା ବନେଇ ନଥାଏ ?

ଉ: କୋଇଲି

୧୬- ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ କେବେ ଠୁ ଆସିବା ଆରମ୍ଭ ହେଲା ?

ଉ: ୧୯୯୬

୧୭- କେଉଁ ରାଜା ନିଜ ମାଆ ସହ ବିବାହ କରି ନେଇଥିଲେ ?

ଉ: ଓଡିପୁଷ

୧୮- ଭାରତର ସେକ୍ସପିୟର କାହାକୁ କୁହାଯାଏ ?

ଉ: କାଳିଦାସ

୧୯- କେଉଁ ଜୀବ କେବଳ ଭାରତରେ ହିଁ ଦେଖାଯାଏ ?

ଉ: ଘଡିୟାଲ କୁମ୍ଭୀର

୨୦- ଯିଏ କିଣିବ ସେ ବ୍ୟବହାର କରି ପାରିବ ନାହିଁ । ଯିଏ ବ୍ୟବହାର କରିବ ସେ କିଣି ପାରିବ ନାହିଁ । ତାହା କଣ ?

ଉ: କୋକେଇ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।