ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ମନୁଷ୍ୟର କେଉଁ ଅଙ୍ଗ ବିଜୁଳି ଉତ୍ପନ୍ନ କରିପାରେ ?
ଉ: ମସ୍ତିଷ୍କ, ଯାହାକି ୧୨ ରୁ ୧୫ ୱାଟ ବିଜୁଳି ଉତ୍ପନ୍ନ କରିଥାଏ ।
୨- ସେ କେଉଁ ଜୀବ ଅଟେ ଯିଏ ଜନ୍ମ ହେବା ମାତ୍ରେ ୨ ରୁ ୩ ମାସ ପର୍ଯ୍ୟନ୍ତ ଶୋଇ ରହିଥାଏ ?
ଉ: ଭାଲୁ ଜନ୍ମ ହେବା ପରେ ତିନି ମାସ ଯାଏଁ ଶୋଇ ରୁହେ ।
୩- ଭାରତର ପ୍ରଥମ ଅଣ୍ଡର ୱାଟର ରେସ୍ତୋରାଁ କେଉଁଠାରେ ଖୋଲା ଯାଇଥିଲା ?
ଉ: ଅହମଦାବାଦ ଠାରେ ଖୋଲା ଯାଇଛି ।
୪- ତାହା କେଉଁ ଶବ୍ଦ ଅଟେ ଯେଉଁଥିରେ ଫଳ, ଫୁଲ ଏବଂ ମିଠା ତିନୋଟିର ନାମ ରହିଥାଏ ?
ଉ: ଗୁଲାବ ଜାମୁନ ରେ ରହିଛି ।
୫- କେଉଁ ଦେଶର ରାଷ୍ଟ୍ରୀୟ ଧ୍ଵଜ ସିଧା ହେଉ କି ଓଲଟା ଗୋଟିଏ ସମାନ ଦେଖା ଯାଇଥାଏ ?
ଉ: ଜାପାନର ଜାତୀୟ ଧ୍ଵଜ ।
୬- ଏଭଳି କେଉଁ ଜିନିଷ ଅଛି ଯାହା କେବଳ କହିବା ମାତ୍ରେ ଭାଙ୍ଗି ଯାଇଥାଏ ?
ଉ: ନୀରବତା ଗୋଟିଏ ଶବ୍ଦରେ ବି ଭାଙ୍ଗିଯାଏ ।
୭- ବର୍ଷର ସବୁଠାରୁ ଲମ୍ବା ଦିନ କେଉଁ ଦିନ ହୋଇଥାଏ ?
ଉ: ଜୁନ ୨୧ ବର୍ଷର ସବୁଠୁ ଲମ୍ବା ଦିନ ।
୮- କିଏ ଏବଂ କେଉଁ ମସିହାରେ ଟ୍ରେନର ଆବିଷ୍କାର କରିଥିଲେ ?
ଉ: ଜର୍ଜ ଷ୍ଟିଫେନ ୧୮୨୫ ମସିହାରେ ଟ୍ରେନର ଆବିଷ୍କାର କରିଥିଲେ ।
୯- ଦୁନିଆରେ ସବୁଠାରୁ ଦୁଃଖୀ ରହୁଥିବା ପଶୁ କିଏ ?
ଉ: ପୋଲାର ବିୟର ସବୁଠାରୁ ଦୁଃଖୀ ପଶୁ ।
୧୦- ଭାରତର ସବୁଠାରୁ ବିଶାଳ ମନ୍ଦିର କେଉଁଟି ?
ଉ: ଶ୍ରୀ ରଙ୍ଗନାଥସ୍ଵାମୀ ମନ୍ଦିର ।
୧୧- କେଉନ ଦେଶର ନିଜର କୌଣସି ରାଷ୍ଟ୍ର ଗୀତ ନାହିଁ ?
ଉ: ସାଇପର୍ସ ଦେଶର ।
୧୨- କେଉନ ଜୀବର କ୍ଷୀର ନୀଲ ରଙ୍ଗର ହୋଇଥାଏ ?
ଉ: ମାଈ ବନ୍ଥ ।
୧୩- ଆକାଶରୁ ପଡୁଥିବା ବିଜୁଳି କେତେ ୱାଟ ର ହୋଇଥାଏ ?
ଉ: ୧୦ ୱାଟ ର ।
୧୪- ଦୁନିଆର ସବୁଠାରୁ ବଡ ସୁନାର ହୋଟେଲ କେଉଁଠାରେ ଅବସ୍ଥିତ ?
ଉ: ଭିଏତନାମ ର ରାଜଧାନୀ ହାନୋଇରେ ।
୧୫- ପରୀକ୍ଷାର ସନ୍ଧାନ କିଏ କରିଥିଲେ ?
ଉ: ହେନେରୀ ଫିସେଲ ।
୧୬- ମୋବାଇଲର ଆବିଷ୍କାର କିଏ କରିଥିଲେ ?
ଉ: ମାର୍ଟିନ କୁପର ।
୧୭- ବ୍ଲଡ଼ ଗ୍ରୁପର ସନ୍ଧାନ କିଏ କରିଥିଲେ ?
ଉ: ଲର୍ଡ ଲାଣ୍ଡସଷ୍ଟିନର ।
୧୮- ଲେମ୍ବୁ ଏବଂ କମଳାରେ କେଉନ ଭିଟାମିନ ମିଳିଥାଏ ?
ଉ: ଭିଟାମିନ- C ।
୧୯- ଏମିତି କେଉଁ ଜିନିଷ ଅଛି ଯାହାକୁ ପିନ୍ଧିବା ପରେ ଆଉ କାଢି ହୁଏନା ?
ଉ: କଫନ ।
୨୦- କିଣିଲେ କଳା, ଜାଲିଲେ ନାଲି ଓ ଫିଙ୍ଗିଲେ ଧଳା, ତାହା କଣ ?
ଉ: କୋଇଲା କିଣିବା ବେଳେ କଳା, ଜାଲିଲେ ନାଲି ଓ ଫିଙ୍ଗିଲେ ଧଳା ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।