IAS Exam Questions: ଲେଉନ ଦେଶରେ ପିମ୍ପୁଡି ମଣିଷକୁ ଆକ୍ରମଣ କରନ୍ତି ? କେଉଁ ଦେଶରେ ଆଦୌ ମଶା ନାହାଁନ୍ତି ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଓଡିଶାର କାଶ୍ମୀର କାହାକୁ କୁହାଯାଏ ?

ଉ: ଦାରିଙ୍ଗିବାଡି, ଫୁଲବାଣୀ

୨- ଓଡିଶାର କେଉଁ ଜିଲ୍ଲାରେ ପ୍ରଥମେ ଦୂରଦର୍ଶନ କେନ୍ଦ୍ର ସ୍ଥାପନ କରା ଯାଇଥିଲା ?

ଉ: ସମ୍ବଲପୁର

୩- ଓଡିଶାରେ ମହା ପ୍ରଳୟଙ୍କରୀ ବାତ୍ୟା କେବେ ହୋଇଥିଲା ?

ଉ: ୨୯ ଅକ୍ଟୋବର ୧୯୯୯ ରେ

୪- କେବେ ମଣିଷ ପାଇଁ ବସ୍, ଟ୍ରେନ ଓ ଉଡାଜାହରେ ଟିକେଟ ଲାଗେ ନାହିଁ ?

ଉ: ଶିଶୁ ଅବସ୍ଥାରେ

୫- ପୃଥିବୀରେ ସବୁଠାରୁ ଚଞ୍ଚଳ ବଢୁଥିବା ଗଛର ନାମ କଣ ?

ଉ: ବାଉଁଶ

୬- ପୃଥିବୀର ସବୁଠାରୁ ବେଶୀ ଦିନ ବଞ୍ଚୁଥିବା ଜୀବ କିଏ ?

ଉ: କଇଁଛ

୭- କେଉଁ ଦେଶକୁ ଶ୍ଵେତ ହସ୍ତୀର ଦେଶ ବୋଲି କୁହାଯାଏ ?

ଉ: ଥାଇଲାଣ୍ଡ

୮- କେଉଁ ପଶୁ ଆହତ ଅବସ୍ଥାରେ ମନୁଷ୍ୟ ଭାଲି କାନ୍ଦି ଥାଏ ?

ଉ: ଭାଲୁ

୯- କେଉଁ ଦେଶର ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ବଣମଣିଷ ଅପହରଣ କରିଥିଲା ?

ଉ: ଫ୍ରାନ୍ସ ର ରାଷ୍ଟ୍ରପତିଙ୍କ ସ୍ତ୍ରୀ, ରେମାଣ୍ଡ ପାଇଁ କେୟାର, ୧୯୧୪ ମସିହାରେ

୧୦- କେଉଁ ଦେଶର ଲୋକ ଦେଖିବାକୁ ହଳଦିଆ ରଙ୍ଗର ଅଟନ୍ତି ?

ଉ: ଚୀନ

୧୧- ଓଡିଶାର କେଉଁ କେଉଁ କ୍ଷେତ୍ରକୁ ସ୍ଵର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ ?

ଉ: ପୁରୀ, କୋଣାର୍କ ଓ ଭୁବନେଶ୍ବର

୧୨- କେଉଁ ଦେଶରେ ପିମ୍ପୁଡି ମାନେ ମଣିଷଙ୍କୁ ଆକ୍ରମଣ କରନ୍ତି ?

ଉ: ବ୍ରାଜିଲ

୧୩- ନିଆଁ ବର୍ଷା କରୁଥିବା ଗଛ କେଉଁଠାରେ ଅଛି ?

ଉ: ମାଲେସିଆ

୧୪- କେଉଁ ନଦୀର ପାଣି ଗରମ ଲାଗେ ?

ଉ: ନୀଳ ନଦୀ

୧୫- ବିଶ୍ଵର କେଉଁ ଦେଶରେ ସାପ ନାହିଁ ?

ଉ: ହାୱାଇ ଦୀପ

୧୬- ବିଶ୍ଵର କେଉଁ ଦେଶରେ ଗୋଟିଏ ବି ମଶା ନାହାନ୍ତି ?

ଉ: ଫ୍ରାନ୍ସ

୧୭- ବିଶ୍ଵର ସବୁଠାରୁ ଉଚ୍ଚତମ ଶୃଙ୍ଗର ନାମ କଣ ?

ଉ: ମାଉଣ୍ଟ ଏଭରେଷ୍ଟ, ୮୮୪୮ଏମ

୧୮- ବିଶ୍ଵର କେଉଁ ଏକମାତ୍ର ଭାଷାରେ କୌଣସି ମାତ୍ରା ଦିଆ ଯାଏ ନାହିଁ ?

ଉ: ଇଂରାଜୀ

୧୯- ବିଶ୍ଵର କେଉଁ ଦେଶ କେବେବି ପରାଧୀନ ହୋଇନାହିଁ ?

ଉ: ନେପାଳ

୨୦- କ୍ରିକେଟ ଖେଳ କେଉଁ ଦେଶରେ ସର୍ବ ପ୍ରଥମେ ଆରମ୍ଭ ହୋଇଥିଲା ?

ଉ: ଇଂଲଣ୍ଡ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।