ଏକା ସହିତ କାହିଁକି ଆତ୍ମହତ୍ୟା କରିନେଲେ 3 ଭଉଣୀ, ଶେଷ ସମୟରେ ଲେଖି ଦେଇ ଗଲେ କିଛି ଏମିତି…ଶୁଣିଲେ ଆପଣ ବି କାନ୍ଦି ପକେଇବେ

ରାଜସ୍ଥାନ ର ଜୟପୁର ଠାରୁ ଆସିଛି ଏକ ବଡ ଖବର ଯାହା ଦ୍ଵାରା ତିନି ଜଣ ଝିଅ ଯିଏ କି ବିବାହ ପରେ ଏବେ ଏକା ସହ ଆତ୍ମହତ୍ୟା କରିଛନ୍ତି । ଏହି ତିନି ଭଉଣୀ ଏକା ସହ ଏକ ଅପରିବାର ରେ ବିବାହ କରିଥିଲେ । ଭବାଇ ଥିଲେ ଏକା ସହ ଖୁବ ଖୁଶିରେ ରହିବେ । 2003 ରେ ତିନି ଭଉଣୀ ଏକ ପରିବାର 3 ପୁଅଙ୍କୁ ବିବାହ କରି ଥିଲେ ସେମାନେ ଭାବି ଥିଲେ ପିଲା ବେଳେ ହୋଇଥିବା ବାଲ୍ୟବିବାହ ଦ୍ଵାରା ତାଙ୍କର ଜୀବନ ସୁଧୁରି ଜୀବ କିନ୍ତୁ ଏହା ହୋଇ ନଥିଲା ଏହା ଆହୁରି ଭୟାନକ ଥିଲା ।

ପାପା ମା ଏନକେ ବିନା ମଧ୍ୟ କଷ୍ଟ କରି ପାଠ ପାଢୀଥିଲେ ଉଚ୍ଚ ଶିକ୍ଷିତା ହୋଇ ଥିଲେ ତିନି ଭଉଣୀ ମାତ୍ର । ଯେଉଁ ମାନନନ୍କୁ ବିବାହ କରି ଥିଲେ ସେମାନେ ଥିଲେ ମଦୁଆ, ଓ କମ ପାଠ ପଢିଥିବା ଲୋକମାନେ । ଯିଏ କି ଘରକୁ ଆସିକି ସବୁ ଦିନ ସ୍ତ୍ରୀ ମାନଙ୍କୁ ବାଡା ବାଡି କରୁ ଥିଲେ ।

ଯାହା ଦ୍ଵାରା ଏମାନେ ବହୁତ କଷ୍ଟରେ ସେହି ଜାଗାରେ ରହୁ ଥିଲେ । ଏହା ଆମ ଭାରତ ର ଅସୁବିଧା ବିବାହ କରିକି ସ୍ତ୍ରୀ ଦରକାର ନାଇ କାହାକୁ ଦରକାର ଧନ ଦାଉରୀ ପାଇଁ ଆଜି ଭି ନିର୍ଯାତନା ଦିଆ ଯାଉଛି । ଏହି କାରଣରୁ ତିନି ଭଉଣୀ ମାନେ ଏକା ସହ ମାରିବା ପାଇଁ ଚେଷ୍ଟା ରିଲେ ଓ ତାଙ୍କ ଦେହ ପାଖରେ ଥିବା ଏକ କୂଅ ରୁ ଉଧାର କରା ଯାଇଛି ।

ଯେତେବେ ଏହାଙ୍କ ବାଲ୍ୟ ବିବାହ ହୋଇଥିଲା କମଲେଶ ମାତ୍ର 1 ବର୍ଷ ବୟଶର ହୋଇଥିଲେ । ସେ ଯେଉଛନ୍ତି ସଭା ସାନ ଭଉଣୀ । ଏହି ମହିଳା ମାନେ ନିଜ ସହ ନିଜ ସନ୍ତାନ ମାନଙ୍କୁ ମଧ୍ୟ  ମାରି ଦେଇଛନ୍ତି । ତାଙ୍କ ମତ ଅନୁସାରେ ସେମାନେ କେଉଁ ଆଡେ ଚାଲି ଯାଇଥିଲେ ବୋଲି ସାସୁ ଘ୍ର ଲୋକମାନେ କହି ଛନ୍ତି ।

କିନ୍ତୁ ପୋଲିଶ ନିଜ ର ଖୋଜା ଖୋଜି ଜାରି ରଖିବା ପରେ ଜାଣିବା ପାଇଁ ପାଇ ଥିଲା କି ହ୍ଵାଟସପ ଷ୍ଟାଟାସ ରେ ସାନ ଭଉଣୀ ଲେଖି ଛନ୍ତି କି ସସବୁ ଦିନ ମାରିବା ଅପେକ୍ଷା ଏକ ଦିନରେ ମାରି ଯିବା ଭଲ । ଏହା ସହ ସେ କହିଛନ୍ତି  କି ଏହି ଜୀବନ ଠାରୁ ନର୍କ ଭଲ । ତେବେ ଏହାକୁ ନେଇକି ପଚରା ଉଛାର ଚାଲିଛି ।

ତିନି ଭଉଣୀ ନୀଜ ସହ ନିଜ ସନ୍ତାନ ମାନଙ୍କୁ ମଧ୍ୟ ନେଇକି ମାରି ଛନ୍ତି ଦୁଇ ଟି ପିଲା ମାରି ଥିବା ବେଳେ ଜଣେ 4 ବର୍ଷ ର ଅଟେ ଆଉ ଜଣେ ମାତ୍ର 21 ଦିନର । ସବୁ ଠାରୁ ବଡ କଥା ହେଉଛି ଆଉ ଦୁଇ ଭଉଣୀ ମଧ୍ୟ ପେଟରେ ସନ୍ତାନ ଙ୍କୁ ରଖି ଥିଲେ ।

କୁହାଯାଏ କି ମାନବିକତା ସରିଗଲେ ଆଉ ମାନବ ବଞ୍ଚିପାରିବା ଅସମ୍ଭବ । ବୋଧେ ହୁଏ ଏହାଙ୍କ ପାଇଁ ସବୁ ଆଡୁ ମାନବିକତା ର ରାସ୍ତା ବାବଦ ହୋଇ ଯାଇଥିଲା ଯାହା ଦ୍ଵାରା ଏମାନେ ଏହି ଭଳି ନିସ୍ପତି ନେଲେ ।