‘ଛକା ବେଶ ହେଇ ଟଙ୍କା କମେଇବା ଅପେକ୍ଷା ଭିକ ମାଗିବା ଭଲ…’ କିନ୍ନର ଜଣକ ଯାହା କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

କିନ୍ନର ମାନେ ଆମ ସମାଜର ଏକ ଅଙ୍ଗ ଅଟନ୍ତି । ଆମେ ଯଦି ଦେଖିବା ପାଇ ଯିବା ତ ଜାଣି ପାରିବା କି କିନ୍ନର ମାନେ ଆମ ପାଇଁ ଏକ ବରଦାନ ମଧ୍ୟ ଓ ଏକ ଅଭିଶାପ ମଧ୍ୟ । ଦେଖନ୍ତୁ କର୍ମ ଓ ଧର୍ମ ଅନୁସାରେ ଯଦି ଦେଖିବା ପାଇଁ ଜୀବା ତ ଆମେ ଜାଣି ପାରିବା କି ଆମ ପାଇଁ କିନ୍ନର ମାନେ ଏକ ସାଧାରଣ ମଣିଷ । ତଥାପି ତାଙ୍କଉ ସମଜାରେ ସମାନ ଅଧିକାର ମିଳିବା ବେଳେ ଅନେକ କଷ୍ଟର ସାମନା କରିବା ପାଇଁ ପଡିଥାଏ ।

ଅନେକ ଦିନରୁ କରି ଆସିଥିବା ସଂଘର୍ଷ କୁ ଏବେ ଯାଏ ସେମାନେ ଜାରି ରଖୀ ଛନ୍ତି । ଏହାଙ୍କ ପାଇଁ ସମାଜ ଏକ ବିଷାକ୍ତ ଜାଗା ବୋଲି କହି ପାରୁ । ସବୁ ଲୋକମାନେ ଏହାଙ୍କ ଫାଇଦା ଉଠାଇବା ପାଇଁ ଚେଷ୍ଟା କରି ଥାନ୍ତି । ଏମାନେ ଯାହାଭି କରନ୍ତୁ ଏମାନେ ଆମକୁ ଖୁବ ସାହାଜ୍ଯ କରି ଥାନ୍ତି ।

ଏମାନଙ୍କୁ ଆମେ ପୂଜା ପର୍ବ ଆଦିରେ ଡାକି ଥାଉ ଏହାଙ୍କ ଆଶୀର୍ବାଦ ମଧ୍ୟ ନେଇ ଥାଉ । କିଛି ଜଣ ଅଛନ୍ତି ଯେଉଁ ମାନେ ଏହାଙ୍କୁ ନା ସ୍ଵୀକାର କରୁଛନ୍ତି ନା ହିଁ ଏହାଙ୍କୁ ଯିବା ପାଇଁ ଦେଉଛନ୍ତି । ଏହି ଭଳି ମଣିଷ ପାଇଁ ଆମେ ଲଜ୍ଜିତ । ତେବେ ଆମକୁ ସୂତ୍ରରୁ ଜାଣିବା ପାଇଁ ମିଳିଛି କି କେହି ଏହାଙ୍କ ଥଟା ଉଡାଇବା ଭଳି କମ କରିଛି ।

ଏକ ସ୍ଵାମୀ ସ୍ତ୍ରୀ ଯେଉଁ ମାନେ ବିବାହ କରି ଥିଲେ ଜାଣିବା ପାଇଁ ପରେ ପାଉଛନ୍ତି କି ସ୍ତ୍ରୀ ଜଣଙ୍କ କିନ୍ନର ଅଟନ୍ତି । ଏହା ପରେ ସ୍ଵାମୀ ସ୍ତ୍ରୀ ଙ୍କୁ ଘର ବାହରକୁ ବାହାର କରି ଦେଇଛନ୍ତି । ସ୍ତ୍ରୀ ଯିଏ କି ଏକ କିନ୍ନର ଅଟନ୍ତି ସେ ଏବେ ତାଳି ମାରି ନିଜ ଜୀବନ ବିଟାଉ ଛନ୍ତି । ଏହା  କୁ ଦେଖିକି ଅନ୍ୟ କିନ୍ନର ମାନେ ମତ ଦେଇଛନ୍ତି କି କିନ୍ନର ଯଦି ଅଛ ତେବେ ନିଜର ଅଧିକାର ପାଇଁ ଲଢେଇ କରିବା କଥା ଏହାର ବଦଳରେ ସେ ଏହା କିଭଳି କଲେ ।

ସେ କହିଛନ୍ତି କି ସେ ନିଜେ ଏକ କିନ୍ନର ଅଛନ୍ତି ଭିକ ମାଗିକି ଚାଲିବା କିମ୍ବା କେଉଁ ଜାଗାରେ କାମ କରିକି ଟଙ୍କା କମେଇବା ପାଇଁ ସେ ଅଧିକା ଭଲ ପାଇବେ । ତାଳି ମାରି କିମ୍ବା ଭୁଲ କାମରେ ମନ ନିବେଶ କରିବା ଖରାପ ହୋଇଥାଏ’ । ସେ କହିଛନ୍ତି ଏହା ଦ୍ଵାରା ତାଙ୍କ କିନ୍ନର ଜାତି ସବୁ ଙ୍କ ଆଗରେ ଖରାପ ହେଉଛି ।

ତେଣୁ ସେ ଅନ୍ୟ କିନ୍ନର ମାନଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ନିଜ କାମ କୁ ଟିକେ ଧ୍ୟାନ ଦେବା ଆଦରକାର ସରକାର ସେମାନଙ୍କ ପାଇଁ ପରିଚୟ ମଧ୍ୟ ଦେଉଛି । ଏହା ସହ ସେ କହିଛନ୍ତି କି ଯେଉଁ ମାନେ ବିବାହ କରୁଛନ୍ତି କିନ୍ନର ମାନଙ୍କୁ ସେମାନେ ତାଙ୍କୁ ପୁଣି ଏଭଳି ଛାଡିବା କଥା ନୁହେଁ । ଏହା ଏକ ସାଧାରଣ କଥା ଅଟେ କି ପୁଅ ପୁଅ କୁ ଭଲ ପାଉ ଛନ୍ତି ମହିଳା ମାନେ ମଧ୍ୟ ମହିଳା ମାନଙ୍କୁ ଭଲ ପାଉଛନ୍ତି । ଏହା ସହ କିନ୍ନର ମାନେ ମଧ୍ୟ ବିବାହ କରୁଛନ୍ତି ତେଣୁ ଏହା କିଛି ବଡ କଥା ନୁହେଁ ।