ଆଜି ଆମେ ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢାଇବା ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ । ଯାହା ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ଅଟେ ।
ଆଜିକାଲି କୌଣସି ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏହିପରି ପ୍ରଶ୍ନ ପଚାରି ଦେଉଛନ୍ତି । ସେଥିପାଇଁ ଆପଣ ଏ ସବୁ ପ୍ରଶ୍ନର ଉତ୍ତର ଜାଣିଥିବା ଆବଶ୍ୟକ । ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ଖୁବ ଭଲ ଲାଗିବା ସହ ଆପଣଙ୍କ ଜ୍ଞାନ କୁ ମଧ୍ୟ ବୃଦ୍ଧି କରିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।
୧- ମୁଁ ଯେତେ ଲଡୁ ଖାଏ, ସେତିକି ଲଡୁ ଅନ୍ୟକୁ ମଧ୍ୟ ସେତିକି ଲଡୁ ମାରେ । କୁହ ମୁଁ କିଏ ?
ଉ: ତୋପ
୨- କେଉଁ ଜୀବ ୬ ଦିନ ପର୍ଯ୍ୟନ୍ତ ନିଜ ନିଃଶ୍ଵାସ ରୋକିକରି ରଖିପାରେ ?
ଉ: ବିଛା
୩- କାହା ପାଖରେ ରିଙ୍ଗ ଅଛି କିନ୍ତୁ ତାକୁ ପିନ୍ଧିବାକୁ ଆଙ୍ଗୁଳି ନାହିଁ ?
ଉ: ମୋବାଇଲ
୪- କେଉଁ ଜିନିଷ ଆପଣ ନିଜ ହାତରେ କିଣି ପବନରେ ଉଡେଇ ଦିଅନ୍ତି ?
ଉ: ଗୁଡି
୫- କେଉଁ ଜିନିଷର ନାମ ନେବା ମାତ୍ରେ ହିଁ ତାହା ଭାଙ୍ଗିଯାଏ ?
ଉ: ନୀରବତା
୬- କେଉଁ ପ୍ରାଣିର ରକ୍ତ ନୀଳ ରଙ୍ଗର ହୋଇଥାଏ ?
ଉ: ଅକ୍ଟୋପସ
୭- ଶରୀର କେଉଁ ଅଙ୍ଗ ସବୁବେଳେ ଓଦା ରହିଥାଏ ?
ଉ: ଜିଭ
୮- କାହାକୁ ଆମେ କଞ୍ଚା ବେଳେ ଆମେ ପାରିବା ଭଳି ତରକାରୀ ବନେଇ ଖାଉ ଓ ପାଚିଗାଏଲ ଫଳ ପରି ଖାଉ ?
ଉ: ପଣସ
୯- କେଉଁ ପଶୁକୁ ସବୁ ଜିନିଷ ଦ୍ଵିଗୁଣ ଦେଖା ଯାଇଥାଏ ?
ଉ: ହାତୀ
୧୦- କେଉଁ ଜିନିଷ ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିଥାଏ ?
ଉ: ପାଉଡର
୧୧- ଭାରତରେ ପ୍ରଥମ ସ୍ଵର୍ଣ୍ଣ ମୁଦ୍ରା କିଏ ଚଳେଇ ଥିଲେ ?
ଉ: ୟୁନାନୀ
୧୨- ମୁଗଲ ଚିତ୍ରକାର ମାନେ କାହାର ଶାସନ କାଳରେ ମାନ୍ୟତା ପ୍ରାପ୍ତ କଲେ ?
ଉ: ଜାହାଙ୍ଗିର ଙ୍କ ଶାସନ କାଳରେ
୧୩- କେଉଁ ଯନ୍ତ୍ର ଦ୍ଵାରା ଆଦ୍ରତା ମପାଜେ ?
ଉ: ସାଇକ୍ରୋମିଟର
୧୪- ରାଜ୍ୟ ସହକାରୀ ବ୍ଯାଙ୍କ ମାନଙ୍କର ବିତ୍ତ ପ୍ରଦାନ କରିବା କାର୍ଯ୍ୟ କିଏ କରିଥାଏ ?
ଉ: ଭାରତୀୟ ରିଜର୍ଭ ବ୍ଯାଙ୍କ
୧୫: ପୃଥିବୀର ବାୟମଣ୍ଡଳର ସର୍ବାଧିକ ଘନତ୍ଵ କେଉଁ ଠାରେ ରହିଥାଏ ?
ଉ: ଆୟନ ମଣ୍ଡଳରେ
୧୬- ବେଙ୍ଗ ପାଣିରେ ନିଃଶ୍ଵାସ ନ ନେଇ କେତେ ସମୟ ପର୍ଯ୍ୟନ୍ତ ରହିପାରେ ?
ଉ: ୪ ରୁ ୭ ଘଣ୍ଟା ପର୍ଯ୍ୟନ୍ତ
୧୭- ଯୋଜନା ଆୟୋଗର ଅଧ୍ୟକ୍ଷ କିଏ ହୋଇଥାନ୍ତି ?
ଉ: ପ୍ରଧାନମନ୍ତ୍ରୀ
୧୮- ଟେଲିଫୋନର ଉଦ୍ଭାବନ କିଏ କରିଥିଲେ ?
ଉ: ଆଲେକଜାଣ୍ଡାର ଗ୍ରାହମ ବେଲ
୧୯- ଭାରତର କେଉଁ ରାଜ୍ୟ ଟାଇଗର ରାଜ୍ୟ ରୂପେ ପରିଚିତ ହୋଇଥାଏ ?
ଉ: ମଧ୍ୟପ୍ରଦେଶ
୨୦- ଭାରତର ସବୁଠୁ ଶୁଷ୍କ କ୍ଷେତ୍ର କଣ ଅଟେ ?
ଉ: ମାରୱାଡ
୨୧- କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ ?
ଉ: ଜଳହସ୍ତୀ
୨୨: କେଉଁ ଦେଶରେ ସବୁଠୁ ଅଧିକ ହୀରା ମିଳିଥାଏ ?
ଉ: ଋଷ
୨୩- ଗୋଟିଏ ଗଛକୁ ସବୁଠୁ ଅଧିକ ଖ୍ଯାତି କେତେବେଳେ ପହଞ୍ଚି ଥାଏ ?
ଉ: ଯେତେବେଳେ ତାର ସବୁ ପତ୍ର ଝଡିଯାଏ
୨୪- ଦୁନିଆର ସବୁଠୁ ଛୋଟ ମହିଳା କେଉଁ ଦେଶରେ ଅଛନ୍ତି ?
ଉ: ଭାରତ
୨୫- ଏମିତି କେଉଁ କାମ ଅଛି ଯାହା ପୁଅ କଲେ ମା କୁ ଖରାପ ଲାଗେ କିନ୍ତୁ ଜ୍ଵାଇଁ କଲେ ବହୁତ ଭଲ ଲାଗେ ?
ଉ: ସ୍ତ୍ରୀ ର ଗୁଲାମି
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।