ଦେଖନ୍ତୁ Video: IAS ଅଫିସରଙ୍କ ଫିଲ୍ମ ଷ୍ଟାଇଲ, ଛଦ୍ମ ବେଶରେ ଆସିଲେ, ରେଡ୍ ହ୍ୟାଣ୍ଡରେ ଠକକୁ ଧରିଲେ, ପୁରା Video ଦେଖିଲେ ଆପଣ ବି କହିବେ ସାବାସ !

ଆମ ଦେଶରେ ଦିନକୁ ଦିନ ଦୁ-ର୍ନୀ-ତି ବଢିବାରେ ଲାଗିଛି ଓ ଏହାର ଅନେକ ଉଦାହରଣ ଆମେ ଦେଖିବାକୁ ବା ଶୁଣିବାକୁ ପାଉଛୁ । ଏହି ସବୁ ଦୁ-ର୍ନୀ-ତି ରୋକିବା ପାଇଁ ସରକାର ତାଙ୍କ ତରଫରୁ ଯେତେ ପ୍ରୟାସ କଲେ ମଧ୍ୟ ଏହାକୁ ସଂପୂର୍ଣ୍ଣ ଭାବେ ରୋକିବାରେ ବିଫଳ ହେଉଛନ୍ତି ।

ଅନେକ ସମୟରେ ଦୁ-ର୍ନୀ-ତି ରୋକିବାକୁ ପ୍ରଶାସନ ତରଫରୁ ଏପରି କିଛି ପ୍ରୟାସ କରାଯାଏ ଯାହା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ଅଟେ । ଏହିପରି ଏକ ଘଟଣା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଠ-କ ଓ ଦୁ-ର୍ନୀ-ତି-ଖୋ-ର ସାର ବ୍ୟବସାୟୀଙ୍କୁ ଧରିବା ପାଇଁ ଉପ- ଜିଲ୍ଲାପାଳ ଆପଣେଇଛନ୍ତି ଏକ ଅଭିନବ ଉପାୟ । ନିଜ ବେଶ ବଦଳାଇ ଦୋକାନକୁ ଯାଇ ଠ-କ ବ୍ୟବସାଯୀଙ୍କୁ ରେଡ ହ୍ୟାଣ୍ଡରେ ଧରିଛନ୍ତି ।

ଏପରି ଏକ ଖବର ଶୁଣିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜୟୱାଡା ରୁ । ଯାହା ଶୁଣିଲେ ଆପଣ ମଧ୍ୟ ଉପ- ଜିଲ୍ଲାପାଳଙ୍କ ବାଃ ବାଃ ନ କରି ରହି ପାରିବେନି । ସୋ-ସି-ଆ-ଲ ମି-ଡି-ଆ-ରେ ସବ୍ କଲେକ୍ଟରଙ୍କ ସେହି ଘଟଣା ସମୟର ଏକ ଫଟୋ ଖୁବ ଭା-ଇ-ରା-ଲ ହେଉଛି । ଯେଉଁଥିରେ ସବ୍ କଲେକ୍ଟର ନିଜେ ଠ-କ ବ୍ୟବସାୟୀଙ୍କୁ ଧରିବା ପାଇଁ ବେଶ ବଦଳାଇ ତାଙ୍କ ଦୋକାନକୁ ଯାଇଥିଲେ ।

ସାର ଦୋକାନୀ ମାନେ ଚାଷୀ ମାନଙ୍କୁ ଠ-କୁ ଥିବାର ଖବର ପାଇ ଛ-ଦ୍ମ ବେ-ଶ-ରେ ବ୍ୟବସାୟୀଙ୍କ ଦୋକାନରେ ପହଞ୍ଚିଥିଲେ ବିଜୟୱାଡାର ଉପ- ଜିଲ୍ଲାପାଳ ସୂର୍ଯ୍ୟ ପ୍ରବୀଣ ଚାନ୍ଦ । ସେ ନିଜେ ଯାଇ ଦୋକାନରେ ପହଞ୍ଚି ଦୋକାନୀଙ୍କୁ ସାର ଗୁଡିକର ମୂଲ୍ୟ ପଚାରି ବୁଝିଥିଲେ । ଠ-କ ଦୋକାନୀମାନେ ମଧ୍ୟ ପ୍ରବୀଣ ଚାନ୍ଦଙ୍କୁ ଜଣେ ଚାଷୀ ବୋଲି ଭାବି ପ୍ରକୃତ ମୂଲ୍ୟ ଠାରୁ ସାରର ଦାମ ଅଧିକ ବଢେଇ କହିଥିଲେ ।

ଯେଉଁଠି ୟୁରିଆର ମୂଲ୍ୟ ୨୬୬ ଟଙ୍କା ୫୦ ପଇସା ଥିଲା ସେଠାରେ ଦୋକାନୀ ଲୋକଙ୍କୁ ୨୮୦ ଟଙ୍କାରେ ବିକ୍ରି କରୁଥିଲେ । କେବଳ ଏତିକି ନୁହେଁ ଠ-କ ଦୋକାନୀ ମାନେ ଚାଷୀଙ୍କ ଆଧାର ଡିଟେଲ୍ସ ମଧ୍ୟ ରଖୁଥିଲେ । ବର୍ତ୍ତମାନ ବଜାରରେ ସାରର ଅଭାବ ଦେଖା ଦେଉଥିବା ବେଳେ, ଏହି ଦୁ-ର୍ନୀ-ତି-ଖୋ-ର ବ୍ୟବସାୟୀ ମାନେ ଚାଷୀଙ୍କୁ ସାର ନ ଦେଇ ନିଜ ଦୋକାନରେ ମହଜୁଦ କରି ରଖୁଥିଲେ ।

ଆଉ ଯେତେବେଳ ସାରର ଅଭାବ ଦେଖା ଦେଉଥିଲା ସେତେବେଳ ଚଢା ଦରରେ ଲୋକଙ୍କୁ ଏହା ବିକ୍ରି କରୁଥିଲେ । ତେବେ ସାର ଦୁ-ର୍ନୀ-ତି ଘଟଣା ନିଜେ ଯାଇ ଯା-ଞ୍ଚ କରିବା ପରେ କ-ଠୋ-ର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଆନ୍ଧ୍ରପ୍ରଦେଶର ବିଜୟୱାଡା ଉପ- ଜିଲ୍ଲାପାଳ ସୂର୍ଯ୍ୟ ପରବୀଣ ଚାନ୍ଦ । ସେ ନିଜେ ଛ-ଦ୍ମ ବେ-ଶ-ରେ ଯାଇ ସାର ବେପାରରେ ହେ-ରା-ଫେ-ରି କରୁଥିବା ଦୁଇଟି ବ୍ୟବସାୟୀଙ୍କ ଦୋକାନକୁ ସି-ଜ୍ କରିଛନ୍ତି ।

ଅପରପକ୍ଷେ ଉପ- ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରୁଛନ୍ତି । ଆପଣଙ୍କୁ ଏହି ସବ୍ କଲେକ୍ଟରଙ୍କ ଏଭଳି ଉପାୟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।