bollywood ଆକ୍ଟ୍ରେସ Rani Mukharji ଙ୍କ ଝିଅ ଦେଖିବାକୁ ଏତେ ସୁନ୍ଦର ଓ କ୍ୟୁଟ କି ତଇମୁର ବି ତାଙ୍କ ଆଗରେ ଫେଲ

ବଲିଉଡରେ ଲମ୍ବା ସମୟ ପର୍ଯ୍ୟନ୍ତ ସକ୍ରିୟ ରହିଥିବା ସୁନ୍ଦରୀ ହିରୋଇନ ରାଣୀ ମୁଖାର୍ଜୀ ଫିଲ୍ମ ଇଣ୍ଡଷ୍ଟ୍ରି ର ଫେମସ ହିରୋଇନ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ବଲିଉଡ ର ଫେମସ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ ୪୨ ବର୍ଷର ହୋଇ ଯାଇଛନ୍ତି । ରାଣୀ ମୁଖାର୍ଜୀ ଏବେ ଫିଲ୍ମ ରେ ଅଧିକ ନଜର ନ ଆସୁ ନଥିଲେ ମଧ୍ୟ ସେ ଆଜି ବି ବହୁତ ପପୁଲାର ଅଟନ୍ତି । ବନ୍ଧୁଗଣ ରାଣୀ ମୁଖାର୍ଜୀ ବର୍ଷ ୧୯୯୬ ରେ ଫିଲ୍ମ ‘ରାଜା କି ଆଏଗୀ ବାରାତ’ ରୁ ବଲିଉଡରେ ଡେବ୍ଯୁ କରିଥିଲେ ଓ ଏହା ପରେ ସେ ବଲିଉଡ କୁ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି ।

ତାଙ୍କର ୨୦୧୯ ରେ ଆସିଥିବା ମରଦାନୀ ୨ ବି ସୁପର ହିଟ ହୋଇଥିଲା । ରାଣୀ ମୁଖାର୍ଜୀ ୨୦୧୪ ରେ ବଲିଉଡର ଫେମସ ଡାଇରେକ୍ଟର ଓ ୟଶରାଜ ଫିଲ୍ମ ର ଚେୟାର ମ୍ୟାନ ଆଦିତ୍ୟ ଚୋପ୍ରା ଙ୍କୁ ବିବାହ କରିଥିଲେ । ହିନ୍ଦୀ ସିନେମା ରେ ୟଶରାଜ ସିନେମାର ନାମ ହିଁ କାଫି ଅଟେ ।

କହି ଦେଉଛୁ କି ରାଣୀ ଓ ଆଦିତ୍ୟଙ୍କର ୯ ଡିସେମ୍ବର ୨୦୧୫ ରେ ଏକ ଝିଅ ହୋଇଥିଲା ଯାହାର ନାମ ଆଦିରା ଚୋପ୍ରା ଅଟେ । ଯିଏ ଏବେ ୫ ବର୍ଷର ହୋଇ ସାରିଛନ୍ତି । ଝିଅ ହେବା ପରେ ଝିଅର ଲାଳନ ପାଳନ ପାଇଁ ସେ ବଲିଉଡ ରୁ ଦୂରେଇ ଗଲେ ।

ଆଦିରା ର ଫଟୋ ବହୁତ କମ ହିଁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । କାରଣ ରାନୀଙ୍କୁ ନିଜ ଝିଅକୁ ଲାଇମ ଲାଇଟ ରେ ରଖିବା ପସନ୍ଦ ନୁହେଁ । ଯେଉଁ କାରଣରୁ ତାଙ୍କ ଝିଅର ଫଟୋ ବହୁତ କମ ହିଁ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସାମ୍ନା କୁ ଆସିଥିବା ଆଦିରାଙ୍କ ଫଟୋ ଦେଖି ଲାଗେ କି ତଇମୁର ଙ୍କ ଠାରୁ ଅଧିକ ସୁନ୍ଦର ଆଉ କ୍ୟୁଟ ଅଟନ୍ତି ରାଣୀ ମୁଖାର୍ଜୀଙ୍କ ଝିଅ ।

ରାଣୀ ମୁଖାର୍ଜୀ କୁହନ୍ତି କି ଯେମିତି ଯେମିତି ମୋ ଝିଅ ବଡ ହେଉଛି ସେ ସବୁ ଜିନିଷ କୁ ବୁଝିବାକୁ ଲାଗୁଛି । ଯେବେ ବି ସେ ଶୁଟିଙ୍ଗ ସାରି ଘରକୁ ଫେରିଥାନ୍ତି ତେବେ ତାଙ୍କ ପତି ଆଦିତ୍ୟ ଓ ଝିଅ ଆଦିରା ତାଙ୍କୁ ପସନ୍ଦ ଅକରନ୍ତି ନାହିଁ । ରାଣୀ କୁହନ୍ତି କି ମୋ ଚେହେରାରେ ଲାଗିଥିବା ମେକପ ଦୁଇ ଜଣଙ୍କୁ ବିଲକୁଲ ବି ପସନ୍ଦ ନୁହେଁ । ଶୁଟିଙ୍ଗ ପରେ ଘରକୁ ଯିବା ପୂର୍ବରୁ ମତେ ନିଜ ଚେହେରାରୁ ଭଲ ଭାବେ ମେକପ ହଟାଇବାକୁ ପଡିଥାଏ ।

ରାଣୀ ଏହା ମଧ୍ୟ କହିଲେ କି ଫିଲ୍ମ ହିଚ୍କି ର ପ୍ରମୋଶନ ପରେ ଯେତେବେଳେ ମୁଁ ଘରେ ପହଞ୍ଚିଲି ତ ଆଦିରା ମତେ ପଚାରିଲା କି ତୁମେ ଶୁଟିଙ୍ଗ ରେ ଯାଇଥିଲ ତ ମୁଁ ହଁ ରେ ଜବାବ ଦେଲି । ଏହା ପରେ ସେ ମତେ କହିଲା କି ତୁରନ୍ତ ଏହି ମେକପ ହଟାଇ ଦିଅ । ତାକୁ ମୁଁ ବିନା ମେକପ ରେ ହିଁ ଭଲ ଲାଗିଥାଏ । ତେବେ ଆପଣଙ୍କୁ ରାଣୀଙ୍କ ଝିଅ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।