ସୁନୀଲ ଶେଟ୍ଟୀଙ୍କ ସ୍ତ୍ରୀଙ୍କ ସୁନ୍ଦରତା ଆଗରେ ବଡ ବଡ ହିରୋଇନ ବି ଫେଲ ମାରିବେ, ଦେଖନ୍ତୁ

ବଲୀଉଡର ଅଭିନେତା ସୁନୀଲ ଶେଟ୍ଟୀ ବଲୀଉଡରେ ଜଣେ ଜଣା ଶୁଣା ଅଷ୍ଟାର ଅଟନ୍ତି । ସୁନୀଲ ଶେଟ୍ଟୀ ତାଙ୍କ ପ୍ରତିଭା ଦ୍ଵାରା ସେ ଆଜି ବହୁତ ବଡ ଅଭିନେତା ଭାବରେ ପରିଚୟ ପାଇଛନ୍ତି । ସେ ବଲୀଉଡ ଜଗତରେ ବହୁତ ଭଲ ଭଲ ଚଳଚିତ୍ର କରିଛନ୍ତି । ସୁନୀଲ ଶେଟ୍ଟୀଙ୍କୁ ଲୋକମାନେ ଆନା ବୋଲି ଡାକିଥାନ୍ତି, ଆନା ମାନେ ହେଉଛି ବଡ ଭାଇ । କାରଣ ସେ ସମସ୍ତଙ୍କୁ ବଡ ଭାଇ ପରି ସାହାର୍ଯ୍ୟ କରନ୍ତି ।

ସେଥିପାଇଁ ତାଙ୍କୁ ସମସ୍ତେ ସମ୍ମାନ ମଧ୍ୟ କରନ୍ତି । ଆପଣ ତାଙ୍କ ବିଷୟରେ ତ ଜାଣିଛନ୍ତି କିନ୍ତୁ କଣ ଆପଣ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଜାଣିଛନ୍ତି । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ତାଙ୍କ ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ବଲିଉଡର ଫେମସ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଜନ୍ମ ୧୪ ଅଗଷ୍ଟ ୧୯୬୧ରେ କର୍ଣାଟକରେ ହୋଇଥିଲା । ଯଦି ଅଭିନୟ ବିଷୟରେ କହିବା ତେବେ ତାଙ୍କୁ ପିଲାଦିନୁ ହିଁ ଅଭିନୟ ପ୍ରତି ଇଛା ଥିଲା । ସେଥିପାଇଁ ସେ ନିଜର ଶିକ୍ଷା ସମାପ୍ତ କରିବା ପରେ ଅଭିନୟ ଶିଖିବା ଆରମ୍ଭ କରିଥିଲେକଲେ । ଯାହା ପାଇଁ ତାଙ୍କୁ ତାଙ୍କର ଘର ଲୋକମାନଙ୍କ ଠାରୁ ବି ବହୁତ ସମର୍ଥନ ମିଳିଥିଲା । ଏହା ପରେ ବହୁତ ଜଲ୍ଦି ତାଙ୍କୁ ଏକ ଚଳଚିତ୍ର ମଧ୍ୟ ମିଳିଗଲା । କିନ୍ତୁ କୌଣସି କାରଣରୁ ତାଙ୍କ ଚଳଚିତ୍ରଟି ଅଧାରୁ ବନ୍ଦ ହୋଇଗଲା ।

ଯେଉଁ କାରଣରୁ ସେ ବହୁତ ଦୁଖିତ ହୋଇଗଲେ ଓ ତାଙ୍କର ଏହି ସ୍ଵପ୍ନକୁ ପୁରା କରିବା ପାଇଁ ସେ ପୁଣି ଥରେ ଚଳଚିତ୍ର କରିବା ଆରମ୍ଭ କରିଥିଲେ । ବହୁତ ଚେଷ୍ଟା ପରେ ତାଙ୍କୁ ଏକ ଚଳଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଲା । ତାଙ୍କର ପ୍ରଥମ ଚଳଚିତ୍ର ‘ବଳବାନ’ ଥିଲା । ସେଥିରେ ସେ ମୁଖ୍ୟ ଅଭିନେତା ରୂପରେ ନଜର ଆସିଥିଲେ । ଏହି ଚଳଚିତ୍ରରେ ଭଲ ଅଭିନୟ କରିବା ହେତୁ ସେହି ଚଳଚିତ୍ର ଯୋଗୁ ସେ ବହୁତ ଲୋକପ୍ରିୟ ବି ହୋଇଗଲେ ।

ଏହି ଚଳଚିତ୍ରରୁ ସୁନୀଲ ଶେଟ୍ଟୀ ବହୁତ ଫେମସ ବି ହୋଇଗଲେ । ଏହିଭଳି ଭାବରେ ସେ ଧୀରେ ଧୀରେ ବଲୀଉଡରେ ଏକ ସଫଳ ଅଭିନେତା ହୋଇଗଲେ । ଯଦି ତାଙ୍କର ସ୍ତ୍ରୀ ବିଷୟରେ କହିବା ତେବେ ତେବେ ତାଙ୍କ ପତ୍ନୀ ନାମ ମୋନିଶା ଅଟେ । କିନ୍ତୁ ବିବାହ ପରେ ସୁନୀଲ ଶେଟ୍ଟୀ ସେ ତାଙ୍କର ନାମ ମାନା ଶେଟ୍ଟୀ ରଖିଥିଲେ । ମାନା ଶେଟ୍ଟୀ ଏକ ବଡ ପ୍ରାଇବେତ କମ୍ପାନୀରେ ଏକ ବଡ ପୋସ୍ଟରେ ଅଛନ୍ତି ଏହା ସହିତ ମାନା ଶେଟ୍ଟୀ ଏକ ଏନଜିଓ ମଧ୍ୟ ଖୋଲିଛନ୍ତି, ସେଠି ସେ ଗରିବ ପିଲାମାନଙ୍କ ସାହାର୍ଯ୍ୟ କରନ୍ତି ।

ସୁନୀଲ ଓ ମାନା ଦୁଇ ଜଣ ଲଭ ମ୍ୟାରେଜ କରିଥିଲେ । ଆପଣଙ୍କୁ କହିଦେଉଛୁ କି ମାନା ଏକ ମୁସଲମାନ ସମ୍ପ୍ରଦାୟର ଝିଅ ଥିଲେ, କିନ୍ତୁ ପ୍ରଥମ ଥର ଦେଖିବା ପରେ ସୁନୀଲ ପ୍ରଥମେ ମାନାଙ୍କ ଭଉଣୀଙ୍କ ସହ କଥା ହେଲେ ଓ କହିଲେ କି ସେ ତାଙ୍କ ଭଉଣୀଙ୍କ ସହ ତାଙ୍କର କଥାବାର୍ତ୍ତା କରାଇ ଦିଅନ୍ତୁ । ସେଥିରେ ତାଙ୍କ ଭଉଣୀ ରାଜି ବି ହୋଇଗଲେ । ଏହା ପରେ ସେ କିଛି ଦିନ ଭିତରେ ମାନାଙ୍କୁ ଭଲ ପାଉଛନ୍ତି ବୋଲି କହିଦେଲେ ଓ ମାନା ବି ହଁ କହିଦେଲେ ।

ଯେତେବେଳେ ତାଙ୍କ ବାହାଘର କଥା ଆସିଲା ସେତେବେଳେ ଉଭୟଙ୍କ ଘର ଲୋକେ ରାଜି ନ ଥିଲେ । କିନ୍ତୁ ଦୁହେଁ ନିଜର ନିଜର ମାତା ପିତାଙ୍କୁ ମନେଇବାକୁ ଲାଗିଲେ । ଯେଉଁଥିରେ ତାଙ୍କୁ ୯ ବର୍ଷ ଲାଗିଗଲା, ଶେଷରେ ତାଙ୍କ ଘର ଲୋକମାନେ ରାଜି ହୋଇଗଲେ । ଏହା ପରେ ୧୯୯୧ ଧୁମଧାମରେ ଏମାନେ ବିବାହ କରିଲେ । ତାଙ୍କର ଦୁଇଟି ସନ୍ତାନ ଅଛି ଓ ଏମାନ ଏକ ଭଲ ଦମ୍ପତି ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।