AM ଓ PM ର ଫୁଲ ଫର୍ମ କଣ! ଏହା ସହିତ ଆହୁରି 12ଟି GK Question ଓ Answer

ଆଜି କାଲି ର ଯୁବା ପିଢୀଙ୍କ ଗୋଟେ ହିଁ ସ୍ବପ୍ନ କି କିପରି ଭଲ ପାଠ ପଢି ହେବେ IAS ଅଫିସର୍ । କିନ୍ତୁ IAS ଅଫିସର୍ ହେବା ଏତେ ସହଜ ନୁହଁ ଏଥି ପାଇଁ ବହୁତ୍ ପରିଶ୍ରମ ଏବଂ ବହୁତ୍ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଂଟର୍ବିୟୁ ପାସ କରିବା ଆହୁରି କଠିନ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କୁ ଏହା ର କିଛି ପ୍ରଶ୍ନ ଏବଂ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।

ପ୍ରଶ୍ନ ୧

ତାହା କେଉଁ ପଦାର୍ଥ ଅଟେ ଯାହା ନିଆଁ ରେ ବି ଜଳେ ନାହିଁ ।

ଉତ୍ତର – ଏସ୍ବେଷ୍ଟସ

ପ୍ରଶ୍ନ ୨

ତାହା କେଉଁ ଫୁଲ ଅଟେ ଯାହା ୧୨ ବର୍ଷରେ ଗୋଟିଏ ଥର ଫୁଟିଥାଏ ।

ଉତ୍ତର – ନୀଳ କୁରୁଞ୍ଜି

ପ୍ରଶ୍ନ ୩

ଏମିତି କେଉଁ ପଶୁ ଅଛି ଯିଏ ୩୦ ଫୁଟ ଲମ୍ବ ପର୍ଯ୍ୟନ୍ତ ଡେଇଁପାରେ ?

ଉତ୍ତର- କଙ୍ଗାରୁ

ପ୍ରଶ୍ନ ୪

ତାହା କେଉଁ ପ୍ରାଣୀ ଅଟେ ଯାହାର କାନ ଓ ଫୁସଫୁସ ନଥାଏ ?

ଉତ୍ତର- ପିମ୍ପୁଡି

ପ୍ରଶ୍ନ ୫

ମନୁଷ୍ୟ ଶରୀରର ତାହା କେଉଁ ଅଙ୍ଗ ଅଟେ ଯାହା ଜନ୍ମ ଠାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଏକ ସମାନ ରହିଥାଏ ମାନେ କେବେ ବି ବଢିନଥାଏ ।

ଉତ୍ତର- ଆଖି

ପ୍ରଶ୍ନ ୬

ତାହା କେଉଁ ପ୍ରାଣୀ ଅଟେ ଯାହାକୁ ସବୁ ଜିନିଷ ଦୁଇ ଗୁଣା ଦେଖା ଯାଇଥାଏ ।

ଉତ୍ତର- ହାତୀ

ପ୍ରଶ୍ନ ୭

ତାହା କେଉଁ ପାହାଡ ଅଟେ ଯିଏ ପ୍ରତିଦିନ ନିଜର ରଙ୍ଗ ବଦଳାଇଥାଏ ?

ଉତ୍ତର – ଆୟର୍ସ ପାହାଡ

ପ୍ରଶ୍ନ ୮

ମଣିଷ ମୁଣ୍ଡରେ ହାରାହାରି କେତେ ବାଳ ଥାଏ ?

ଉତ୍ତର – ୧ ଲକ୍ଷ ରୁ ଦେଢ ଲକ୍ଷ

ପ୍ରଶ୍ନ ୯

ତାହା କେଉଁ ପ୍ରାଣୀ ଅଟେ ଯିଏ ଆଖି ବନ୍ଦ କଲେ ମଧ୍ୟ ଦେଖିପାରେ ?

ଉତ୍ତର – ଓଟ

ପ୍ରଶ୍ନ ୧୦

ଏମିତି କୌଣସି ଜିନିଷ ଅଛି ଯାହା ପୁରା ମାସରେ ଥରେ ଆସିଥାଏ ଏବଂ ୨୪ ଘଣ୍ଟା ରେ ଚାଲି ଯାଇଥାଏ ?

ଉତ୍ତର:- ଏହି ପ୍ରଶ୍ନ ର ଠିକ୍ ଉତ୍ତର ହେଉଛି “ତାରିଖ” ।

ପ୍ରଶ୍ନ ୧୧

ଆପଣ ଗୋଟେ ହାତୀ କୁ ଗୋଟେ ହାତରେ କେମିତି ଉଠାଇବେ ?

ଉତ୍ତର:- ଏହି ପ୍ରଶ୍ନ ର ଉତ୍ତର ଟିକେ ହଟକେ ଏହାର ଉତ୍ତର ହେଉଛି ହାତୀର ହାତ ନଥାଏ ।

ପ୍ରଶ୍ନ ୧୨

AM ଓ PM ର Full Form କଣ ଅଟେ ?

ଉତ୍ତର- AM- Ante Meridiem

PM- Post Meridiem

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।