ଟିଭି ସିରିଏଲ ‘ରାଧାକୃଷ୍ଣ’ ରେ ସାଧାସିଧା ଦେଖା ଯାଉଥିବା ରାଧା ରିଅଲ ଲାଇଫରେ ଦେଖା ଯାଆନ୍ତି ବହୁତ ହଟ ଆଉ ଗ୍ଲାମରସ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମେ ଆମର ମନୋରଞ୍ଜନ କରିବା ପାଇଁ କେତେକ ଫିଲ୍ମ ଓ ଟିଭି ଧାରାବାହିକ ଦେଖିଥାଉ । ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜର ଚରିତ୍ର କୁ ବହୁତ ଭଲ ଭାବରେ ପ୍ରଦର୍ଶନ କରିଥାନ୍ତି । ନିଜର ଚରିତ୍ର ରେ ସେମାନେ ଏପରି ଭାବରେ ପଶି ଯାଇଥାନ୍ତି ଯେ ଆମକୁ ଏହା ସତ୍ୟ ଲାଗିଥାଏ । ବର୍ତ୍ତମାନ ସମୟ ରେ ପ୍ରାୟତଃ ସମସ୍ତ ଲୋକ ବେଶୀ ଟିଭି ରେ ଦେଉଥିବା ଧାରାବାହିକ କୁ ଦେଖୁଛନ୍ତି । ସମସ୍ତ ଙ୍କ ଘରେ ଏହା ଏକ ସାଧାରଣ କଥା ।

କିନ୍ତୁ ପରଦା ରେ ନଜର ଆସୁଥିବା ସେହି ସୁଶୀଳ ସଂସ୍କାର ବୋହୁ ଭୂମିକା ରେ ନଜର ଆସୁଥିବା ଅଭିନେତ୍ରୀ ମାନେ ନିଜର ଅସଲ ଜୀବନ ରେ ବହୁତ ଷ୍ଟାଇଲିଶ ଓ ହଟ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନେ ଟିଭି ରେ ପ୍ରସାରିତ ହେଉଥିବା “ରାଧା କୃଷ୍ଣ” ଧାରାବାହିକ ତ ନିଶ୍ଚୟ ଦେଖିଥିବେ ।

ଏଥିରେ ରାଧା ଙ୍କ ଭୂମିକା ରେ ନଜର ଆସୁଥିବା ଅଭିନେତ୍ରୀ ଜଣଙ୍କ ପରଦା ଉପରେ ବହୁତ ସାଧାରଣ ଓ ଶୁଶୀଳ ନଜର ଆସିଥାନ୍ତି । କିନ୍ତୁ ସେ ନିଜ ବାସ୍ତବ ଜୀବନ ରେ କିଛି ଅଲଗା ଅଟନ୍ତି । ତେବେ ବନ୍ଧୁଗଣ ଚାଲନ୍ତୁ ତାଙ୍କ ଵିଷୟ ରେ କିଛି ଅଧିକ ଆଲୋଚନା କରିବା ।

ବନ୍ଧୁଗଣ ଟିଭି ରେ ପ୍ରସାରିତ ହେଉଥିବା ରାଧା କୃଷ୍ଣ ଧାରାବାହିକ ସମଗ୍ର ଦେଶ ରେ ବହୁତ ପ୍ରସିଦ୍ଧ ଅଟେ । ଏହି ଧାରାବାହିକ କୁ ଅନେକ ଲୋକ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି । ଏହି ଧାରାବାହିକ ରେ ରାଧା ଙ୍କ ର ଭୂମିକା ରେ ନଜର ଆସୁଥିବା ଅଭିନେତ୍ରୀ ଜଣଙ୍କ ଅସଲ ନାମ ହେଉଛି ମଲିକା ସିଂହ । ସେ ଷ୍ଟାର ଭାରତ ରେ ପ୍ରସାରିତ ହେଉଥିବା ପୌରାଣିକ ଧାରାବାହିକ ରାଧାକୃଷ୍ଣ ରେ ୨୦୧୮ ମସିହା ରୁ ରାଧା ଙ୍କ ଭୂମିକା ରେ ନଜର ଆସୁଛନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ।

ମଲିକା ଙ୍କ ର ଜନ୍ମ ୧୫ ସେପ୍ଟେମ୍ବର ୨୦୦୦ ମସିହା ରେ ଜାମ୍ମୁ କାଶ୍ମୀର ଠାରେ ହୋଇଥିଲା । ଜାମ୍ମୁ କାଶ୍ମୀର ର ହୋଇଥିଲେ ମଧ୍ୟ ସେ ଏହି ଧାରାବାହିକ ପାଇଁ ଅଡିସନ ଦେଇଥିଲେ ଓ ତାଙ୍କ ମାଆ ହିଁ ତାଙ୍କୁ ଏହି ଧାରାବାହିକ ରେ ଅଭିନୟ କରିବା ପାଇଁ ପରାମର୍ଶ ଦେଇଥିଲେ । ବନ୍ଧୁଗଣ କେବଳ ୨୦ ବର୍ଷ ବୟସ ରେ ହିଁ ସେ ନିଜର ଅଭିନୟ ଜରିଆ ରେ ଅନେକ ଦର୍ଶକ ଙ୍କ ର ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି ।

ତାଙ୍କର ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ପ୍ରଶଂସକ ରହିଛନ୍ତି । ସେ ନିଜର ଅନେକ ଗୁଡିଏ ଫୋଟୋ ସୋସିଆଲ ମିଡ଼ିଆ ରେ ପୋଷ୍ଟ ସେୟାର କରିଥାନ୍ତି । ତାଙ୍କର ପ୍ରଶଂସକ ମାନେ ମଧ୍ୟ ଏହି ଫୋଟୋ କୁ ବହୁତ ପସନ୍ଦ କରିଥାନ୍ତି । ମଲିକା ଙ୍କ ର ପିତା ଜଣେ ନୃତ୍ୟ ଶିକ୍ଷକ ଅଟନ୍ତି ।

ତେଣୁ ମଲିକା ଅଭିନୟ ସହିତ ବହୁତ ଭଲ ନୃତ୍ୟ ମଧ୍ୟ କରିଥାନ୍ତି । ବନ୍ଧୁଗଣ ମଲିକା ଧାରାବାହିକ ରେ ବହୁତ ସୁଶୀଳ ଓ ସାଧାରଣ ନଜର ଆସିଥାନ୍ତି । କିନ୍ତୁ ସେ ନିନ୍ର ଅସଲ ଜୀବନ ରେ ବହୁତ ଷ୍ଟାଇଲିସ ଓ ଗ୍ଲାମରସ ଅଟନ୍ତି । ସେ ନିଜର ବହୁତ ଗୁଡିଏ ହଟ ଓ ବୋଲଡ଼ ଲୁକ ଥିବା ଫୋଟୋ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ସେୟାର କରିଥାନ୍ତି । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।