ସବୁବେଳେ ଚିନ୍ତା କରିବା ଦ୍ଵାରା କିଛି ବି ହୋଇନଥାଏ , ସବୁବେଳେ କିଛି ନା କିଛି ଚିନ୍ତା କରୁଥିଲେ ଏହାକୁ ଥରେ ପଢି ନିଅନ୍ତୁ ସବୁ କିଛି ଠିକ ହେଇଯିବ- Motivational Speech

ଚିନ୍ତା ଏପରି ଏକ ରୋଗ ଆହା ଦ୍ଵାରା କି ଆପଣଙ୍କର ସବୁ ଖୁସି କୁ ବିଗାଡି ଦେଇଥାଏ । ସବୁବେଳେ ଚିନ୍ତା କରୁଥିବା ମନୁଷ୍ୟ କେବେବବି ଖୁସିରେ ରହି ପାରେ ନାହିଁ । ଏହି ବ୍ୟକ୍ତି ସବୁବେଳେ ଗୋଟିଏ କଥା ହିଁ ଚିନ୍ତା କରୁଥିବେ । ଏମାନେ କୌଣସି ଖୁସି ର ଅବସର ହେଉ କି କୋଣସି ଊତ୍ସବ ହଏଊ କି ସମାରୋହ ହେଉ ଏମାନେ କୌଣସି ଜିନିଷରେ ଖୁସି ପାଆନ୍ତି ନହିଁ । ଏମାନଙ୍କୁ ଲାଗେ କି ସବୁ ଦାୟିତ୍ଵ ତାଙ୍କ ଉପରେ ଥାଏ ଯଦି ସେମାନେ ଧ୍ୟାନ ଦେବେ ତେବେ ସବୁ ବିଗିଡିଯିବ ।

ଆପଣ ଏହି ପରି ଚିନ୍ତା କରିବାରୁ ହେଉଥିବା କାମ ବି ବିଗିଡିଯାଏ । ଏହା ଦ୍ଵାରା ପୁରା ପରିବାର ପ୍ରଭାବିତ ହୋଇଥାଏ । ଏହି ଲୋକ ମାନେ ସବୁ କଥାରେ ଚିନ୍ତା କରିବା କୁ ଲାଗନ୍ତି । ଏଥିପାଇଁ ଏହି ଲୋକ ବହୁତ ରାଗି ଓ ଚିଡ଼ ଚିଡା ହୋଇଯାନ୍ତି । ବାସ୍ତବ ରେ ଏପରି ଚିନ୍ତା କରିବାର କିଛି କାରଣ ନାହିଁ ।

ଜୀବନରେ ଯେମିତିବି ସମସ୍ୟା ଥାଉ ଯଦି ତାର ସମାଧାନ ନକରିପାରିବେ ତେବେ ଆପଣ ନିଜେ ହିଁ ଏକ ସମସ୍ୟା ଅଟନ୍ତି । ବାସ୍ତବ ରେ ଚିନ୍ତା କଣ ଅଟେ  ଏମିତି ନା ହଉ , ସେମିତି ନ ହେଉ , ଏମିତି କାହିଁକି ହେଲାନି , ସେମିତି କାହିଁକି ହେଲାନି । ଆପଣଙ୍କ ନିୟନ୍ତ୍ରଣରେ ଯାହା ନାହିଁ ସେ ବିଷୟରେ ଭାବି ଲାଭ କଣ । ତେବେ ଆସନ୍ତୁ ଜାଣିବା ଚିନ୍ତାରୁ ମୁକ୍ତି ପାଇବା ପାଇଁ ୫ ଟି ଉପାୟ

୧ – ସର୍ବ ପ୍ରଥମେ କାଲି କଣ ହେବ ତା ବିଷୟ ରେ ଭାବି ଆଜିର ଦିନ କୁ ନଷ୍ଟ କରନାହିଁ । କାଲି କିଏ ଦେଖିଛି । ଆଜି କଣ କରିପାରିବେ ତାହା ଆପଣଙ୍କ ହାତରେ ଅଛି । ଉତ୍ସବ ଓ ଖୁସି ପାଇଁ କୌଣସି ଦିନ କୁ ଅପେକ୍ଷା କର ନାହିଁ । ଆଜି ହିଁ ଖୁସି ରହିବାକୁ ଶିଖ ।

୨- ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଯାହା ଭଲ ନୁହେଁ ତାକୁ ଭୁଲିବାକୁ ଶିଖ । ସବୁ କଥାରେ ବହୁତ ଚିନ୍ତା କରିସାରିଛ ଏବେ ସବୁ କଥାକୁ ହାଲୁକା ଭାବରେ ଗ୍ରହଣ କରିବା ଶିଖ । ଆପଣଙ୍କୁ ଲାଗିବ କି ଆପଣଙ୍କ ସବୁ ଚିନ୍ତା ଦୂର ହୋଇଯାଇଛି ।

୩ – ଆପଣ ଏହି ଚିନ୍ତା ଛାଡିଦିଅନ୍ତୁ କି ଲୋକ ଓ ପରିସ୍ଥିତି ଆପଣଙ୍କ ଅନୁସାରେ ଚାଲିବ । ପରିସ୍ଥିତି ଓ ଲୋକ କେବେ କାହା ହିସାବରେ ଚାଲନ୍ତି ନାହିଁ । ଅଯଥା କଥା ଚିନ୍ତା କରି ଆପଣ ଅଶାନ୍ତି କୁ ନିଜର କରିଦିଅନ୍ତି  ଆପଣ ସବୁବେଳେ ଚିନ୍ତା କରନ୍ତୁ କି ଆପଣ ସବୁବେଳେ କିପରି ମସ୍ତ ରହିବେ ।

୪ – ସବୁ କଥା ପାଇଁ ଆପଣ ନିଜକୁ ଦେଇ ଭାବନ୍ତୁ ନାହିଁ । ଆପଣ ଭାବନ୍ତୁ ନାହିଁ କି ଆପଣଙ୍କୁ ସବୁ କାର୍ଯ୍ୟ କରିବାର ଅଛି । ଆପଣଙ୍କ ପୂର୍ବରୁ ବି ସବୁ ଚାଲୁଥିଲା ଆପଣଙ୍କ ପରେ ବି ସବୁ ଚାଲିବ । ସବୁ ମନୁଷ୍ୟ ନିଜ ନିଜ କାର୍ଯ୍ୟ କରୁଛନ୍ତି । ଯିଏ ଯାହା କରୁନା କାହିଁକି ଆପଣ ଏହି ବିଷୟରେ ଚିନ୍ତା ନ କରି ଦୁଖିତ  ହୁଅନ୍ତୁ ନାହିଁ । ଆପଣ ଆପଣଙ୍କ ଦୁନିଆରେ ଖୁସିରେ ରୁହନ୍ତୁ ।

୫ – ଆପଣ ନିଜ କଥାକୁ ନିଜ ଭିତରେ ଲୁଚାଇ ଦୁଖ ନକରି ସବୁ କଥାକୁ   ପ୍ରକାଶ କରନ୍ତୁ । ଯାହାଫଳରେ କି ଆପଣଙ୍କ ସବୁ ଖୁସି ନଷ୍ଟ ହୋଇଯିବ । ଆପଣ ନିଜ ଡରକୁ ଭୁଲି ନିଜ କଥାକୁ ପ୍ରକାଶ କରନ୍ତୁ । ଭାବିବା ଭୁଲିଯାଆନ୍ତୁ କି ସେମାନଙ୍କୁ ଆପଣଙ୍କ କଥାକୁ ଖରାପ ଭାବିବେ ସମ୍ପର୍କରେ ଫାଟ ଆସିବ । ଆଗକୁ ଚିନ୍ତା ନକରି । ଆପଣ ମନ ଖୋଲି କଥା ହୁଅନ୍ତୁ । ଯାହା ଫଳରେ ସବୁ କଥାର ସମାଧାନ ହୋଇଯିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।