GK Challenge: INDIA ର ଫୁଲଫର୍ମ କଣ ? AM/PM ର ଫୁଲଫର୍ମ କଣ ? ଏହା ସହ ଜାଣନ୍ତୁ 20 ରୁ ଅଧିକ ଶବ୍ଦର ଫୁଲଫର୍ମ

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- INDIA ର ଫୁଲଫର୍ମ କଣ ?

ଉ: Independent Nation Declared In August ।

୨- BPL ର ଫୁଲଫର୍ମ କଣ ?

ଉ: Below Poverty Line ।

୩- AM ର ଫୁଲଫର୍ମ କଣ ?

ଉ: Ante Meridiem ।

୪- PM ର ଫୁଲଫର୍ମ କଣ ?

ଉ: Post Meridiem ।

୫- RIP ର ଫୁଲଫର୍ମ କଣ ?

ଉ: Rest In Peace ।

୬- PAN ର ଫୁଲଫର୍ମ କଣ ?

ଉ: Permanent Account Number ।

୭- PDF ର ଫୁଲଫର୍ମ କଣ ?

ଉ: Portable Document Format ।

୮- RAM ର ଫୁଲଫର୍ମ କଣ ?

ଉ: Random Access Memory ।

୯- ROM ର ଫୁଲଫର୍ମ କଣ ?

ଉ: Read Only Memory ।

୧୦- WWW ର ଫୁଲଫର୍ମ କଣ ?

ଉ: World Wide Web ।

୧୧- GOOGLE ର ଫୁଲଫର୍ମ କଣ ?

ଉ: Global Organization of Oriented Group Language of Earth ।

୧୨- YAHOO ର ଫୁଲଫର୍ମ କଣ ?

ଉ: Yet Another Hierarchically Organized Oracle ।

୧୩- GMail ର ଫୁଲଫର୍ମ କଣ ?

ଉ: Google Mail ।

୧୪- DSLR ର ଫୁଲଫର୍ମ କଣ ?

ଉ: Digital Single Lens Reflex ।

୧୫- NEFT ର ଫୁଲଫର୍ମ କଣ ?

ଉ: National Electronic Funds Transfer ।

୧୬- RTGS ର ଫୁଲଫର୍ମ କଣ ?

ଉ: Real Time Gross Settlement ।

୧୭- INR ର ଫୁଲଫର୍ମ କଣ ?

ଉ: Indian Rupee ।

୧୮- NCR ର ଫୁଲଫର୍ମ କଣ ?

ଉ: National Capital Region ।

୧୯- TDS ର ଫୁଲଫର୍ମ କଣ ?

ଉ: Tax Deducted at Source ।

୨୦- TRP ର ଫୁଲଫର୍ମ କଣ ?

ଉ: Television Rating Point ।

୨୧- BHIM ର ଫୁଲଫର୍ମ କଣ ?

ଉ: Bharat Interface For Money ।

୨୨- UPI ର ଫୁଲଫର୍ମ କଣ ?

ଉ: Unified Payments Interface ।

୨୩- RTO ର ଫୁଲଫର୍ମ କଣ ?

ଉ: Regional Transport Office ।

୨୪- FIR ର ଫୁଲଫର୍ମ କଣ ?

ଉ: First Information Report ।

୨୫- GDP ର ଫୁଲଫର୍ମ କଣ ?

ଉ: Gross Domestic Product ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।