ଡାକ୍ତର ମାନେ କାହିଁକି ପିନ୍ଧନ୍ତି ଧଳା ଡ୍ରେସ ? ଏହାସହ ଆହୁରି 20 Interesting GK Questions

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କେଉଁ ଜୀବ ଖାଦ୍ଯ ଖାଏ ନାହିଁ କି ପାଣି ପିଏ ନାହିଁ ?

ଉ: ନିର୍ଜୀବ

୨- ହଡା ମାରିଛି ହଡା ଚାରିପଟେ ବଡ ଚେରିଛି, ଏହି ଢଗର ଉତ୍ତର କଣ ?

ଉ: ଘୋରୋଣା

୩- ପଶୁ ନୁହେଁ କି ସେ ପକ୍ଷୀ ନୁହେଁ, ଦିନରେ ଶୁଏ ସେ ରାତିରେ ଚିଏଁ, କହିଲ ଦେଖି ସେ କିଏ ?

ଉ: ଚିମିରି

୪- ତିନି ଅକ୍ଷର ନାମ ତାହାର ଓଲଟା ସିଧା ଏକା ସମାନ ତାହା କଣ ?

ଉ: କଟକ

୫- ଏମିତି କେଉଁ ଯେଉଁ ଜିନିଷ ଅଛି ଯାହା ମଣିଷ ନେଇଯିବ ହେଲେ କେବେ ଦେଇପାରିବ ନାହିଁ ?

ଉ: ଜୀବନ

୬- ତାହା କଣ ଯାହାକୁ ବାନ୍ଧିଲେ ମଧ୍ୟ ସେ ଚାଲିଥାଏ ?

ଉ: ଘଣ୍ଟା

୭- ଗାଁ ସହର ବୁଲିଥାଏ କିନ୍ତୁ ମନ୍ଦିରକୁ ଯିବାକୁ ଡରିଥାଏ ?

ଉ: ଚପଲ

୮- ଗୋଟିଏ ବାକ୍ୟ କୁହ ଯାହାକୁ ସିଧା ଲେଖିଲେ ଯାହା ଓଲଟା ଲେଖିଲେ ମଧ୍ୟ ତାହା, ଏହି ବାକ୍ୟଟି କଣ ?

ଉ: ବଣିଟା କୁଟାଟାକୁ ଟାଣିବ

୯- କେଉଁ ଜିନିଷ ପ୍ରଥମେ ଦୁଇ ଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ?

ଉ: ଦାନ୍ତ

୧୦- ଡିଜିଟାଲ ପେମେଣ୍ଟ କରିବା ପାଇଁ କେଉଁଠି ସ୍କାନ କରାଯାଏ ?

ଉ: କ୍ୟୁଆର କୋଡ

୧୧- କେଉଁ କଳାକାର ରାପ୍ ମ୍ୟୁଜିକ ସହ ସମ୍ଭନ୍ଧିତ ଅଟନ୍ତି ?

ଉ: ବାଦଶାହ

୧୨- ଆଣ୍ଡ୍ରୋଏଡ ଫୋନରେ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ କଣ ବ୍ଯବହାର କରାଯାଏ ?

ଉ: ପ୍ଲେ ଷ୍ଟୋର

୧୩- କେଉଁ ଫଳ ସହ ଜାଫା, ଚାଇନା, ନାଗପୁର ଓ ବେଲେନ୍ସିଆର ସମ୍ବନ୍ଧ ରହିଛି ?

ଉ: କମଳା

୧୪- କିଏ “people for animal” ନାମକ ସଂଘଠନର ସଂସ୍ଥାପକ ଅଟନ୍ତି ?

ଉ: ମେନକା ଗାନ୍ଧୀ

୧୫- ହିନ୍ଦୀ ଚଳଚ୍ଚିତ୍ରର କେଉଁ ଖଳନାୟକଙ୍କ ଆତ୍ମକଥାର ନାମ “ବ୍ୟାଡ ମ୍ୟାନ” ଅଟେ ?

ଉ: ଗୁଲସନ ଗ୍ରୋଭର

୧୬- କେଉଁ ରାସାୟନିକ ତତ୍ତ୍ଵକୁ ପିରିୟଡିକ ଟେବୁଲରେ କେବଳ ଗୋଟିଏ ଅକ୍ଷର ଦ୍ଵାରା ଦର୍ଶାଯାଇଛି ?

ଉ: ପୋଟାସିୟମ

୧୭- ଫ୍ଲିପକାର୍ଟ କେଉଁ ଦେଶର କମ୍ପାନୀ ଅଟେ ?

ଉ: ଭାରତ

୧୮- ଡାକ୍ତର ଓ ନର୍ସ ମାନେ କାହିଁକି ଧଳା କୋଟ୍ ପିନ୍ଧିଥାନ୍ତି ?

ଉ: ଧଳା ସ୍ବଚ୍ଛତାର ପ୍ରତୀକ ଅଟେ । ଏହାସହ ଏହା ସଚ୍ଚୋଟତା, ପବିତ୍ରତା ଓ ଇଶ୍ଵର ବିଶ୍ଵାସୀ ବୋଲି ମଧ୍ୟ ଦର୍ଶାଇ ଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।