ଆଜିର ରାଶିଫଳ, 19 ମେ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାର୍ଯ୍ୟ କ୍ଷେତ୍ର ରେ ଓ ବେପାର କ୍ଷେତ୍ରରେ ସଫଳତା ଲାଭ କରିବେ । ସନ୍ତାନ ମାନଙ୍କର ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ହେବ । ଅଧିକ ପରିଶ୍ରମ କରିବା ପରେ ଆପଣ ନିଜ ପାଇଁ ସମୟ ବାହାର କରିବା ଉଚିତ । ବ୍ୟର୍ଥ ବିବାଦ କରିବାରୁ ବଞ୍ଚିତ ରୁହନ୍ତୁ । ଅଚାନକ ଧନ ଲାଭ ହେବ । ଆପଣ ନିଜର ଖର୍ଚ୍ଚ କୁ ନେଇ ଚିନ୍ତିତ ରହିବେ । ବ୍ୟବସାୟରେ ଦୁଇ ଗୁଣା ଧନ ଲାଭ କରିବେ । ସମାଜରେ ମାନ ସମାନ ବୃଦ୍ଧି ହେବ ।

ବୃଷ ରାଶି : ଆଜି ଆପଣ ଯାହା ଚାହିବେ ତାହା ପାଇବେ । ବରିଷ୍ଠ ଅଧିକାରୀ ଆପଣଙ୍କର ପ୍ରଶଂସା କରିବେ । ବ୍ୟାପରି ବର୍ଗ ସତର୍କ ରୁହନ୍ତୁ କୌଣସି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାରେ ଅସୁବିଧା ହୋଇପାରେ । ପ୍ରେମ ସମ୍ପର୍କରେ ନୂଆ ଆରମ୍ଭ କରିବାର ଅବସର ପାଇବେ । ସେୟାର ବଜାରରେ ଆପଣ ଯାହା ଚାହିଁବେ କରି ପାରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ କିଛି ସମସ୍ଯା ହୋଇପାରେ । ଜୀବନରେ କିଛି ବେହତର କରିବା ପାଇଁ ଆପଣ ପ୍ଳାନ କରିବେ ।

ମିଥୁନ ରାଶି : ଆଜି ଆପଣଙ୍କର ଅଟକି ରହିଥିବା କାମ ଜଲ୍ଦି ପୁରା ହେବ । ପାରିବାରିକ ସମସ୍ଯା ଦୂର ହେବ । ସରକାରୀ ନିୟମରେ କିଛି ସମସ୍ଯା ହୋଇପାରେ । ଆପଣ ଅନାବଶ୍ୟକ ଜିନିଷ ପାଇଁ ପରିଜନ ମାନଙ୍କ ଠାରୁ ସାହାଜ୍ଯ ନେବେ । ଅଫିସରେ କାମ ସହ ଜଡିତ ଥିବାରୁ ଆପଣଙ୍କୁ ନୂଆ ଦାୟିତ୍ଵ ମିଳିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମାଜରେ କୀର୍ତ୍ତିମାନ ସ୍ଥାପନ ହେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ରାଏ ମାଗିବେ ।

କର୍କଟ ରାଶି : ଜୀବନ ସାଥିଙ୍କ ପ୍ରେମ ଓ ନୂଆ କାମରେ ସହଯୋଗ ଦେଖିବାକୁ ପାଇବେ । ଆଜି ଆପଣଙ୍କ ମନରେ ନୂଆ ଊର୍ଜା ସୃଷ୍ଟି ହେବ । ଆପଣ ପ୍ରତେକ କାମ କରିବା ପାଇଁ ଉଶ୍ଚାହିତ ରହିବେ । ଆପଣଙ୍କ କାମ ସମୟ ପୂର୍ବରୁ ପୂରଣ ହେବ । ଏହି ସମୟରେ ଆପଣ କୌଣସି କ୍ଷେତ୍ର ରେ ନିବେଶ କରିଲେ ଅଧିକ ଫାଇଦା ରେ ରହିବେ । ପରିବାର ସଦସ୍ୟଙ୍କର କୌଣସି ମହତ୍ଵ ପୂର୍ଣ୍ଣ ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ସହ ଜଡିତ ସମସ୍ଯା ଦୂର ହେବ ।

ସିଂହ ରାଶି : ପରିବାର ରେ ବଡ ଗୁରୁଜନ ମାନଙ୍କ ସହଯୋଗ ଆପଣ ପାଇବେ । ଆପଣଙ୍କୁ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଉଶ୍ଚାହ ର ସ୍ତର ଆପଣଙ୍କର ବୃଦ୍ଧି ପାଇପାରେ । ପ୍ରେମୀ ଜାତକ ଙ୍କୁ ମଧ୍ୟ ଆରମ୍ଭ କରିବାରେ ସମସ୍ଯା ହୋଇପାରେ । କୌଣସି ଖାସ ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । କ୍ଯାରିୟର ଦିଗରେ କୌଣସି ପରିବର୍ତ୍ତନ ଆସିପାରେ । ଆପଣ ଶତ୍ରୁ ଉପରେ ବିଜୟୀ ହେବେ । ବନ୍ଧୁ ମାନଙ୍କ ସାହ ଆପଣଙ୍କର ଭେଟ ହୋଇପାରେ ।

କନ୍ୟା ରାଶି : ପରିବାର ଲୋକଙ୍କ ମଧ୍ୟରେ ମତଭେଦ ହୋଇପାରେ । କୌଣସି ବେହତର ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ବେହତର କାମ ପାଇଁ ଆପଣ ସକ୍ଷମ ହେବେ । ଆଜି କୌଣସି କାମରେ ଅପାନ ଧନ ସମ୍ବଧୀୟ ମାମଲା କୁ ନେଇ ମିତ୍ର ମାନଙ୍କ ସହଯୋଗ ନେବେ । ଭାଇ ମାନଙ୍କ ସହ କୌଣସି ଜରୁରୀ ମାମଲାରେ ଆଲୋଚନା କରିବେ । ନିଜ ଠାରୁ ଅଧିକ କାହା ଉପରେ ଭରସା କରନ୍ତୁ ନାହି । ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ ।

ତୁଳା ରାଶି : ଆଜି ବିତ୍ତୀୟ ସ୍ଥିତରେ ସୁଧାର ଆସିବ । ଆପଣ ନିବେଶ କରିଥିବା ଯୋଜନା ଉପରେ ବିଚାର ହେବ । ବ୍ୟବସାୟରେ କିଛି ଆରମ୍ଭ କରିବା ପାଇଁ ଚିନ୍ତା କରିବାର ସମୟ ମିଳିବ ନାହି । ତେଣୁ ଯେଉଁ ନିସ୍ପତି ନେବେ ତରବର ହୋଇ ନେବେ । କୌଣସି ଆନନ୍ଦ ଉଶ୍ଚବ ରେ ଭାଗ ନେବାର ଅବସର ପାଇବେ । ଛୋଟ ମନୋରଞ୍ଜନ ସମ୍ବଧୀୟ ଯାତ୍ରା କରିବେ । ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବ । ଚାକିରି କ୍ଷେତ୍ରରେ ଅଫିସରଙ୍କ ସହ ମତଭେଦ ହୋଇପାରେ ।

ବିଛା ରାଶି : ଆଜି କୌଣସି ଅନ୍ୟ ଜାଗାକୁ ଯାତ୍ରା କରିବେ । ଦାଂପତ୍ଯ ଜୀବନ ହସ ଖୁସିରେ ଭାରି ରହିବ । ଯେଉଁ କାମ କରିବେ ସେଥିରେ ଆପଣଙ୍କୁ ବ୍ୟସ୍ତ ରେ ସମୟ କାଟିବାକୁ ପଡିବ । ଧନ କୁ ନେଇ ମନ ବିଚଳିତର ରହିବ । ଯଦି ଆପଣ ନୂଆ ବ୍ୟବସାୟ ଆରାମ୍ଭ କରିବାକୁ ଇଚ୍ଛା କରୁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ରହିବ । ପରିବାର ରେ ହସ ଖୁସିର ମାହୋଲ ରହିବ । ଅବହେଳା କାରଣରୁ ଆପଣଙ୍କର କାମରେ କ୍ଷତି ହୋଇପାରେ ।

ଧନୁ ରାଶି : ରାଜନୀତିରେ ସଫଳତା ପ୍ରାପ୍ତ ହେବ । ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆର୍ଥିକ ସ୍ଥିତି ଆପଣଙ୍କର ଭଲ ରହିବ । ଟଙ୍କା ସହ ଜଡିତ କୌଣସି ପ୍ରୟାସ ଆପଣଙ୍କର ସଫଳ ହେବେ ଓ ଧାନ ପ୍ରାପ୍ତି ହେବ । ଅଚଳ ସମ୍ପତି ବା ସାଂସ୍କୃତିକ ପରିଯୋଜନା ସହ ଜଡିତ ମାଲା ରେ ଧ୍ୟାନ ଦେବକୁ ପଡିବ । ଅନ୍ୟର ଙ୍କ କଥାକୁ ଖରାପ ଭାବନ୍ତୁ ନାହି । ଆପଣକର ଶାରୀରିକ ସମସ୍ଯା ହୋଇପାରେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ ।

ମକର ରାଶି : କିଛି ନୂଆ କରିବା ଦିଗରେ ଧ୍ୟାନ ଦେବେ ଓ ଏକ ବିଶେଷ ମିତ୍ର ଙ୍କ ସହଯୋଗ ନେବେ । ବିଗିଦ ଯାଇଥିବା ସମ୍ପର୍କ କୁ ସୁଧାରିବା ପାଇଁ ପ୍ରୟାସ କରିବେ । ଆପଣଙ୍କୁ ପରିଜନଙ୍କ ସହ ଖୋଲି କରି କଥା ହେବାକୁ ହେବ । ଯଦି କାମର ଭାର ଅଧିକ ଅନୁଭବ କରୁଛନ୍ତି ତେବେ ଆପଣଙ୍କ ମନ ସାନ୍ତ ରଖିବାକୁ ହେବ । ଯେଉଁ କାମ ଅନେକ ଚେଷ୍ଟା ପରେ ବି ପୁରଣ ହେଉ ନ ଥିଲା ତାହା ଆଜି ପୂରଣ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

କୁମ୍ଭ ରାଶି : ଆଜି ଅଧିକାରୀ ବର୍ଗଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ । ଆଜି ଆପଣଙ୍କ ଘରେ କୌଣସି ସାମାଜିକ ସମାରୋହ ହୋଇପାରେ । ଏହା ଆପଣଙ୍କ ପାଇଁ ଏକ ଅବସର ହୋଇପାରେ ନିଜର ଦୁଖ ଓ ଚିନ୍ତା ଭୁଲିବା ଏପାଇଁ । ଆପଣ ପ୍ରିୟଜନ ଙ୍କ ସହ ମଜା ନେବେ । ଚାକିରି କ୍ଷେତ୍ର ରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଜୀବନ ସାଥି ଙ୍କ ସହ ଅମଧୁର ସମୟ ବିତାଇବାର ସୁଯୋଗ ପାଇବେ ।

ମୀନ ରାଶି : ଆଜି ନୂଆ ବ୍ୟାପାରିକ କନଟ୍ରାକ୍ଟ ହୋଇପାରେ । ଶୈକ୍ଷିକ ଯୋଗ୍ୟତା ବଢିବା ପାଇଁ ଆଜି ଦିନଟି ଭଲ ରହିବ । ଭବିଷ୍ୟତରେ ବ୍ୟବସାୟକୁ ନେଇ ଆପଣ ଯେଉଁ ନୂଆ ରାସ୍ତା ଆପଣେଇଛନ୍ତି ତାହା ସଫଳ ହେବେ । ଘର ଓ ସମ୍ପତି କ୍ଷେତ୍ରରେ ଜଡିତ କାମ ସମ୍ଭାଳି କରି କରନ୍ତୁ । ମାତାଙ୍କ ଠାରୁ ଲାଭ ପାଇବେ । କୌଣସି କାମରେ କାନୁନି ମାମଲା ହୋଇପାରେ । ଅଟକି ରହିଥିବା କାମ ପୂରଣ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।