ଅକ୍ଷୟ କୁମାରଙ୍କ ନୂଆ ଘର ଦେଖି ହୋସ ଉଡିଯିବ ଆପଣଙ୍କର

ଆଜି ଆମେ ଆପଣମାନଙ୍କୁ ବଲିଉଡର ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାରଙ୍କ ନୂଆ ଘର ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନ ସମୟରେ ଅକ୍ଷୟ କୁମାର ବଲୀଉଡର ସବୁଠୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରେ ସାମିଲ ହୋଇଯାଇଛନ୍ତି । ଆପଣମାନେ ସମେସ୍ତେ ଜାଣିଛନ୍ତି କି ଅକ୍ଷୟ କୁମାର ଜଣେ ଗମ୍ଭୀର ଅଭିନେତା ଅଟନ୍ତି ଓ ସେ ଅଭିନୟ କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିଛନ୍ତି ।

ଅକ୍ଷୟ କୁମାରଙ୍କ ଘର ବିଷୟରେ କହିବା ତ ସେ ଗୋଟିଏ ବହୁତ ବଡ଼ ବଙ୍ଗଳାରେ ରୁହନ୍ତି । ସେ ଏହି ବଙ୍ଗଳାରେ ନିଜର ସ୍ତ୍ରୀ ଟ୍ଵିଙ୍କିଲ ଖନ୍ନାଙ୍କ ସହ ରୁହନ୍ତି । କହିବାକୁ ଗଲେ ତାଙ୍କର ବିବାହକୁ ୨୦ ବର୍ଷ ହୋଇ ଯାଇଛି ।

ଅକ୍ଷୟ କୁମାରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ତାଙ୍କ ପୁଅଙ୍କ ନାମ ଆରବ କୁମାର ଅଟେ ଏବଂ ଝିଅଙ୍କ ନାମ ନିତାର କୁମାର ଅଟେ । ଏହି ଦୁଇ ଜଣ ମଧ୍ୟ ବାପା ଅକ୍ଷୟ କୁମାର ଓ ମା ଟ୍ଵିଙ୍କିଲ ଖନ୍ନାଙ୍କ ସହ ଏହି ଘରେ ରୁହନ୍ତି । ଆପଣଙ୍କୁ କହିଦେଉଛୁ କି ତାଙ୍କ ଘର କୌଣସି ୫ ଷ୍ଟାର ହୋଟେଲରୁ କମ ନୁହେଁ । ଏହି ଘରେ ପାର୍କିଂଗ ଠାରୁ ଆରମ୍ଭ କରି ସେହି ସମସ୍ତ ସୁବିଧା ଅଛି ଯାହା ଗୋଟିଏ ବଙ୍ଗଳାରେ ଥାଏ ।

ଏହି ଘରର ଦ୍ୱିତୀୟ ମହଲାରେ ବି ଗାଡି ପାର୍କିଂଗର ସୁବିଧା ରହିଛି । ଏହି ଘରେ କେଟ୍ଲୀୟନ ମାର୍ବଲ ଲଗା ଯାଇଛି, ଏହା ଛଡା କାଠ ଦ୍ଵାରା ଫ୍ଲୋରିଂ ମଧ୍ୟ କରା ଯାଇଛି । ଆପଣଙ୍କୁ କହିଦେଉଛୁ କି ଟ୍ଵିଙ୍କିଲ ଖନ୍ନା ମଧ୍ୟ ଇଣ୍ଟିରିୟର ଡିଜାଇନରେ ବି ରୁଚି ରଖନ୍ତି । ସେ ମଧ୍ୟ ଏହି ଘରେ ବହୁତ ଡିଜାଇନକୁ ନିଜ ପସନ୍ଦରେ ତିଆରି କରିଛନ୍ତି । କୁହାଯାଉଛି ଅକ୍ଷ କୁମାରଙ୍କ ଏହି ବଙ୍ଗଳାର ମୂଲ୍ୟ ପ୍ରାୟ ୮୦ କୋଟି ଟଙ୍କା ହେବ ।

ଏହି ଘର ଏତେ ସୁନ୍ଦର ଅଟେ କି ଲୋକମାନେ ଏହାକୁ କେବଳ ଦେଖି ରହିଯିବେ । ଆପଣଙ୍କୁ କହିଦେଉଛୁ କି ଅକ୍ଷୟ କୁମାରଙ୍କ ମୋଟ ସମ୍ପତ୍ତି ୨୭୩ ମିଲିୟନ ଡଲାର ଅଟେ ଅର୍ଥାତ ୧୮୭୦ କୋଟି ଟଙ୍କା ଅଟେ । ତାଙ୍କର ଏହି ଘର ଲୋଖଣ୍ଡ ୱାଲା କମ୍ପ୍ଲେକ୍ସ ଅଂଧେରି ୱେଷ୍ଟ ମୁମ୍ବାଇରେ ଅବସ୍ଥିତ । ତାଙ୍କର ଏହି ଘରର ନାମ ପ୍ରାଇମ ବିଚ ଅଟେ । କାରଣ ଏହା ସମୁଦ୍ର ନିକଟରେ ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।