Brilliant GK: 7 ଟି କଦଳୀ ଅଛି 8 ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ? 99% ଲୋକ ଫେଲ୍ !

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ ସହରର ନାମ କଣ ?

ଉ: ମୁମ୍ବାଇ ସବୁଠୁ ବଡ ସହର ।

2- ଜନସଂଖ୍ୟା ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶ କିଏ ?

ଉ: ଚୀନ ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର ।

3- ଗାନ୍ଧୀଜୀ କେଉଁଠାରେ ଆଇନ ଅଧ୍ୟୟନ କରିଥିଲେ ?

ଉ: ଇଂଲଣ୍ଡରେ ଆଇନ ଅଧ୍ୟୟନ କରିଥିଲେ ।

4- କାହାକୁ ଜୀବନ ବିଜ୍ଞାନର ଜନକ (Father of Biology) କୁହାଯାଏ ?

ଉ: ଆରିଷ୍ଟୋଟଲ ।

5- କେଉଁ ଗ୍ରହର ଚତୁର୍ପାର୍ଶ୍ୱରେ ଏକ ବଳୟ ରହିଛି ?

ଉ: ଶନି ଗ୍ରହରେ ।

6- କେଉଁ ଯନ୍ତ୍ର ସାହାଯ୍ୟରେ ବାୟୁର ଗତି ମାପି ହୁଏ ?

ଉ: ଏନିମୋମିଟର ।

7- ଭାରତର କେଉଁ ସହରକୁ ସାତ ଦ୍ଵିପର ସହର (City of Seven Islands) କୁହାଯାଏ ?

ଉ: ମୁମ୍ବାଇକୁ ।

8- ଭାରତରତ୍ନ ର ଡିଜାଇନ କେଉଁ ବୃକ୍ଷର ପତ୍ର ସଦୃଶ ହୋଇଥାଏ ?

ଉ: ଅଶ୍ଵତଥ ଗଛ ।

9- ଭାରତର କେଉଁ ସହରକୁ ‘ସିଲିକନ ଭ୍ୟାଲି ଅଫ ଇଣ୍ଡିଆ’ ବୋଲି କୁହାଯାଏ ?

ଉ: ବେଙ୍ଗାଲୁର ।

10- ଘୋଡା ର ଶରୀରରେ କଣ ନଥାଏ ?

ଉ: ମୂତ୍ରାଶୟ ବା Gallbladder ।

11- ଭାରତର କେଉଁ ରାଜ୍ୟରେ ସବୁଠୁ କମ୍ ସଂଖ୍ୟକ ମୁସଲିମ ଲୋକ ବାସ କରନ୍ତି ?

ଉ: ସିକ୍କିମ ରେ ।

12- ଜଣେ ମହିଳା ନିଜ ଜୀବନକାଳ ମଧ୍ୟରେ କେତୋଟି ସନ୍ତାନ ଜନ୍ମ ଦେଇପାରିବେ ?

ଉ: 40 ଟି ।

13- ଦୁନିଆର କେଉଁ ବ୍ୟକ୍ତିଙ୍କର 39 ଜଣ ପତ୍ନୀ ଓ 94ଟି ସନ୍ତାନ ଥିଲେ ?

ଉ: ଜିୟୋନା ଚାନା ନାମକ ବ୍ୟକ୍ତିଙ୍କର ।

14- ଏମିତି କେଉଁ ଜିନିଷ ଅଛି ଯାହା ଗରମ କଲେ ଜମିଯାଏ ?

ଉ: ଅଣ୍ଡା ।

15- ସରକାରୀ ଚାକିରି ପାଇବା ପାଇଁ ପରୀକ୍ଷା କେଉଁ ଦେଶ ପ୍ରଥମେ ଆରମ୍ଭ କରିଥିଲା ?

ଉ: ଚୀନ ଆରମ୍ଭ କରିଥିଲା ।

16- ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ବ୍ୟକ୍ତିଙ୍କ ଆୟୁ ଅତିକମରେ କେତେ ବର୍ଷ ହୋଇଥିବା ଆବଶ୍ୟକ ?

ଉ: 25 ବର୍ଷ ।

17- ସମଗ୍ର ପୃଥିବୀରେ କେଉଁ ଗ୍ଯାସ ର ପରିମାଣ ସବୁଠୁ ଅଧିକ ରହିଛି ?

ଉ: ଅମ୍ଳଜାନ ଗ୍ଯାସ ସବୁଠୁ ଅଧିକ ରହିଛି ।

18- ନବଜାତ ଶିଶୁ କେତୋଟି ରଙ୍ଗ ଦେଖି ପାରନ୍ତି ?

ଉ: କଳା ଏବଂ ଧଳା ମାତ୍ର 2ଟି ରଙ୍ଗ ଦେଖିପାରନ୍ତି ।

19- ଭାରତର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?

ଉ: ଚନ୍ଦ୍ରବାବୁ ନାଇଡୁ ।

20- 7 ଟି କଦଳୀ ଅଛି 8 ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ?

ଉ: କଦଳୀ ସେକ୍ ବନେଇ ଖାଇପାରିବେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।