TV ସିରିଏଲ “ଯୋଦ୍ଧା ଆକବର” ର ‘ଯୋଦ୍ଧା ବେଗମ’ ଏବେ ରିଅଲ ଲାଇଫ ରେ ଦେଖା ଯାଆନ୍ତି କିଛି ଏମିତି କି… ଆପଣ ମଧ୍ୟ ଦେଖିଲେ ଚିହ୍ନି ପାରିବେନି

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମେ ଆମର ମନୋରଞ୍ଜନ କରିବା ପାଇଁ କେତେକ ଫିଲ୍ମ ଓ ଟିଭି ଧାରାବାହିକ ଦେଖିଥାଉ।ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜର ଚରିତ୍ର କୁ ବହୁତ ଭଲ ଭାବରେ ପ୍ରଦର୍ଶନ କରିଥାନ୍ତି।ନିଜର ଚରିତ୍ର ରେ ସେମାନେ ଏପରି ଭାବରେ ପଶି ଯାଇଥାନ୍ତି ଯେ ଆମକୁ ଏହା ସତ୍ୟ ଲାଗିଥାଏ।ବର୍ତ୍ତମାନ ସମୟ ରେ ପ୍ରାୟତଃ ସମସ୍ତ ଲୋକ ବେଶୀ ଟିଭି ରେ ଦେଉଥିବା ଧାରାବାହିକ କୁ ଦେଖୁଛନ୍ତି।ସମସ୍ତ ଙ୍କ ଘରେ ଏହା ଏକ ସାଧାରଣ କଥା।

କିନ୍ତୁ ପରଦା ରେ ନଜର ଆସୁଥିବା ସେହି ସୁଶୀଳ ସଂସ୍କାର ବୋହୁ ଭୂମିକା ରେ ନଜର ଆସୁଥିବା ଅଭିନେତ୍ରୀ ମାନେ ନିଜର ଅସଲ ଜୀବନ ରେ ବହୁତ ଷ୍ଟାଇଲିଶ ଓ ହଟ ହୋଇଥାନ୍ତି। ଆପଣ ମାନେ ତ ଜି ଟିଭି ରେ ପ୍ରସାରିତ ଧାରାବାହିକ “ଯୋଦ୍ଧା ଆକବର” ନିଶ୍ଚିତ ଭାବରେ ଦେଖିଥିବେ ।

ସେଇଥିରେ କେତେଜଣ ମୁଖ୍ୟ ଭୂମିକା ରେ ଅଭିନୟ କରିବା ମଧ୍ୟ ଦେଖିବାକୁ ମିଳିଥିଲା । ତା ଭିତରୁ ଗୋଟେ ଥିଲା ଯୋଦ୍ଧା ଆକବର ଙ୍କର ପତ୍ନୀ ଭୂମିକା ପୂରଣ କରିଥିବା ଅଭିନେତ୍ରୀ । ଯିଏ କି ତାହାକୁ ବହୁତ ଭଲ ଭାବରେ ଅଭିନୟ କରି ପରଦା ଉପରେ ପରିବେଷଣ କରିଥିଲେ । ଯିଏ କି ବହୁତ କମ ସମୟରେ ଘରେ ଘରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ ।

ଧାରାବାହିକ ଯୋଦ୍ଧା ଆକବର ରେ ଯୋଦ୍ଧା ଙ୍କ ପତ୍ନୀ ଭୂମିକା ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି ପରିଧି ଶର୍ମା । ପରିଧି ଙ୍କର ଜନ୍ମ ୧୫ ମଇ ୧୯୮୭ ମସିହାରେ ଇଣ୍ଡୋର ଠାରେ ହୋଇଥିଲା । ତେଣୁ ସେ ତାଙ୍କର ସବୁ ପାଠପଢା ସେହିଠାରେ ପୂରଣ କରିଥିଲେ । ପରିଧି ଶର୍ମା ଥିଏଟର ରେ ଛୋଟ ମୋଟ ର୍ୟାମ୍ପ ୱାର୍କ କରୁଥିଲେ ।

ଥିଏଟର ରେ କାମ କରିସାରିବା ପରେ ସେ ଧୀରେ ଧୀରେ ୨୦୧୦ ମସିହାରେ ବଲିଉଡ ଧାରାବାହିକ ରେ ପାଦ ରଖିଥିଲେ । ସେ ତାଙ୍କର କ୍ୟାରିଅର ର ଆରମ୍ଭ ଧାରାବାହିକ ତେରେ ମେରେ ସପନେ ରୁ ଆରମ୍ଭ କରିଥିଲେ । ତା ପରେ ସେ ବହୁତ ଗୁଡିଏ ଧାରାବାହିକ ରେ କାମ କରିଥିଲେ । କିନ୍ତୁ ତାଙ୍କୁ ଯୋଦ୍ଧା ଆକବର ର ଯୋଦ୍ଧା ଙ୍କ ଭୂମିକାରୁ ପ୍ରକୃତ ପରିଚୟ ମିଳିଥିଲା । ପରିଧି ଶର୍ମା ପ୍ରକୃତ ଜୀବନରେ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ନଜର ଆସନ୍ତି । ପରିଧି ଶର୍ମା ତାଙ୍କ ପ୍ରେମିକ ତନ୍ମୟ ସକ୍ସେନା ଙ୍କ ସହ ୨୦୦୯ ମସିହାରେ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ଓ ତାଙ୍କ ପୁଅ ବର୍ତ୍ତମାନ ୪ ବର୍ଷ ର ହୋଇଗଲାଣି।

ପରିଧି ଶର୍ମା ତାଙ୍କ ପରିବାର ସହ ବର୍ତ୍ତମାନ ବହୁତ ଖୁସି ଅଛନ୍ତି । ଏହାଛଡା ଯୋଦ୍ଧା ଆକବର ଧାରାବାହିକ ରେ ଆପଣଙ୍କୁ କାହାର ଅଭିନୟ ବହୁତ ପସନ୍ଦ ଆସିଥିଲା ତାହା ଆମକୁ ଆପଣ ନିଶ୍ଚିତ ଜଣାଇବେ । ପରିଧି ଶର୍ମା ଜଣେ ବହୁତ ହିଁ ଭଲ ଅଭିନେତ୍ରୀ । ବର୍ତ୍ତମାନ ସେ ତାଙ୍କ ଅଭିନୟ ଦ୍ଵାରା ଘରେ ଘରେ ପରିଚିତ । ବର୍ତ୍ତମାନ କିନ୍ତୁ ପରିଧି ଶର୍ମା ବହୁତ ଭଲରେ ଅଛନ୍ତି । ତେବେ ଆପଣଙ୍କୁ ପରିଧି ଶର୍ମା ପସନ୍ଦ କି ନାହିଁ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।