ଭୟଙ୍କର ରକ୍ତ ତିଆରି କରୁଥିବା 5 ଟି ଦାନା, ମାତ୍ର 4 ଥର ଖାଇ ନିଅନ୍ତୁ, 75 ବର୍ଷର ବୁଢା ବି 25 ବର୍ଷର ଯୁବକ ପରି ଦୌଡିବାକୁ ଲାଗିବ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର ଶାରୀରିକ ପୀଡା ସହିବାକୁ ପଡିଥାଏ । ଏହି ପୀଡା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ । ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି ।

ଏହାର ଅନେକ କାରଣ ମଧ୍ୟ ରହିଛି । ଆଜିକାଲି ଲୋକମାନଙ୍କ ସହ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହୋଇନଥାଏ । ତେବେ ଏହାର କାରଣ ହେଉଛି ଶରୀର ର ରେ ରକ୍ତ ର ଅଭାବ । ଶରୀର ରେ ରକ୍ତ ର ଅଭାବ ହେବା ଦ୍ଵାରା ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ତେଣୁ ଆଜି ଆମେ ଆପଣଂକୁ ଏପରି କିଛି ଉପାୟ ଵିଷୟ ରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀର ରେ ରକ୍ତ ର ଅଭାବ ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟ ରେ ।

ବନ୍ଧୁଗଣ ଯଦି ଆପଣଙ୍କ ଶରୀର ରେ ରକ୍ତ ର ଅଭାବ ଦେଖିବାକୁ ମିଳୁଛି ତେବେ ଆପଣ କିଛି ମେଥି ଦାନା କୁ ରାତି ରେ ପାଣି ରେ ଭିଜେଇ କରି ରଖି ଦିଅନ୍ତୁ । ଆପଣଂକୁ କେବଳ ଦୁଇ ଚାମଚ ମେଥି ନେବାର ଅଛି । ଏହାକୁ ସକାଳୁ ଉଠି ଖାଲି ପେଟ ରେ ଖାଇଦେବେ । ଏହାକୁ ଖାଇବା ଦ୍ବାରା ଆପଣଙ୍କ ପେଟ ସମ୍ପୂର୍ଣ୍ଣ ଭାବରେ ସଫା ହୋଇ ଯାଇଥାଏ । ଆପଣଙ୍କ ପେଟ ସଫା ନ ହେବା ଦ୍ଵାରା ଆପଣଂକୁ କବଜ ଓ ପାଇଲସ ଭଳି ଭୟଙ୍କର ରୋଗ ହୋଇପାରେ ।

କବଜ ଭଳି ରୋଗ ରୁ ଶରୀର ର ସମସ୍ତ ରୋଗ ରୋଗ ହୋଇଥାଏ । ଏହି ମେଥି ଦାନା କୁ ଖାଇବା ଦ୍ଵାରା ଆପଣ ଏହି ପରି ଅନେକ ରୋଗ ରୁ ରକ୍ଷା ପାଇ ପାରିବେ ଓ ଆପଣଙ୍କ ର ଶରୀର ରେ ହିମୋଗ୍ଲୋବିନ ର ମାତ୍ରା ମଧ୍ୟ ଖୁବ ଦ୍ରୁତ ବେଗ ରେ ବଢି ଥାଏ । ବନ୍ଧୁଗଣ ଦ୍ଵିତୀୟ ରେ ଆପଣ ଡାଳିମ୍ବ ର ମଞ୍ଜି କୁ ଖାଇବା ଦ୍ବାରା ମଧ୍ୟ ଶରୀର ରେ ରକ୍ତ ର ମାତ୍ରା ବହୁତ ଦ୍ରୁତ ବେଗ ରେ ବଢିଥାଏ । ଶରୀର ରେ ରକ୍ତ ର ପରିମାଣ ଯଦି ବଢାଇବାକୁ ଚାହୁଁଛନ୍ତି ତେବେ ଡାଳିମ୍ବ ର ମଞ୍ଜି କୁ ପ୍ରତିଦିନ ସମ୍ପୂର୍ଣ୍ଣ ଭାବରେ ଖାଇଦିଅନ୍ତୁ ।

ଡାଳିମ୍ବ ଖାଇବା ଦ୍ବାରା ଶରୀର ରେ ହିମୋଗ୍ଲୋବିନ ର ମାତ୍ରା ମଧ୍ୟ ବହୁତ ବଢିଥାଏ । ତୃତୀୟ ରେ ବନ୍ଧୁଗଣ ଆପଣଂକୁ ରକ୍ତ ବଢ଼ାଇବା ପାଇଁ ଖିସମିସ ର ସେବନ କରିବାକୁ ପଡିବ । କିନ୍ତୁ ଯେଉଁ ମାନଙ୍କ ର ମଧୁମେହ ଭଳି ରୋଗ ରହିଛି ସେମାନେ ଏହି ଜିନିଷ କୁ ଖାଇବା ର ଆବଶ୍ୟକତା ନାହିଁ । ବନ୍ଧୁଗଣ ଖିସମିସ ମଧ୍ୟ ରକ୍ତ ତିଆରି କରିବା ରେ ବହୁତ ସାହାଯ୍ୟ କରିଥାଏ ।

ଖିସମିସ କୁ ରାତି ରେ ଶୋଇବା ପୂର୍ବରୁ ପାଣି ରେ ଭିଜେଇ କରି ରଖି ଦିଅନ୍ତୁ ଓ ସକାଳୁ ଉଠିବା ପରେ ଏହାକୁ ଚୋବାଇ କରି ଖାଆନ୍ତୁ । ଏହା ଦ୍ଵାରା ଆପଣଂକୁ ବହୁତ ଲାଭ ମିଳିବ । ଆପଣଙ୍କ ଶରୀର ରେ ହିମୋଗ୍ଲୋବିନ ର ମାତ୍ରା ବଢାଇବାରେ ଖିସମିସ ବହୁତ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଏହାକୁ ନିଶ୍ଚିତ ଖାଆନ୍ତୁ ।

ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।