ଏହି ଝିଅର ପ୍ରେମରେ ପାଗଳ ହେଲେ କ୍ରିକେଟର ଋଷଭ ପନ୍ତ, ନା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ବର୍ତ୍ତମାନ ସମୟରେ ଦେଶସାରା ୱାର୍ଲ୍ଡ କପକୁ ନେଇ ଜବରଦସ୍ତ ମାହୋଲ ଅଛି । ଏଥିରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି । ଏମିତିରେ ଶିଖର ଧୱନଙ୍କ ଆଙ୍ଗୁଠିରେ ଆଘାତ ଲାଗିବାରୁ ସେ ବର୍ତ୍ତମାନ ସମୟରେ କୌଣସି ବି ମ୍ୟାଚ ଖେଳି ପାରିବେ ନାହିଁ । ଏହି ସ୍ଥିତିରେ ତାଙ୍କ ଜାଗାରେ ଯୁବ କ୍ରିକେଟର ୱିକେଟ କିପର ଓ ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନିଆ ଯାଇଛି । ଏହା ପ୍ରଥମ ଥର ଅଟେ କି ଋଷଭ ପନ୍ତ ୱାର୍ଲ୍ଡ କପ ଖେଳିବେ । ଋଷଭ ପନ୍ତଙ୍କର ଖେଳ ବିଷୟରେ ଆପଣମାନେ ସମସ୍ତେ ଜାଣିଛନ୍ତି କିନ୍ତୁ ଆଜି ଆମେ ଋଷଭ ପନ୍ତଙ୍କର ଗର୍ଲ ଫ୍ରେଣ୍ଡ ଈଶା ନେଗୀଙ୍କ ବିଷୟରେ କହିବୁ ।

Image courtesy: Google

କିଛି ସମୟ ପୂର୍ବେ ଋଷଭ ନିଜର ପ୍ରେମିକା ଈଶାଙ୍କ ସହିତ ନିଜର କିଛି ଫଟୋ ଶେୟାର କରିଥିଲେ । ତାଙ୍କର ଏହି ଫଟୋ ବହୁତ ଭାଇରାଲ ହୋଇଥିଲା । ଏହି ଫଟୋରେ ଲୋକମାନେ ପ୍ରଥମ ଥର ତାଙ୍କର ଗର୍ଲଫ୍ରେଣ୍ଡଙ୍କୁ ଦେଖିଲେ । ଏତିକି ନୁହେଁ ଋଷଭ ଖୋଲିକରି ସମସ୍ତଙ୍କ ସାମ୍ନାରେ ସୋସିଆଲ ମିଡିଆରେ ନିଜର ପ୍ରେମକୁ ଜାହିର କରିଥିଲେ । ବର୍ତ୍ତମାନ ସମସ୍ତେ ତାଙ୍କର ଗର୍ଲଫ୍ରେଣ୍ଡଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ଋଷଭଙ୍କର ଗର୍ଲଫ୍ରେଣ୍ଡ ଈଶା ନେଗୀ ଉତ୍ତରାଖଣ୍ଡର ନିବାସୀ ଅଟନ୍ତି । ଫ୍ୟାସନ ସେନ୍ସ ଓ ଗ୍ଲାମର ଅନ୍ଦାଜରେ ସେ ପୁରା ଭରପୁର ଅଟନ୍ତି, ତାହା ସହିତ ତାଙ୍କର ସୁନ୍ଦରତା । ଏହି କାରଣ ଅଟେ କି ସେ ଇଂଷ୍ଟାଗ୍ରାମରେ ବହୁତ ପପୁଲାର ଅଟନ୍ତି । ତାଙ୍କର ଷ୍ଟାଇଲ ଦେଖି ଲାଗେ କି ସେ ପୁରା ବଲୀଉଡର ଅଭିନେତ୍ରୀ ଅଟନ୍ତି ।

Image courtesy: Google

କହିବାକୁ ଗଲେ ଈଶା ଏକ ଇଂନ୍ଟିରିୟର ଡେକୋର ଡିଜାଇନର ଅଟନ୍ତି । ଈଶାଙ୍କର ସୁନ୍ଦରତାର ଅନ୍ୟ ଏକ ଖାସ କଥା ଏହା ଅଟେ କି ସେ ଗ୍ଲାମର ଡ୍ରେସ ସହିତ ଟ୍ରାଡିସନଲ ବେଶଭୂଷା ରେ ବି କମାଲ ଦେଖା ଯାଆନ୍ତି ।

Image courtesy: Google

ଈଶା ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଜୀସସ ଏଂଡ ମୈରୀ କଲେଜରେ ଶିକ୍ଷାଲାଭ କରିଛନ୍ତି । ଏହା ସହିତ ସେ ନୋଏଡା ସ୍ଥିତ ଏମିଟୀ ଯୁନିବର୍ସିଟୀର ବିଦ୍ୟାର୍ଥୀ ଅଟନ୍ତି । ଈଶା ଓ ଋଷଭ ପ୍ରାୟତଃ ଏକ ସହିତ ନଜର ଆସିଥାନ୍ତି । ସୋସିଆଲ ମିଡିଆରେ ଦୁଇ ଜଣ ବହୁତ ଆକ୍ଟିବ ରୁହନ୍ତି । ଦୁଇ ଜଣ ପରସ୍ପରଙ୍କର ଫଟୋକୁ ଲାଇକ ଓ କମେନ୍ଟ ବି କରନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।