Interesting GK Questions: A, B, C ଓ D ମଧ୍ୟରେ ସବୁଠୁ ଥଣ୍ଡା କିଏ ? କେବଳ 100% IQ ବାଲା ହିଁ ଉତ୍ତର ଦେଇପାରିବେ

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁ ଦେଶରେ ସବୁଠୁ ଅଧିକ କଙ୍ଗାରୁ ଦେଖାଯାନ୍ତି ?

ଉ: ଅଷ୍ଟ୍ରେଲିଆ

୨- ଭାରତରେ କେବେ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା ?

ଉ: ୧୯୯୫ ମସିହାରେ

୩- କେଉଁ ପକ୍ଷୀ କେବଳ ବର୍ଷା ହିଁ ପିଇ ଥାଏ ?

ଉ: ଚାତକ

୪- କିଏ ଘଣ୍ଟାର ଆବିଷ୍କାର କରିଥିଲେ ?

ଉ: ପିଟର ହେନଲେଇନ

୫- ଚୀନ ପ୍ରଥମେ କେବେ ଭାରତକୁ ଆକ୍ରମଣ କରିଥିଲା ?

ଉ: ୧୯୬୨ ମସିହାରେ

୬- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଏ ?

ଉ: ଅରୁଣାଚଳ ପ୍ରଦେଶ

୭- ତାଜମହଲରେ କେତୋଟି କୋଠରି ଅଛି ?

ଉ: ୧୨୦ଟି

୮- ‘ଜୟ ହିନ୍ଦ’ ସ୍ଲୋଗାନ କିଏ ଦେଇଥିଲେ ?

ଉ: ସୁବାଶ ଚନ୍ଦ୍ର ବୋଷ

୯- ଭାରତର ପ୍ରଥମ ମହିଳା IPS ଅଫିସର କିଏ ହୋଇଥିଲେ ?

ଉ: କିରଣ ବେଦି

୧୦- ଦୁନିଆର ପ୍ରଥମ କରୋନା ରୋଗୀ କେଉଁଠି ଚିହ୍ନଟ ହୋଇଥିଲା ?

ଉ: ଚୀନ

୧୧- କେଉଁ ଦେଶ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର ଅଟେ ?

ଉ: ଆମେରିକା

୧୨- ଭାରତର ସବୁଠୁ ବଡ ରାଜ୍ୟର ନାମ କଣ ?

ଉ: ରାଜସ୍ଥାନ

୧୩- ଭାରତର ସବୁଠୁ ଛୋଟ ରାଜ୍ୟର ନାମ କଣ ?

ଉ: ଗୋଆ

୧୪- କେଉଁ ଦେଶରେ ପ୍ରଥମ ଥର ପାଇଁ ଟ୍ରେନ ଚାଲିଥିଲା ?

ଉ: ଇଂଲଣ୍ଡ

୧୫- କେଉଁ ପକ୍ଷୀ ପଛୁଆ ଉଡିପାରେ ?

ଉ: ହମିଙ୍ଗବାର୍ଡ

୧୬- କେଉଁ ପକ୍ଷୀ ପାଣି ଭିତରେ ବଢେ ?

ଉ: ଡିପର

୧୭- କେଉଁ ପକ୍ଷୀର ଅଣ୍ଡା ସବୁଠୁ ବଡ ?

ଉ: ଓଟପକ୍ଷୀ

୧୮- କେଉଁ ପକ୍ଷୀ ଭୂମି ଛୁଏଁ ନାହିଁ ?

ଉ: ବାଦୁଡି

୧୯- କେଉଁ ଜୀବର ତିନୋଟି ହୃତପିଣ୍ଡ ଥାଏ ?

ଉ: କଟଲଫିସ୍

୨୦- ସବୁଠାରୁ ବଡ ପୋକର ନାମ କଣ ?

ଉ: ଗଳିଆଥ ବିଟିଲ

୨୧- କେଉଁ ପକ୍ଷୀର ଡେଣା ନାହିଁ ?

ଉ: କିୱି

୨୨- ଗଛର କେଉଁ ଅଂଶରୁ ଅଫିମ ତିଆରି ହୁଏ ?

ଉ: କ୍ଷୀର

୨୩- କେଉଁ ପକ୍ଷୀ ଡେଣା ନ ହଲାଇ ବି ଉଡିପାରେ ?

ଉ: ଅଲବ୍ରାଟାସ

୨୪- ପୃଥିବୀରେ ପ୍ରାୟ କେତେ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି ?

ଉ: ୯୬ ହଜାର

୨୫- A, B, C ଏବଂ D ମଧ୍ୟରେ ସବୁଠୁ ଥଣ୍ଡା କିଏ ?

ଉ: B ଥଣ୍ଡା ଅଟେ । କାରଣ ଏହା A ଏବଂ C ମଧ୍ୟ ରହିଛି ଆଉ AC ଭିତରେ ଯିଏ ରହିଥାଏ ସେ ଥଣ୍ଡା ରହିଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।