ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଥରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।
୧- କେଉଁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଶପଥ ନେବା ମାତ୍ରେ ଫାଶୀ ଦଣ୍ଡ ଶୁଣା ଯାଇଥିଲା ?
ଉ: ପାକିସ୍ତାନ
୨- କେଉଁ ପ୍ରାଣୀର ମୁଣ୍ଡ କଟିଯିବା ପରେ ବି ସେ ଜୀବିତ ରହିଥାଏ ?
ଉ: ଅସରପା
୩- କାହାକୁ ଭାରତର ଛୋଟ ତାଜମହଲ କୁହାଯାଏ ?
ଉ: ବିବି କା ମକବରା
୪- ଦୁନିଆର ପ୍ରଥମ ନୋଟ କେଉଁ ଦେଶରେ ତିଆରି କରା ଯାଇଥିଲା ?
ଉ: ଚୀନରେ
୫- କବାଡି ଖେଳରେ କେତେ ଜଣ ଖେଳାଳି ଥାଆନ୍ତି ?
ଉ: ୭ ଜଣ
୬- ଭାରତର କେଉଁ ରାଜ୍ୟରେ ନବରକାତରୀ ପର୍ବ ଦାଣ୍ଡିଆ ଖେଳି ପାଳନ କରାଯାଏ ?
ଉ: ଗୁଜୁରାଟ
୭- ‘ଆଖି ଦେଖାଇବା’ ଢଗର ପ୍ରକୃତ ଅର୍ଥ କଣ ?
ଉ: ଡରେଇବା ଧମକାଇବା
୮- ତ୍ରିରଙ୍ଗାକୁ ରାତିରେ ଲହରାଇବା ପାଇଁ କେବେ ଅନୁମତି ମିଳିଥିଲା ?
ଉ: ୨୦୦୯ରେ
୯- ସର୍ବପ୍ରଥମେ କେଉଁ ଦେଶରେ ଆମ୍ବୁଲାନ୍ସ ଚାଲିଥିଲା ?
ଉ: ୟୁରୋପ
୧୦- ସାନିଆ ମିର୍ଜା କେଉଁ ଖେଳ ସହ ଜଡିତ ?
ଉ: ଟେନିସ
୧୧- ଭାରତର ସବୁଠୁ ପସନ୍ଦ କରାଯାଉଥିବା ଖାଦ୍ଯ କଣ ?
ଉ: ଖିଚିଡି
୧୨- କାହାକୁ ଫଳମାନଙ୍କ ରାଣୀ କୁହାଯାଏ ?
ଉ: ଲିଚୁ
୧୩- ଲାଲ ରକ୍ତକଣିକାର ବୈଜ୍ଞାନିକ ନାମ କଣ ?
ଉ: ଇନ୍ଥ୍ରୋସାଇଟ
୧୪- କେଉଁ ଖେଳର ଖେଳ ପରିସରକୁ କୋର୍ସ କୁହାଯାଏ ?
ଉ: ଗଲ୍ଫ
୧୫- ସମୁଦ୍ରର ଗଭୀରତା ମାପିବା ପାଇଁ କେଉଁ ଯନ୍ତ୍ରର ପ୍ରୟୋଗ କରାଯାଏ ?
ଉ: ଫେଦୋମିଟର
୧୬- ଅଷ୍ଟ୍ରେଲିଆର ରାଷ୍ଟ୍ରୀୟ ପଶୁ କିଏ ?
ଉ: କଙ୍ଗାରୁ
୧୭- କେଉଁ ପଶୁର ବେକ ସବୁଠାରୁ ଅଧିକ ଲମ୍ବା ?
ଉ: ଜିରାଫ
୧୮- ଅଧିକତମ ଲମ୍ବା ଥିବା ସଡକ କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ମହାରାଷ୍ଟ୍ର
୧୯- ଭାରତରେ ସବୁଠୁ ଅଧିକ କପାସ ଉତ୍ପାଦନ କରୁଥିବା ରାଜ୍ୟ କଣ ଅଟେ ?
ଉ: ଗୁଜୁରାଟ
୨୦- କେଉଁ ଦେଶରେ କେବଳ ୨୭ ଜଣ ଲୋକ ହିଁ ଅଛନ୍ତି ?
ଉ: ସିଲ୍ୟାଣ୍ଡ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।