GK Questions and Answers: ଏମିତି କେଉଁ କାମ ଅଛି ଯାହା ପୁଅ କଲେ ମା କୁ ଖରାପ ଲାଗେ କିନ୍ତୁ ଜ୍ଵାଇଁ କଲେ ବହୁତ ଭଲ ଲାଗେ ?

ଆଜି ଆମେ ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢାଇବା ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ । ଯାହା ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ଅଟେ ।

ଆଜିକାଲି କୌଣସି ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏହିପରି ପ୍ରଶ୍ନ ପଚାରି ଦେଉଛନ୍ତି । ସେଥିପାଇଁ ଆପଣ ଏ ସବୁ ପ୍ରଶ୍ନର ଉତ୍ତର ଜାଣିଥିବା ଆବଶ୍ୟକ । ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ଖୁବ ଭଲ ଲାଗିବା ସହ ଆପଣଙ୍କ ଜ୍ଞାନ କୁ ମଧ୍ୟ ବୃଦ୍ଧି କରିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ମୁଁ ଯେତେ ଲଡୁ ଖାଏ, ସେତିକି ଲଡୁ ଅନ୍ୟକୁ ମଧ୍ୟ ସେତିକି ଲଡୁ ମାରେ । କୁହ ମୁଁ କିଏ ?

ଉ: ତୋପ

୨- କେଉଁ ଜୀବ ୬ ଦିନ ପର୍ଯ୍ୟନ୍ତ ନିଜ ନିଃଶ୍ଵାସ ରୋକିକରି ରଖିପାରେ ?

ଉ: ବିଛା

୩- କାହା ପାଖରେ ରିଙ୍ଗ ଅଛି କିନ୍ତୁ ତାକୁ ପିନ୍ଧିବାକୁ ଆଙ୍ଗୁଳି ନାହିଁ ?

ଉ: ମୋବାଇଲ

୪- କେଉଁ ଜିନିଷ ଆପଣ ନିଜ ହାତରେ କିଣି ପବନରେ ଉଡେଇ ଦିଅନ୍ତି ?

ଉ: ଗୁଡି

୫- କେଉଁ ଜିନିଷର ନାମ ନେବା ମାତ୍ରେ ହିଁ ତାହା ଭାଙ୍ଗିଯାଏ ?

ଉ: ନୀରବତା

୬- କେଉଁ ପ୍ରାଣିର ରକ୍ତ ନୀଳ ରଙ୍ଗର ହୋଇଥାଏ ?

ଉ: ଅକ୍ଟୋପସ

୭- ଶରୀର କେଉଁ ଅଙ୍ଗ ସବୁବେଳେ ଓଦା ରହିଥାଏ ?

ଉ: ଜିଭ

୮- କାହାକୁ ଆମେ କଞ୍ଚା ବେଳେ ଆମେ ପାରିବା ଭଳି ତରକାରୀ ବନେଇ ଖାଉ ଓ ପାଚିଗାଏଲ ଫଳ ପରି ଖାଉ ?

ଉ: ପଣସ

୯- କେଉଁ ପଶୁକୁ ସବୁ ଜିନିଷ ଦ୍ଵିଗୁଣ ଦେଖା ଯାଇଥାଏ ?

ଉ: ହାତୀ

୧୦- କେଉଁ ଜିନିଷ ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିଥାଏ ?

ଉ: ପାଉଡର

୧୧- ଭାରତରେ ପ୍ରଥମ ସ୍ଵର୍ଣ୍ଣ ମୁଦ୍ରା କିଏ ଚଳେଇ ଥିଲେ ?

ଉ: ୟୁନାନୀ

୧୨- ମୁଗଲ ଚିତ୍ରକାର ମାନେ କାହାର ଶାସନ କାଳରେ ମାନ୍ୟତା ପ୍ରାପ୍ତ କଲେ ?

ଉ: ଜାହାଙ୍ଗିର ଙ୍କ ଶାସନ କାଳରେ

୧୩- କେଉଁ ଯନ୍ତ୍ର ଦ୍ଵାରା ଆଦ୍ରତା ମପାଜେ ?

ଉ: ସାଇକ୍ରୋମିଟର

୧୪- ରାଜ୍ୟ ସହକାରୀ ବ୍ଯାଙ୍କ ମାନଙ୍କର ବିତ୍ତ ପ୍ରଦାନ କରିବା କାର୍ଯ୍ୟ କିଏ କରିଥାଏ ?

ଉ: ଭାରତୀୟ ରିଜର୍ଭ ବ୍ଯାଙ୍କ

୧୫: ପୃଥିବୀର ବାୟମଣ୍ଡଳର ସର୍ବାଧିକ ଘନତ୍ଵ କେଉଁ ଠାରେ ରହିଥାଏ ?

ଉ: ଆୟନ ମଣ୍ଡଳରେ

୧୬- ବେଙ୍ଗ ପାଣିରେ ନିଃଶ୍ଵାସ ନ ନେଇ କେତେ ସମୟ ପର୍ଯ୍ୟନ୍ତ ରହିପାରେ ?

ଉ: ୪ ରୁ ୭ ଘଣ୍ଟା ପର୍ଯ୍ୟନ୍ତ

୧୭- ଯୋଜନା ଆୟୋଗର ଅଧ୍ୟକ୍ଷ କିଏ ହୋଇଥାନ୍ତି ?

ଉ: ପ୍ରଧାନମନ୍ତ୍ରୀ

୧୮- ଟେଲିଫୋନର ଉଦ୍ଭାବନ କିଏ କରିଥିଲେ ?

ଉ: ଆଲେକଜାଣ୍ଡାର ଗ୍ରାହମ ବେଲ

୧୯- ଭାରତର କେଉଁ ରାଜ୍ୟ ଟାଇଗର ରାଜ୍ୟ ରୂପେ ପରିଚିତ ହୋଇଥାଏ ?

ଉ: ମଧ୍ୟପ୍ରଦେଶ

୨୦- ଭାରତର ସବୁଠୁ ଶୁଷ୍କ କ୍ଷେତ୍ର କଣ ଅଟେ ?

ଉ: ମାରୱାଡ

୨୧- କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ ?

ଉ: ଜଳହସ୍ତୀ

୨୨: କେଉଁ ଦେଶରେ ସବୁଠୁ ଅଧିକ ହୀରା ମିଳିଥାଏ ?

ଉ: ଋଷ

୨୩- ଗୋଟିଏ ଗଛକୁ ସବୁଠୁ ଅଧିକ ଖ୍ଯାତି କେତେବେଳେ ପହଞ୍ଚି ଥାଏ ?

ଉ: ଯେତେବେଳେ ତାର ସବୁ ପତ୍ର ଝଡିଯାଏ

୨୪- ଦୁନିଆର ସବୁଠୁ ଛୋଟ ମହିଳା କେଉଁ ଦେଶରେ ଅଛନ୍ତି ?

ଉ: ଭାରତ

୨୫- ଏମିତି କେଉଁ କାମ ଅଛି ଯାହା ପୁଅ କଲେ ମା କୁ ଖରାପ ଲାଗେ କିନ୍ତୁ ଜ୍ଵାଇଁ କଲେ ବହୁତ ଭଲ ଲାଗେ ?

ଉ: ସ୍ତ୍ରୀ ର ଗୁଲାମି

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।