ଝିଅ ମାନେ ବିବାହ କରିବାକୁ ଚାହିଁଥାନ୍ତି ଏହି ସବୁ ଚାକିରି କରିଥିବା ପୁଅମାନଙ୍କୁ।

ଝିଅ ମାନେ ବିବାହ କରିବା ପାଇଁ ଚାହିଁଥାନ୍ତି ଏହି ସବୁ ପୁଅମାନଙ୍କୁ।

ବିବାହ କରିବା ପାଇଁ ପୂର୍ବେ ବର ଓ କନ୍ୟାଙ୍କ ପରିବାରବର୍ଗ ସମସ୍ତ ନିର୍ଣ୍ଣୟ ନେଉଥିଲେ। କିନ୍ତୁ  ବର୍ତ୍ତମାନ ବର ଓ କନ୍ୟାଙ୍କ ମଞ୍ଜୁରୀ ଉପରେ ଅଧିକ ଧ୍ୟାନ ରଖାଯାଉଛି। ଏବେ ଯୁଗ ବଦଳିବା ସହ ପ୍ରଥା ମଧ୍ୟ ବଦଳିଛି । ଖାସ୍ କରି କନ୍ୟାଙ୍କ ସ୍ୱୀକୃତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ତେବେ ଆପଣ ଜାଣିଛନ୍ତି କି ଏପରି କିଛି ପ୍ରଫେସନ ବା ବୃତ୍ତି ଅଛି, ଯେଉଁ ବୃତ୍ତିର ପୁରୁଷମାନଙ୍କୁ ବିବାହ କରିବା ପାଇଁ ଅଧିକ ଇଛା ପ୍ରକାଶ କରୁଛନ୍ତି ମହିଳା । ଆଜିକାଲି ମହିଳାମାନେ ତାଙ୍କ ଜୀବନସାଥୀ ବାଛିବା ପୂର୍ବରୁ ତାଙ୍କ ରୋଜଗାର, ପ୍ରଫେସନ୍ ଏବଂ ଚରିତ୍ର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ।

ଠେକୁଆ ଗାତରୁ ବାହାରିଲା 700 ବର୍ଷ ପୁରୁଣା ରହସ୍ୟ। ଯାହାକୁ ଦେଖିଲେ ଆପଣ ବିଶ୍ବାସ କରିପାରିବେନି।

ମହିଳାମାନେ ଅଧିକ ପସନ୍ଦ ଡ଼ାକ୍ତର ବର

ପାଠ ପଢ଼ାରେ ଯେପରି ଡ଼ାକ୍ତରୀ ପାଠକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ସବୁଠାରୁ ଖାସ କଥା ହେଲା, ଡ଼ାକ୍ତରମାନଙ୍କର ଭଲ ରୋଜଗାର ହୋଇଥାଏ ଏବଂ ଏମାନଙ୍କ ପାଖରେ କେବେ ମଧ୍ୟ ଅର୍ଥାଭାବ ଦେଖାଯାଇ ନ ଥାଏ । ସେହିପରି ବିବାହ କରିବା ପାଇଁ ମଧ୍ୟ ମହିଳାମାନେ ଅଧିକ ପସନ୍ଦ କରିଥାନ୍ତି ଡ଼ାକ୍ତର ବର। ଏହା ମହିଳାମାନଙ୍କୁ ଅଧିକ ଆକୃଷ୍ଟ କରିଥାଏ । ଡ଼ାକ୍ତରମାନଙ୍କର ବ୍ୟକ୍ତିତ୍ୱ ଅଧିକ ପ୍ରେମଭରା ରହିଥାଏ ଏବଂ ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି । ଖାଲି ଡ଼ାକ୍ତର ନୁହନ୍ତି, ବରଂ ମହିଳାମାନଙ୍କୁ ପାଇଲଟ , ଇଞ୍ଜିନିୟର , ଆର୍ମି , ଅଭିନେତା , ରେଡ଼ିଓ ଜକି ଭାବେ କାର୍ଯ୍ୟକରୁଥିବା ପୁରୁଷ ମଧ୍ୟ ବିବାହ ପାଇଁ ପସନ୍ଦ ଆସିଥାନ୍ତି ।

ମହିଳାମାନେ ଭବିଷ୍ୟତକୁ ନେଇ ଅଧିକ ସୁରକ୍ଷିତ

ମୁଖ୍ୟତଃ ଏହି ପ୍ରଫେସନର ବ୍ୟକ୍ତିମାନଙ୍କ ଠାରେ ଅର୍ଥାଭାବ ବହୁତ କମ ଦେଖାଯାଇଥାଏ । ଯାହା ଦ୍ୱାରା ମହିଳାମାନେ ତାଙ୍କ ଭବିଷ୍ୟତକୁ ନେଇ ଅଧିକ ସୁରକ୍ଷିତ ଅନୁଭୂବ କରିଥାନ୍ତି । କାରଣ ଏହି ପ୍ରଫେସନର ବ୍ୟକ୍ତି ହ୍ୟାଣ୍ଡସମ୍ ହେବା ସହ ଏମାନଙ୍କର ମହିଳାଙ୍କ ଦୃଷ୍ଟି ଆର୍କଷଣ କରିବା ଭଳି ବ୍ୟକ୍ତିତ୍ୱ ମଧ୍ୟ ରହିଥାଏ ।

ଚାଣକ୍ୟ ନୀତି ଅନୁସାରେ ନିଜ ଠାରୁ ବଡ଼ ଝିଅଙ୍କୁ ବିବାହ କରିଲେ ମିଳିଥାଏ ଏହି ସବୁ ଫାଇଦା ।

 

ଇଞ୍ଜିନିୟରମାନଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ଅପେକ୍ଷା ଟିକେ ନିଆରା। ତେବେ ଆଜିକାଲି ପ୍ରାୟତଃ ମହିଳା ଇଞ୍ଜିନିୟରଙ୍କୁ ବିବାହ କରୁଥିବା ଆପଣ ଶୁଶୁଥିବେ । କାରଣ ଏମାନେ ଜୀବନର ପ୍ରତି ମୂହୂର୍ତ୍ତକୁ ଆନନ୍ଦରେ ଅତିବାହିତ କରିବା ସହ ସାଥୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ବହୁତ ଭଲ ଭାବେ ଜାଣିଥାନ୍ତି ।