ହଂସିକା ଜଲ୍ଦି ବଡ ହୋଇ ହିରୋଇନ ହେବା ପାଇଁ ନେଇଥିଲେ ହାର୍ମୋନଲ ଇଂଜେକ୍ଶନ, ବଡ ତ ହେଇ ଗଲେ କିନ୍ତୁ…

ହଂସିକା ମୋଟୱାନୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଫେମସ ଅଭିନେତ୍ରୀ ଅଟନ୍ତି । ସେ ସାଉଥର ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଆପଣଙ୍କୁ କହିଦେଛୁ ଯେ ହଂସିକା ନିଜର କ୍ୟାରିୟର ଏକ ବାଲ କଳକାର ରୂପରେ ଆରମ୍ଭ କରିଥିଲେ । ସେ ବହୁତ ସୁପରହିଟ ସିରିୟଲରେ ବି ବାଲ କଳକାର ରୂପରେ କାମ କରିସାରିଛନ୍ତି । କହିବାକୁ ଗଲେ ହଂସିକା ଆଜି ସାଉଥର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି କି ବଲୀଉଡରେ ତାଙ୍କୁ କିଛି ଖାସ ସଫଳତା ମିଳି ନାହିଁ ।

ବଡ ହେବା ପାଇଁ ଲଗାଇଲେ ହାର୍ମୋନଲ ଇଂଜେକ୍ଶନ

ବର୍ଷ ୨୦୦୩ର ଫିଲ୍ମ ‘କୋଈ ମିଲ ଗୟା’ରେ ସେ ଚାଇଲ୍ଡ ଆର୍ଟିସ୍ଟରେ ନଜର ଆସିଥିଲେ । ଏହା ପରେ ସେ ବର୍ଷ ୨୦୦୭ରେ ହିମେଶ ରେଶମିୟାଙ୍କ ସହିତ ଆସିଥିବା ଫିଲ୍ମ ‘ଆପ କା ସୁରୂର’ ନଜର ଆସିଥିଲେ ଓ ଏହି ଫିଲ୍ମଟି ସୁପରହିଟ ବି ହୋଇଥିଲା । କିନ୍ତୁ ଲୋକମାନେ ତାଙ୍କୁ ଏହି ଫିଲ୍ମରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତେ ଚିନ୍ତା କରିଲେ କି କିଛି ବର୍ଷ ପୂର୍ବେ ଦେଖାଯାଉଥିବା ଏତେ ଛୋଟ ଝିଅଟି ଅଚାନକ ଏତେ ବଡ କେମତି ହୋଇଗଲା ।

ସେହି ସମୟରେ ଖବର ଆସିଥିଲା କି ହଂସିକା ଜଲ୍ଦି ବଡ ହୋଇ ଅଭିନେତ୍ରୀ ହେବ ପାଇଁ ହାର୍ମୋନଲ ଇଂଜେକ୍ଶନ ନେଇଥିଲେ । କିନ୍ତୁ ହଂସିକା କେବେ ବି ଏହି କଥାର ପୃଷ୍ଟି କରି ନାହାନ୍ତି ।

ମା ଅଟନ୍ତି ଚର୍ମ ବିଶେଷଜ୍ଞ

ଖବର ଅନୁସାରେ ହଂସିକାଙ୍କର ମା ଚର୍ମ ବିଶେଷଜ୍ଞ ମାନେ ସ୍କିନ କେୟର ସ୍ପେଶଲିସ୍ଟ ଅଟନ୍ତି । ଆପଣଙ୍କୁ କହିଦେଛୁ ଯେ ଫିଲ୍ମ ‘ଆପ କା ସୁରୂର’ରେ ହଂସିକା ମାତ୍ର ୧୫ ବର୍ଷର ଥିଲେ ଓ ସେ ନିଜ ଠାରୁ ୧୮ ବର୍ଷ ବଡ ହିମେଶ ରେଶମିୟାଙ୍କ ସହ ରୋମାନ୍ସ କରିଥିଲେ । ହାର୍ମୋନଲ ଇଂଜେକ୍ଶନ ନେଇ ଜଲ୍ଦି ଅଭିନେତ୍ରୀ ହେବା ପରେ ସେ ବଲୀଉଡରେ ସେମିତି କିଛି ଖାସ କମାଲ କରି ପାରିଲେ ନାହିଁ । ହଂସିକାଙ୍କର ଜୀବନରେ ସବୁଠୁ ବଡ କଂଟ୍ରୋବର୍ସୀ ସେତେବେଳେ ହେଲା ଯେତେବେଳ ସୋସିୟାଲ ମିଡିୟାରେ ତାଙ୍କର ଏକ ବାଥରୁମ ବାଲା ଭିଡିଓ ଲିକ ହୋଇଥିଲା ।

ବାଥରୁମ ବାଲା ଭିଡିଓ ହେଲା ଲିକ

କହିଦେଛୁ ଯେ ବର୍ଷ ୨୦୧୫ରେ ହଂସିକାଙ୍କର ଏକ ବାଥରୁମ ବାଲା ଭିଡିଓ ଲିକ ହୋଇଥିଲା ଓ ଏହା ବହୁତ ଜଲ୍ଦି ସୋସିୟାଲ ମିଡିୟାରେ ଭାଇରାଲ ହୋଇଯାଇଥିଲା । କିନ୍ତୁ ଏହି ଭିଡିଓରେ ହଂସିକା ଭଳି ଦେଖାଯାଉଥିବା ଅନ୍ୟ ଏକ ଯୁବତୀ ସ୍ନାନ କରୁଥିଲେ ଓ ନିଜର ଡ୍ରେସ ଚେଞ୍ଜ କରୁଥିଲେ । କିନ୍ତୁ ଏହା କିଛି ସମୟ ପରେ ଯାଇ ଜଣ ପଡିଲା କି ଭିଡିଓରେ ଦେଖାଯାଉଥିବା ଯୁବତୀ ହଂସିକା ନୁହନ୍ତି ତାଙ୍କ ଭଳି ଦେଖାଯାଉଥିବା ଅନ୍ୟ ଏକ ଯୁବତୀ ଅଟନ୍ତି । ଏହି ଭିଡିଓ ବଦଳରେ ହଂସିକା ରାତାରାତି କଂଟ୍ରୋବର୍ସୀରେ ଆସିଗଲେ ଓ ସେ ଏକ ଷ୍ଟାର ହୋଇଗଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ଭଲ ଲାଗିଥାଏ ତ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।