୨ଟି ପିଲାର ମା ହେବା ପରେ ନେଲେ ତଲାକ କିନ୍ତୁ ୪୦ ବର୍ଷ ବୟସରେ ବି ଦେଖାଯାଉଛନ୍ତି ସୁପର ହଟ, ଫିଲ୍ମ ଷ୍ଟାଇଲରେ ଆରମ୍ଭ ହୋଇଥିଲା ଲଭ ଷ୍ଟୋରି, ଦେଖନ୍ତୁ କିଏ ସେ

ବଲୀଉଡର ଜଣା ସୁନା ଅଭିନେତା ରିତିକ ରୋଶନ ଓ ତାଙ୍କର ପତ୍ନୀ ସୁଜୈନ ଖାନ ବହୁତ ଲମ୍ବା ସମୟ ହେବ ବନ୍ଧୁ ଥିଲେ ଏହା ପରେ ବହୁତ ସମୟ ହେବ ପରସ୍ପରକୁ ଡେଟ କରିବା ପରେ ଶେଷରେ ସେମାନେ ବିବାହ କରିନେଲେ । ରିତିକ ଓ ସୁଜୈନଙ୍କର ପ୍ରେମ କାହାଣୀ ବିଲକୁଲ ଫିଲ୍ମି ଥିଲା । ରିତିକ ସୁଜୈନଙ୍କୁ ଏକ ଟ୍ରାଫିକ ସିଗନାଲରେ ଦେଖିଥିଲେ ଓ ଦେଖିବା ମାତ୍ରେ ହିଁ ସେ ସୁଜୈନଙ୍କର ଦିବାନା ହୋଇଗଲେ ।

୨୦ ଡିସେମ୍ବର ୨୦୦୦ରେ ଦୁଇ ଜଣ ବିବାହ କରିନେଲେ । କିନ୍ତୁ ବାହାଘରର ୧୪ ବର୍ଷ ପରେ ଦୁଇ ଜଣ ତଲାକ ନେଇଗଲେ, କିନ୍ତୁ ନିଜ ପିଲାମାନଙ୍କ କାରଣରୁ ଦୁଇ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏକ ଭଲ ବନ୍ଧୁ ଭାବରେ ଦେଖା କରନ୍ତି । ଯେଉଁଠି ରିତିକ ବଲୀଉଡର ମୋସ୍ଟ ହ୍ୟାଣ୍ଡସମ ହଙ୍କ ଅଟନ୍ତି ତ ଅନ୍ୟ ପଟେ ସୁଜୈନ ବି ସୁନ୍ଦରତା ମାମଲାରେ କାହାଠାରୁ ବି ପଛରେ ନାହାନ୍ତି । ଦେଖନ୍ତୁ ସୁଜୈନଙ୍କର କିଛି ଫଟୋ –

ସୁଜୈନ ଓ ରିତିକଙ୍କ ସମ୍ପର୍କ ବିଷୟରେ କହିଲେ, ଯେତେବେଳେ ଦୁଇ ଜଣଙ୍କର ତଲାକର ଖବର ସାମନାକୁ ଆସିଲା ତେବେ ସେତେବେଳେ କାହାକୁ ବି ବିଶ୍ଵାସ ହେଲା ନାହିଁ କି ଦୁଇ ଜଣ ଏତେ ବର୍ଷ ଏକା ସହିତ ରହିବା ପରେ ଅଲଗା ହେଉଛନ୍ତି । କିନ୍ତୁ ସୁଜୈନଙ୍କୁ ଯେତେବେଳ ସେମାନଙ୍କର ଅଲଗା ହେବା ଉପରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି, ‘ଆମେ ଆମ ଜୀବନର ସେହି ସ୍ଟେଜ ଉପରେ ପହଞ୍ଚି ଯାଇଥିଲୁ, ଯେଉଁଠି ଆମେ ଠିକ କରିଲୁ କି ଆମର ଅଲଗା ରହିବା ହିଁ ଆମ ପାଇଁ ଭଲ ହେବ ।

ଆମେ ଠିକ କରିଲୁ କି ଗୋଟିଏ ନକଲି ସମ୍ପର୍କ ରଖିବା ବଦଳରେ ଆମେ ନିଜ ନିଜ ଜୀବନରେ ଖୁସିରେ ରହିବା ଓ ଅଲଗା ହୋଇଯିବା । କହିଦେଛୁ ଯେ ଯେବେଠୁ ଦୁଇ ଜଣ ଅଲଗା ହୋଇଛନ୍ତି ସେହି ସମୟ ପର ଠାରୁ ଦୁଇ ଜଣଙ୍କ ମଧ୍ୟରେ ଆହୁରି ଗଭୀର ସମ୍ପର୍କ ଗଢି ଉଠିଛି । ସେଥିପାଇଁ ସେମାନେ ପ୍ରାୟତଃ ଏକା ସହିତ ଦେଖା ଯାଆନ୍ତି । ଏହା ପରେ ଯେତେବେଳେ ସୁଜୈନଙ୍କୁ ଏହା ବିଷୟରେ ପଚରାଗଲା ସେତେବେଳେ ସେ କହିଲେ କି, ‘ସେମାନେ ନିଜର ଦୁଇ ସନ୍ତାନ ପାଇଁ ବହୁତ କମିଟେଡ ଅଟନ୍ତି ।

ଯେତେବେଳେ ବି ପିଲାମାନଙ୍କର କଥା ଆସିଥାଏ ତେବେ ଆମେ ଦୁଇ ଜଣ ନିଜର ମତଭେଦ ଭୁଲି ଯାଇ ଥାଉ ଓ ପିଲାମାନଙ୍କ ପାଇଁ ଆମେ ଚିନ୍ତା କରିଥାଉ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।