ଏହି ସବୁ ଜିନିଷକୁ ଆମେ ନିରାମିଷ ଭାବୁ କିନ୍ତୁ ଏହା ଆମିଷ । ଦେଖନ୍ତୁ

ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାରେ ସମସ୍ତଙ୍କ ରହିଥାଏ ଭିନ୍ନ ଭିନ୍ନ ପସନ୍ଦ । କିଏ ଅମିଷ ଖାଇବାକୁ ପସନ୍ଦ କରନ୍ତି ତ କିଏ ନିରାମିଷ ଖାଇବାକୁ ପସନ୍ଦ କରିଥାନ୍ତି । ଆଜି ନିରାମିଷ ଖାଉଥିବା ଲୋକଙ୍କୁ ଏମିତି ଏକ କଥା ଆମେ ଜଣାଇଦେବାକୁ ଯାଉଛୁ ଯାହା ଶୁଣି ଚକିତ ହୋଇଯିବେ ଆପଣ କାରଣ ପ୍ରାୟ ସମସ୍ତେ ଏହି ଖାଦ୍ୟକୁ ନିରାମିଷ ଭାବୁଥାନ୍ତି କିନ୍ତୁ ଏହା ପ୍ରକୃତରେ ନିରାମିଷ ନୁହେଁ ଏହା ଆମିଷ ହୋଇଥାଏ କିମ୍ବା ଏହି ଖାଦ୍ୟର ପ୍ରସ୍ତୁତି ସ୍ମାୟରେ କିଛି ଆମିସର ବ୍ୟବହାର ନିହାତି ହୋଇଥାଏ । ଆସନ୍ତୁ ଯାଇବା ସେଇସବୁ ଵାଦ୍ୟ ବିଷୟରେ କିଛି ନ କିଛି କଥା ଯାହା ଶୁଣି ଆପଣ ବ୍ୟଥିତ ହୋଇଯିବେ ଯେ ଆପଣ ଯାହାକୁ ଏତେ ଦିନ ଧରି ନିରାମିଷ ରୂପେ ବ୍ୟବହାର କରିଆସୁଛନ୍ତି ଏହା ନିରାମିଷ ନୁହେଁ ଆମିଷ ।

ସୁପ :

ପ୍ରଥମ କଥା ଯେମିତିକି ଆପଣମାନେ ଜାଣିଛନ୍ତି ସୁପ୍ ଖାଇବାକୁ ଆପଣ ପସନ୍ଦ କରିଥାନ୍ତି ଯଦି ଆପଣ ଘରେ ସୁପ୍ ବନାଉଛନ୍ତି ତ ଠିକ୍ ଅଛି କିନ୍ତୁ ଯଦି ଆପଣ ନିରାମିଷ ଖାଉଛନ୍ତି ଆଉ ବାହାରୁ ମଗେଇ ଖାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ହୋଟେଲ ରେ ସୁପ୍ ପ୍ରସ୍ତୁତ କଲା ବେଳେ ସସେଚ ବ୍ୟବହାର କରାଯାଏ ଏହା ଏକ ମାଛରୁ ମିଳିଥାଏ । ଓ ଏହା ମାଛର ତେଲ ପରି ତେଣୁ ବାହାରୁ ଆଣିକି ସୁପ ଖାଇବା ବେଳେ ଟିକେ ଅଧିକ ସତର୍କ ରହିବା ଆବଶ୍ୟକ ।

ଧଳା ଚିନି :

ଦ୍ବିତୀୟ ଖାଦ୍ୟ ଧଳା ଚିନି ଯାହାକୁ ଆପଣ ମାନେ ହ୍ବାଇଟ୍ ସୁଗାର ବୋଲି କହୁଛନ୍ତି । ଧଳା ଚିନିକୁ ସଫା କରିବା ପାଇଁ ନ୍ୟାଚୁରାଲ ର୍କାବନର ଆବଶ୍ୟକ ହୋଇଥାଏ । ଏହି ନ୍ୟାଚୁରାଲ ର୍କାବନର ପଶୁଙ୍କ ହାଡରୁ ପ୍ରସ୍ତୁତ ଏହା ଆପଣ ଜାଣି ବୋଧେ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଏହା ସତ ଆପଣ ଏତେ ଦିନ ଧରି ବ୍ୟବହାର କରିଆସୁଥିବା ଚିନି ମଧ୍ୟ ନିରାମିଷ ନୁହଁ ବହୁତ ଲୋକ ଚିନିକୁ ଠାକୁରଙ୍କ ପୂଜା ପାଇ ମଧ୍ୟ ବ୍ୟବହାର କରିଥାନ୍ତି ଯେମିତିକି ଠାକୁରଙ୍କୁ ଭୋଗ ରୂପରେ ଦେଇଥାନ୍ତି କିନ୍ତୁ ଆଓନା ଏହା ଜାଣି ନାହାଁନ୍ତି ଚିନି ସୁଧ ନିରାମିଷ ନୁହେଁ ।

ଜାମ :

ତିନି ନମ୍ବର ଖାଦ୍ୟଟି ଜାମ ଲୋକେ ପ୍ରତିଦିନ ସକାଳେ ବ୍ରେଡ ସହ ଜାମ ଖାଇଥାନ୍ତି ନିରାମିଷ ଖାଉଥିବା ଲୋକେ ସତର୍କ ହୋଇଯାଆନ୍ତୁ କାରଣ ଜାମରେ ଜେଲାଟିନ ଥାଏ ଏହି ଜେଲାଟିନ ପଶୁଙ୍କ ଠାରୁ ପ୍ରସ୍ତୁତ କରାଯାଇଥାଏ । ଏହି ସବୁ ଖାଦ୍ୟ ଯାହାକୁ ଆପଣ ନିରାମିଷ ଭାବି ଖାଉଛନ୍ତି ଏହା ଆମିଷ ଜାଣିରଖନ୍ତୁ ।

ଆମ ଭଳି ସାଧାରଣ ଲୋକ ଏହା ନଜାଣି ସବୁ ସମୟରେ ଆମିସର ବ୍ୟବହାର ନିରାମିଷ ଭାବି କରିଥାଏ ଓ ନିଜର ଆତ୍ମ ତୃପ୍ତି କରିଥାଏ ହେ ସେ ନିରାମିସର ବ୍ୟବହାର କରୁଛି କିନ୍ତୁ ଏହା ସବୁଠୁ ବଡ ଭୁଲ ଯେ ଏହି ସବୁ ଜିନିଷ ନିରାମିଷ ନୁହେଁ ଆମିଷ। ଆମ ସଧାରଣ ଜୀବନରେ ବ୍ୟବହାର କରୁଥିବା ଚିନି ମଧ୍ୟ ନିରାମିଷ ନୁହେଁ ଏହା ଆମିଷ ଜାତୀୟ ଦ୍ରବ୍ୟ ସାହାଯ୍ୟରେ ପ୍ରସ୍ତୁତ ହୋଇଥାଏ । ଏମିତି ବହୁତ କିଛି ଜିନିଷ ଅଛି ଯାହାକି ଆମେ ନିରାମିଷ ଭାବୁଥିଲେ ମଧ୍ୟ ଏହା ନିରାମିଷ ନହୋଇକି ଆମିଷ ହୋଇଥାଏ ।