ଠେକୁଆ ଗାତରୁ ବାହାରିଲା 700 ବର୍ଷ ପୁରୁଣା ରହସ୍ୟ। ଯାହାକୁ ଦେଖିଲେ ଆପଣ ବିଶ୍ବାସ କରିପାରିବେନି।

ଠେକୁଆ ଗାତରୁ ବାହାରିଲା 700 ବର୍ଷ ପୁରୁଣା ରହସ୍ୟ।

ଯଦି ଆପଣ କେବେ କ୍ଷେତ ଆଡେ ବୁଲିଥିବେ ତେବେ ନିଶ୍ଚୟ ଦେଖିଥିବେ ସେଠାରେ ସବୁ ଏମିତି ଛୋଟ ଛୋଟ ଗାତ ଦେଖା ଯାଇଥାଏ। ଏହି ଗାତ କେଉଁ ସାପର ହୋଇଥାଏ କିମ୍ବା ମୁଷାର। କିନ୍ତୁ ଏବେ ସୋସିଆଲ ମେଡିଆ ରେ ଏବେ ଏକ ଫୋଟୋ ଭାଇରାଲ ହେଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଜ୍ୟ। ଏବେ ଆପଣ ଭାବୁଥିବେ କଣ ରହିଛି ଏହି ଫୋଟୋରେ ଆଉ ଏହାର କ୍ଷେତ ସହିତ କଣ ସମ୍ପର୍କ… ?? ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହୁଛି କଣ ଅଛି ସେହି ଗାତରେ।

କଣ ଥିଲା ସେହି ଗାତରେ?

ଏହି ଫୋଟୋଟିକୁ ଇଂଲଣ୍ଡ ର ଜଣାଶୁଣା ଫଟୋଗ୍ରାଫର ମାଇକେଲ ସ୍କଟ ନିଜ କ୍ଯାମରା ରେ ଉଠାଇଥିଲେ ଯେତେବେଳେ ସେ ସବୁଦିନ ପରି ବୁଲିବାକୁ ଯାଇଥିଲେ। ମାଇକେଲ ଯେତେବେଳେ ଫୋଟୋ ଉଠାଉଥିଲେ ସେତେବେଳେ ସେ ସେଇ କ୍ଷେତରେ ଏମିତି କିଛି ଦେଖିଲେ ଯେ ତାଙ୍କ ଆଶ୍ଚର୍ଯ୍ୟ ର ସୀମା ରହିଲା ନାହି, ଯେମିତିକି ତାଙ୍କ ପାଦ ତଳୁ ମାଟି ଖସିଗଲା। କିନ୍ତୁ କ୍ଷେତରେ ଦେଖାଯାଉଥିବା ସେହି ଗାତଟି ସାଧାରଣ ଠେକୁଆ ଗାତ ପରି ଦେଖାଯାଉଥିଲା, କିନ୍ତୁ ପ୍ରକୃତରେ ସେଇଟା ଅଲଗା କିଛି ଥିଲା ଯାହାକୁ ସେ ନିଜେ ବି ବୁଝି ପାରୁ ନଥିଲେ। ସେହି ସମୟରେ ସେ ଏମିତି ଜିନିଷ ଦେଖିଲେ ଯାହା ଦେଖି ସେ ସ୍ତବଦ ହେଇଗଲେ।

ଫଟୋଗ୍ରାଫର ଜଣକ ଯାହାକୁ ଗୋଟେ ଛୋଟ ଠେକୁଆ ଗାତ ଭାବୁଥିଲେ ସେଇଟା ଗୋଟେ ବଡ ଗୁମ୍ଫା ଥିଲା। ଆପଣଙ୍କୁ କହି ରଖୁଚୁ କି ସେ ଯେତେବେଳେ ପ୍ରଥମେ ଦେଖିଥିଲେ ଫୋଟୋରେ କେବଳ ଗୋଟେ ଛୋଟ ଗାତା ଦେଖାଯାଉଥିଲା। କିନ୍ତୁ ସେ ଗାତ ପାଖରେ ପହଞ୍ଚି ଯେବେ ଦେଖିଲେ ସେଥିରେ ଗୋଟେ ବିରାଟ ଗୁମ୍ଫା ଦେଖାଗଲା। ଯାହାକୁ ଦେଖି ତାଙ୍କ ମନରେ ବହୁତ ପ୍ରଶ୍ନ ଉଠୁଥିଲା, ଏହି ଗୁମ୍ଫା ଭିତରେ କଣ ଥାଇପାରେ??

ମେଡିଆ ରିପୋର୍ଟ ଅନୁସାରେ ଏହି ଗୁମ୍ଫା ଖେତ ତଳେ ବହୁ ବର୍ଷ ପୂର୍ବରୁ ଲୁଚି ରହିଥିଲା ଯାହାକୁ ଫଟୋଗ୍ରାଫର ମାଇକେଲ ଖୋଜି ବାହାର କରିଥିଲେ। ପାଖରୁ ସେହି ଗୁମ୍ଫାକୁ ଦେଖିଲରୁ ଜଣାଗଲା ଯେ ସେଥିରେ ଥିବା ଘର ଗୁଡିକ ବର୍ଷ ବର୍ଷ ଧରି ସେଇମିତ ରହିଅଛି। ଏହା ଏକ ମିଲଟ୍ରି ଗୃପର ମିଟିଙ୍ଗ ସ୍ଥାନ ଥିଲା। 1129 ରୁ 1312 ପର୍ଯ୍ୟନ୍ତ ସେମାନେ ଏହି ଗୁମ୍ଫାକୁ ମୁଖ୍ୟ ମିଟିଙ୍ଗ ପାଇଁ ବ୍ୟବହାର କରୁଥିଲେ। ସେ ସମୟରେ ଯାହାବି ଖୁଫିଆ ମିଟିଂ ସବୁ ଏମିତି ଗୁମ୍ଫାରେ ହେଉଥିଲା, ସାଧାରଣ ଲୋକଙ୍କ ନଜରକୁ ନ ଆସିବା ପାଇଁ।