Shami ଙ୍କୁ ସମର୍ଥନ କରିବା ପରେ Kohli ଙ୍କ ଉପରେ ରାଗ ସୁଝାଉଛନ୍ତି ୟୁଜର୍ସ, Virat ଙ୍କ ଝିଅ Vamika କୁ ଦେଲେ ଦୁଷ୍କର୍ମ ଧମକ, ଦେଖନ୍ତୁ ଟ୍ବିଟ କରି କଣ ଲେଖିଲେ

ଚଳିତ ଟି-୨୦ ବିଶ୍ଵକପ୍ ରେ ଭାରତ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ଲଗାତାର ହା-ରି-ବା ପରେ ଭାରତୀୟ ଖେଳାଳି ମାନଙ୍କୁ ସବୁଆଡେ ଖୁବ ସମାଲୋଚନା କରାଯାଉଛି । ପ୍ରଥମେ ମହମ୍ମଦ ଶାମିଙ୍କୁ ସମାଲୋଚନା କରୁଥିଲେ ଓ ଶାମିଙ୍କୁ ସମର୍ଥନ କରିବା ପରେ ଏବେ ବିରାଟ କୋହଲିଙ୍କୁ ଯେଉଁ ଭଳି ଧ-ମ-କ ଦିଆଯାଉଛି ଶୁଣିଲେ ଆପଣ ମଧ୍ୟ ଲ-ଜ୍ୟା ଅନୁଭବ କରିବେ । ବିରାଟ କୋହଲିଙ୍କ ୯ ମାସର ଝିଅ ଭାମିକାଙ୍କୁ ମିଳିଛି ଦୁ-ଷ୍କ-ର୍ମ-ର ଧ-ମ-କ ।

ଭାରତୀୟ କ୍ରିକେଟ ଖେଳାଳିଙ୍କ ପରିବାରକୁ ଦୁ-ଷ୍କ-ର୍ମ ଧ-ମ-କ ଦେବା ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟ ଧୋନିଙ୍କ ଝିଅ ଜିଭାକୁ ଦୁ-ଷ୍କ-ର୍ମ ଧ-ମ-କ ମିଳିଥିଲା ଓ ଏହି ମା-ମ-ଲା-ରେ ଜଣେ ୧୬ ବର୍ଷର ୟୁଜରଙ୍କୁ ଧରା ଯାଇଥିଲା । ଏହାପରେ ତାଙ୍କ ପୋ-ଷ୍ଟକୁ ମଧ୍ୟ ଡିଲେଟ କରିଦିଆ ଯାଇଥିଲା । ତେବେ ମାନବିକତା ଭୁଲି ଯାଉଛନ୍ତି କ୍ରୀଡା ପ୍ରେମୀ ଓ କ୍ରୀଡା ନାଁ’ରେ ଏସବୁକୁ ବ୍ୟକ୍ତିଗତ ସ୍ତରକୁ ନେଇ ଯାଉଛନ୍ତି ।

ଏହି ବ୍ୟକ୍ତିମାନଙ୍କ ମା-ନ-ସି-କ-ତା ଏତେ ନିମ୍ନସ୍ତରକୁ ଯାଉଛି ଯେ କୋହଲିଙ୍କ ୯ ମାସର ନିରୀହ କୁନି ଝିଅକୁ ମଧ୍ୟ ଦୁ-ଷ୍କ-ର୍ମ ଧ-ମ-କ ଦେବାକୁ ପଛାଉ ନାହାନ୍ତି । ତେବେ ଏହି ମା-ମ-ଲା ସାମନାକୁ ଆସିବା ପରେ ଏନେଇ ଦିଲ୍ଲୀ ମହିଳା କମିଶନ ମଧ୍ୟ କା-ର୍ଯ୍ୟା-ନୁ-ଷ୍ଠା-ନ ନେବାକୁ ଆଗେଇ ଆସିଛି । ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋ-ଲି-ସ-କୁ ଏହି ଘ-ଟ-ଣା ମା-ମ-ଲା-ରେ ନୋଟିସ ଜାରି କରିଛି ଓ ଏବେ ପର୍ଯ୍ୟନ୍ତ କଣ କା-ର୍ଯ୍ୟା-ନୁ-ଷ୍ଠା-ନ ନିଆଗଲାଣି ବୋଲି ପ୍ରଶ୍ନ ମଧ୍ୟ କରିଛି ।

ଏନେଇ ଦିଲ୍ଲୀର ସା-ଇ-ବ-ର କ୍ରା-ଇ-ମ ସେ-ଲ-କୁ ପ୍ରଶ୍ନ କରାଯିବା ସହ କୋହଲିଙ୍କ ଝିଅକୁ ଧ-ମ-କ ମିଳିଥିବା ବାବଦରେ ମଧ୍ୟ ସୂଚନା ମଗାଯାଇଛି । ଏ ପ୍ରସଙ୍ଗରେ ତୁରନ୍ତ ମା-ମ-ଲା ରୁ-ଜୁ କରି ଅ-ଭି-ଯୁ-କ୍ତ-ଙ୍କୁ ଗି-ର-ଫ କରିବା ପାଇଁ ଦାବି କରିଛନ୍ତି ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ଵାତୀ ମାଲିୱାଲ । ସେ କହିଛନ୍ତି ଖେଳରେ ହାରଜିତ ଲାଗି ରହିଥାଏ କିନ୍ତୁ ଏନେଇ ଖେଳାଳିଙ୍କ ପରିବାରକୁ ଟାର୍ଗେଟ କରିବା ବିଲକୁଲ ଗ୍ରହଣୀୟ ନୁହେଁ ।

ତେବେ କୋହଲିଙ୍କ ଝିଅକୁ ଦୁ-ଷ୍କ-ର୍ମ କରିବା ଖବରକୁ ପ୍ରଥମେ ଆନ୍ଦ୍ରି ବୋର୍ଗସ ନିଜ ଟ୍ବି-ଟ-ର ଆ-କା-ଉ-ଣ୍ଟ-ରେ ଶେୟାର କରିଥିଲେ ଓ ଏହାପରେ ଏହାକୁ ଅନ୍ୟମାନେ ଶେୟାର କରିବା ସହ ନିଜ ପ୍ରତିକ୍ରିୟା ମଧ୍ୟ ରଖିଥିଲେ । ଏଥିସହ ଦେଶର ଯୁବା ମାନେ କେଉଁ ଆଡକୁ ଗତି କରୁଛନ୍ତି ଓ ସା-ଇ-ବ-ର ସେ-ଲ-ର କାର୍ଯ୍ୟକାରିତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ତେବେ ସୋ-ସି-ଆ-ଲ ମି-ଡି-ଆ ଠାରୁ ନିଜ ଝିଅକୁ ଦୂରେଇ ରଖିବା ପାଇଁ ବିରାଟ ଓ ଅନୁଷ୍କା ଠିକ ନେଇଛନ୍ତି ନିଷ୍ପତ୍ତି ବୋଲି ମଧ୍ୟ କିଛି ୟୁଜର୍ସ କହିଛନ୍ତି । ଏହି ପ୍ରସଙ୍ଗରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।