‘ସ୍କୁଲ ଗଲାବେଳେ ମୋ ଝିଅକୁ ନେଇଗଲେ, ସେ କିଛି ଜାଣିନି, ପୋଲିସ କହୁଛି…’ କାନ୍ଦି କାନ୍ଦି ଝିଅର ମା’ ଯାହା କହୁଛି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆମେ ଆଜି ଏପରି ଏକ ଘ-ଟ-ଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମଧ୍ୟ ହ-ତ-ବା-କ୍ ହୋଇଯିବେ । ଆପଣ ଆଗକୁ ନିଜ ପିଲାଛୁଆଙ୍କୁ ଏକୁଟିଆ କେଉଁ ସ୍ଥାନକୁ ଛାଡିବାକୁ ମଧ୍ୟ ଭୟ କରିବେ । ଏପରି ଏକ ଲୋ-ମ-ହ-ର୍ଷ-କ ଘ-ଟ-ଣା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ୧୩ ବର୍ଷ ବୟସର ସ୍କୁଲ ଛାତ୍ରୀ ନି-ଖୋ-ଜ ଅଛନ୍ତି । ଆଉ ଏହାକୁ ନେଇ ଏବେ ସବୁଆଡେ ହଇଚଇ ସୃଷ୍ଟି ହୋଇଛି । ଉକ୍ତ ନାବାଳିକାଙ୍କ ମାଆ କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ ।

ନାବାଳିକା ଜଣକ ତାଙ୍କ ମା’ଙ୍କୁ ସ୍କୁଲ ଯାଉଛି କହି ଘରୁ ଯାଇଥିଲେ ଆଉ ଏବେ ଯାଏଁ ଘରକୁ ଫେରି ନାହାନ୍ତି । ଘରଲୋକ ଖୋଜି ଖୋଜି ନୟାନ୍ତ ହୋଇଗଲେଣି କିନ୍ତୁ ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳି ପାରି ନାହିଁ । ନାବାଳିକା ଜଣକ ସ୍କୁଲ ୟୁନିଫର୍ମ ପିନ୍ଧି ଘରୁ ଯାଇଥିଲେ । ଗଲା ବେଳେ ତାଙ୍କ କୁନି ଭାଇକୁ ତାଙ୍କ ମା’ଙ୍କ ପାଖରେ ଛାଡି ଯାଇଥିଲେ । ସେ ଘରକୁ ନ ଫେରିବା ପରେ ତାଙ୍କ ଘରଲୋକ ବହୁତ ଖୋଜାଖୋଜି କରିଥିଲେ ଓ ଶେଷରେ ତାଙ୍କର ଜଣେ ସହଛାତ୍ରୀ ସେ ଜଣେ ବ୍ୟକ୍ତିଙ୍କ ସହ ଗାଡିରେ ବସି ଯାଉଥିବାର ଦେଖିଥିଲେ ବୋଲି କହିଥିଲେ ।

ଏହାପରେ ନି-ଖୋ-ଜ ନାବାଳିକାଙ୍କ ପରିବାର ଲୋକେ କ୍ୟାପିଟାଲ ଥା-ନା-ରେ ଯାଇ ଏ-ତ-ଲା ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପୋ-ଲି-ସ କୌଣସି ଦୃଢ କା-ର୍ଯ୍ୟା-ନୁ-ଷ୍ଠା-ନ ଗ୍ରହଣ କରିନାହିଁ ଓ ନାବାଳିକାଙ୍କ ଘରଲୋକଙ୍କ ସହ କୁ-କୁ-ର ମା-ଙ୍କ-ଡ ଭଳି ବ୍ୟବହାର କରୁଛି ବୋଲି ସେ କହିଛନ୍ତି । ଝିଅକୁ ଏତେ ଦିନ ହେବ ନପାଇ ପରିବାର ଲୋକେ ଏକଦମ ଭାଙ୍ଗି ପଡିଛନ୍ତି ଓ ସାନ ଝିଅଟି କିଛି ଜାଣିନାହିଁ ବୋଲି ଭାବି ଭାବି ମ-ର୍ମା-ହ-ତ ହୋଇ ପଡ଼ୁଛନ୍ତି । ତେବେ ଆଲୋକ ନାମକ ଜଣେ ଡ୍ୟାନ୍ସ ଟିଚରଙ୍କ ଉପରେ ସେମାନେ ସ-ନ୍ଦେ-ହ କରୁଛନ୍ତି ବୋଲି ପ୍ରକାଶ କରୁଛନ୍ତି ।

ଉକ୍ତ ବ୍ୟକ୍ତିଙ୍କୁ ନେଇ ସେମାନେ ଥା-ନା ମଧ୍ୟ ଯାଇଥିଲେ । କିନ୍ତୁ ପୋ-ଲି-ସ ତାଙ୍କୁ ଠିକ ଭାବେ ପଚରା ଉଚରା ନକରି ଛାଡି ଦେଇଥିଲା ବୋଲି ଘରଲୋକ ଅ-ଭି-ଯୋ-ଗ କରିଛନ୍ତି । ନାବାଳିକାଙ୍କ ପରିବାର ଲୋକଙ୍କୁ ନ୍ୟା-ୟ ମିଳୁ ଓ ତାଙ୍କ ଝିଅ କୁଶଳରେ ଘରକୁ ଫେରୁ ଆସୁ ବୋଲି ସେମାନେ ଗୁହାରି କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।