Vastu Tips- ଝାଡୁରେ ଝିଟିପିଟିକୁ ମାରୁଥିବା ଲୋକ ଏହି କଥା ଜାଣି ନିଅନ୍ତୁ, ନହେଲେ ବହୁତ ପସ୍ତେଇବେ !

ଜଦି ଆପଣଙ୍କ ଦ୍ୱାରା ଭୁଲ୍ ବସତ ଝିଟିପିଟି ର ମୃତ୍ୟୁ ହୋଇଛି ତେବେ ଜାଣନ୍ତୁ ଶାସ୍ତ୍ରରେ ଏହା ବିଷୟରେ କ’ଣ ଲେଖା ହୋଇଛି । ଆପଣ ଦେଖିଥିବେ କିଛି ବ୍ୟକ୍ତି ବହୁତ ଧନୀ ହୋଇଥାନ୍ତି । ତାଙ୍କ ପାଖକୁ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆସନ୍ତି । କିନ୍ତୁ ସମୟ ସହିତ ସେମାନଙ୍କ ସମୃଦ୍ଧି ସେମାନଙ୍କ ପାଖରୁ ଚାଲିଯାଏ । ଆପଣ କହିବେ ଏହା ଭାଗ୍ୟର ଖେଳ କିନ୍ତୁ କିଛି ଏମିତି ସଂକେତ ଯାହା ଆପଣ ଜୀବନରେ ଏମିତି କିଛି କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି ।

ଯାହା ପାଇଁ ଜାଣତରେ ହଉ କି ଅଜାଣତରେ ଏହା ଆମକୁ ଭୋଗିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା କଣ ସେହି କାମ ଯାହା ଆମକୁ ନକରିବାକୁ ହବ । କିଛି ଏମିତି ସଂକେତ ଯାହା ଅଲକ୍ଷ୍ମୀକୁ ଆମନ୍ତ୍ରଣ କରେ । ଶାସ୍ତ୍ର ଅନୁସାରେ ଅଲକ୍ଷ୍ମୀ ସେହି ଘରେ ବାସ କରେ ଯେଉଁ ଘରେ ପରିବାରର ସଦସ୍ୟ ମାନଙ୍କ ଭିତରେ ଝଗଡ଼ା ହୁଏ ଏବଂ କଳି ହୁଏ ।

ମା ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ଯେଉଁ ଘରେ ପ୍ରେମ ଏବଂ ପ୍ରତିଷ୍ଠା ଥାଏ । ଅଲକ୍ଷ୍ମୀ ସେହି ଘରକୁ ଆସନ୍ତି ଯେଉଁ ଘରେ ବେଇମାନୀର ପଇସା କାମାନ୍ତି, ଅନ୍ୟ ମାନଙ୍କ ହକ୍ ଛଡେଇ ନିଅନ୍ତି, ଗ୍ରାହକଙ୍କୁ ଲୁଟନ୍ତି, ତେବେ ଅଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ । ଅଲକ୍ଷ୍ମୀ କୁ ସେହି ଘର ପସନ୍ଦ ଯେଉଁ ଘରେ ସବୁବେଳେ ଅପରିଷ୍କାର ରହୁଥିବ ।

ଜୀନିଷ ପତ୍ର ଏଣେତେଣେ ପଡି ରହିଲେ ଏବଂ ଯେଉଁ ଘରେ ସବୁବେଳେ ଦୁର୍ଗନ୍ଧ ଆସିଥାଏ ସେଠି ଅଲକ୍ଷ୍ମୀ ବାସ କରିଥାନ୍ତି । ଘରକୁ ସ୍ବଚ୍ଛ ଏବଂ ସୁଗନ୍ଧିତ ରଖନ୍ତୁ । ମା ଲକ୍ଷ୍ମୀ ସେହି ଘରକୁ ଆସନ୍ତି ଯେଉଁ ଘରେ ଧର୍ମ କାର୍ଯ୍ୟ, ପୂଜା ପାଠ, ଶୁଭ କାର୍ଯ୍ୟ କୈାଣସି ପୂଣ୍ୟ କାମ ହୁଏ ସେଠି ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଏହି କାର୍ଯ୍ୟ କରିବା ଦ୍ବାରା ଘରେ ଗରିବୀ ଆସେ ।

ବହୁତ ଲୋକଙ୍କ ଆଦତ ଥାଏ ସେ ନଖକୁ ଚୋବାଇ ଥାନ୍ତି । ଏମିତି କରିବା ବିଲକୁଲ ବି ଠିକ୍ ନୁହେଁ, ଯାହା ଦ୍ଵାରା ଆପଣଙ୍କୁ ବାସ୍ତୁ ଦୋଷ ଲାଗିପାରେ । ଏହାଛଡା ନଖକଟାରେ ନଖ କାଟି ସାରିବା ପରେ ଏଣେତେଣେ ଫିଙ୍ଗନ୍ତୁ ନାହିଁ । ତାକୁ ଏକାଠି କରି ବାହାରକୁ ଫିଙ୍ଗନ୍ତୁ ଏବଂ ରାତିରେ ନଖ କାଟନ୍ତୁ ନାହିଁ । ନଗାଧୋଇ ଆଦି ଧର୍ମ ଗ୍ରନ୍ଥ ଯେମିତିକି ରାମାୟଣ, ଗୀତା ଛୁଅନ୍ତୁ ନାହିଁ ।

ସର୍ବଦା ଗାଧୋଇବା ପରେ ଧର୍ମ ଗ୍ରନ୍ଥକୁ ଛୁଅନ୍ତୁ‌ । ଭଙ୍ଗା ହୋଇଥିବା ପାନିଆରେ ନିଜ ବାଳକୁ କୁଣ୍ଢାଇବା କଥା ନୁହେଁ । ଭଙ୍ଗା ହୋଇଥିବା ପାନିଆକୁ ତୁରନ୍ତ ବାହାର କରି ଦିଅନ୍ତୁ । ଏମିତି ମାନାଯାଏ ଭଙ୍ଗା ହୋଇଥିବା ପାନିଆ ଘରକୁ ଆସୁଥିବା ଖୁସି କୁ ବାହାର କରିଦିଏ । ଘରେ ପିଇବା ଜଳକୁ ଖୋଲା ରଖିବା କଥା ନୁହେଁ । ସବୁବେଳେ ଜଳକୁ ଢାଙ୍କି ରଖିବା ଦରକାର ଯାହାଫଳରେ ନକାରାତ୍ମକ ଶକ୍ତି ପ୍ରଭାବିତ କରିପାରେ ନାହିଁ ।

ରାତି ସମୟରେ କେବେବି ଜଳକୁ ଖୋଲା ରଖିବା କଥା ନୁହେଁ । ପକ୍ଷୀ ମାନଙ୍କୁ କେବେ ପିଞ୍ଜରା ଭିତରେ ରଖନ୍ତୁ ନାହିଁ ଏହା ଦ୍ବାରା ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ଝିଟିପିଟିକୁ ମାରିବା କଥା ନୁହେଁ । ଶାସ୍ତ୍ରରେ କୁହାଯାଇଛି ଝିଟିପିଟିକୁ ମହତ୍ତ୍ଵପୂର୍ଣ୍ଣ ବୋଲି ମାନନ୍ତି । ଏହି କାରଣ ପାଇଁ ଝିଟିପିଟିକୁ ଭଗବାନଙ୍କ ଦୂତ ବୋଲି ମାନନ୍ତି । ଏମିତି ମାନନ୍ତି ଯେ ପୁରୁଣା ସମୟରେ ଗନ୍ଧର୍ବ ଝିଟିପିଟି ଥିଲେ ।

ଗନ୍ଧର୍ବ ଅଭିଶାପ ପାଇଥିବା ଯୋଗୁଁ ତାଙ୍କୁ ଝିଟିପିଟି ରୂପ ମିଳିଥିଲା । ସେଥିପାଇଁ ଏହାକୁ ମାରିବାକୁ ହିନ୍ଦୁ ଧର୍ମରେ ମନା କରା ଯାଇଛି । କିଛି ଲୋକ ଝିଟିପିଟିକୁ ଝାଡୁ କିମ୍ବା ବାଡ଼ିରେ ମାରନ୍ତି । ଝିଟିପିଟି ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନନ୍ତି । ଯଦି ତାକୁ ମାରନ୍ତି ତେବେ ଏହାକୁ ଶୁଭ ସଂକେତ ବୋଲି ମାନନ୍ତି ନାହିଁ ।

ତାକୁ ଡରେଇକି ଦୂର କରନ୍ତୁ କିନ୍ତୁ ତାକୁ ବାଡାନ୍ତୁ ନାହିଁ । ଯେଉଁ ଘରେ ସର୍ବଦା ମିଛ କୁହାଯାଏ ସେଠି ଲକ୍ଷ୍ମୀ ବାସ କରନ୍ତି ନାହିଁ । ଚେଷ୍ଟା କରନ୍ତୁ ସତ୍ୟର ମାର୍ଗରେ ଚାଲିବାକୁ । ଜଦି ଆପଣ ଜାଣତରେ କି ଅଜାଣତରେ ଏହି କାର୍ଯ୍ୟ କରୁଛନ୍ତି ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।