K. L Rahul ଙ୍କ ସହିତ ରୋମାଣ୍ଟିକ ଅନ୍ଦାଜ ରେ ନଜର ଆସିଲେ Sunil Shetty ଙ୍କ ଝିଅ, କଣ ଜଲ୍ଦି ଦୁଇ ଜଣ କରିବେ ବିବାହ ?

ବଲିଉଡ ଓ କ୍ରିକେଟର ବହୁତ ପୁରୁଣା ସମ୍ପର୍କ ରହିଛି । ବଲିଉଡ ସିତରା ଓ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବହୁତ ସାମାନ୍ଯ କଥା ଅଟେ । ଏହାର କିଛି ଉଦାହରଣ ଆଗରୁ ଦେଖା ଯାଇଛି । କେତେ ଜଣ ବିବାହ ମଧ୍ୟ କରି ସାରିଛନ୍ତି ।

ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏହାର ବଡ ଉଦାହରଣ ଅଟନ୍ତି । ହୁଏ ଆଗକୁ ବଲିଉଡ ଅଭିନେତ୍ରୀ ଆଥିୟା ସେଠୀ ଓ କ୍ରିକେଟର କେ ଏଲ ରାହୁଲ ଏହି ଲିଷ୍ଟରେ ସାମିଲ ହେବାକୁ ଯାଉଛନ୍ତି । ସୂଚନା ଅନୁସାରେ ଅଭିନେତା ସୁନୀଲ ସେଠୀଙ୍କର ଝିଅ ଆଥିୟା ସେଠୀ ଅନେକ ଦିନ ହେବ ଭାରତୀୟ କ୍ରିକେଟର କେ ଏଲ ରାହୁଲଙ୍କ ସହ ଡେଟ କରୁଛନ୍ତି । ଦୁହିଙ୍କୁ ଅନେକ ଜାଗାରେ ଏକା ସାଥେ ଦେଖା ଯାଇଛି ।

ଦୁହେଁ ସୋସିଆଲ ମିଡିଆରେ ପରସ୍ପରର ଫୋଟୋ ଶେୟାର କରିଥାନ୍ତି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ଏମାନେ ଦୁହେଁ ନିଜ ସମ୍ପର୍କର ଖୁଲାସା ଏ ଜୀନ କରି ନାହାନ୍ତି । କିନ୍ତୁ ଦୁହିଙ୍କୁ ଦେଖିଲେ ଲାଗୁଛି ଯେ ପରସ୍ପର ସହ ଡେଟ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛରେ ସତ୍ୟତା କଣ ରହିଛି ।

ଆଥିୟା ସେଠୀ ଓ କେ ଏଲ ରାହୁଲ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚରେ ରହିଛନ୍ତି । ଫ୍ୟାନ୍ସ ମାନେ ଦୁହିଙ୍କର ସମ୍ପର୍କକୁ ନେଇ କଣ ମତାମତ ରହିଛି ସେହି ଅପେକ୍ଷାରେ ଅଛନ୍ତି । ଖବର ଅନୁସାରେ ଆଥିୟା ସେଠୀ ଓ କେ ଏଲ ରାହୁଲ ନିଜ ଇଂଷ୍ଟାଗ୍ରାମରେ ଏକ ଫୋଟୋ ଶେୟର କରିଛନ୍ତି । ଏହି ଫୋଟୋରେ ଦୁହେଁ ଚଷମା ଲଗାଇଛନ୍ତି । ଏହା ସହ ଏହି ଫୋଟୋରେ ଆଥିୟା ରାହୁଲଙ୍କର ବହୁତ ନିକଟତର ହେବାର ନଜର ଆସିଛନ୍ତି ।

ଏହି ଫୋଟୋରେ ଦୁହେଁ ଷ୍ଟାଇଲିସ ଡ୍ରେସରେ ନଜର ଆସିଛନ୍ତି । ରାହୁଲ ବ୍ଲକ ବ୍ଲେଜର ଓ ଧଳା ହାଇନେକ ଡ୍ରେସ ପିନ୍ଧିଛନ୍ତି । ଆଥିୟା ଦାର୍କ ବ୍ଲୁ ଓ ପରପଲ କଲରର ଡ୍ରେସ ପିନ୍ଧିଛନ୍ତି । ଦୁହିଙ୍କ ଲୁକ ଦେଖିବାକୁ ବହୁତ ସୁନ୍ଦର ହୋଇଛି । ରାହୁଲ ଏହି ଫୋଟୋରେ ହ୍ୟାଣ୍ଡସମ ଲାଗୁଛନ୍ତି ତ ଆଥିୟା ବହୁତ ଗ୍ଲାମରିୟସ ଲାଗୁଛନ୍ତି । ଏହି ଫୋଟୋରେ ଫ୍ୟାନ୍ସ ମାନେ ଅନେକ କାମେଣ୍ଟ କରୁଛନ୍ତି ।

ଏମାନେ ଦୁହେଁ ମ୍ୟାରେଜ କରିବେ ନାହି କି ଏ ଯାଏଁ ଜଣା ପଡିନି । ଦୁହିଙ୍କର ଏତେ ନିକଟ୍ଟାର ହେବାରେ ଦେଖି ଲାଗୁଛି ଯେ ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି । ଏହି କଥାର ପ୍ରମନା ସେତେବେଳେ ମିଳିଥିଲା ଯେବେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନସିପ ମ୍ଯାଚ ସମୟରେ ଆଥିୟା ଇଂଲଣ୍ଡରେ କେ ଏଲ ରାହୁଲଙ୍କ ସହ ଥିଲେ । ଏହି ଫୋଟୋରେ ଫ୍ୟାନ୍ସ ମାନଙ୍କୁ ବ୍ୟାକଗ୍ରାଉଣ୍ଡରେ ବାଉଲ ମଏଦାନ ନଜର ଆସୁଛି ।

କେ ଏଲ ରାହୁଲଙ୍କୁ ଶେଷ ଥର ପଞ୍ଜାବ କିଂସର କପ୍ତାନି କରିବାର ଦେଖା ଯାଇଥିଲା । ଏହା ପରେ ତନକର ଆପେଣ୍ଡିକ୍କ୍ସ ହେବାରୁ ଅପରେସନ ହୋଇଥିଲା । ଏହା ପରେ ସେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇଥିଲେ । ବହୁତ ଜଲ୍ଦି ସେ ଇଂଲଦ ବିରୁଦ୍ଧରେ ଟେଷ୍ଟ ସିରିଏଜରେ ନଜର ଆସିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।