Vastu Shastra- ସକାଳୁ ଉଠିବା ମାତ୍ରେ ହିଁ ରୋଷେଇ ଘରର ଏହି ଗୋଟିଏ ଜିନିଷ ଦେଖନ୍ତୁ ନାହିଁ, କାଙ୍ଗାଳ ହେଇଯିବେ

ରୋଷେଇ ଘର ସବୁ ଘରର ଏକ ମୁଖ୍ୟ ଅଙ୍ଗ ହୋଇଥାଏ । ଯଦି ଘର ଶରୀରର ଅଟେ ଯେବେ ରୋଷେଇ ଘରକୁ ତାହାର ଆତ୍ମା ଅଟେ । କିନ୍ତୁ ଯଦି ରୋଷେଇ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ତେବେ ଏହାର ପ୍ରଭାବ ପୁରା ପରିବାର ଉପରେ ପଡିଥାଏ । ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ଅଧିକ ମହତ୍ଵ ଦିଆ ଯାଇଛି । ଏହା ସହିତ ଏହା ବି କୁହାଯାଇଛି କି ଏହିଭଳି କିଛି କାମ ଅଛି ଯାହାକୁ ସକାଳେ ଉଠିବା ମାତ୍ରେ ହିଁ ରୋଷେଇ ଘରେ କରିବା ଉଚିତ ନୁହେଁ ।

ଏହି ଭଳି କମ କରିବା ଦ୍ଵାରା ମାତା ଅର୍ନପୂର୍ଣ କ୍ରୋଧିତ ହୋଇ ଯାଆନ୍ତି ଓ ଘରେ ଅଭାବ ଦେଖାଯାଏ । ଏହା ସହିତ ଘରେ ବିବାଦ ବି ଦେଖାଏ । ରୋଷେଇ ଘରର ଦିଗ ବି ସଠିକ ହେବା ଉଚିତ ।

ଯଦି ରୋଷେଇ ଘର ଭୁଲ ଦିଗରେ ଅଛି ତେବେ ଏହା ବି ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଏହା ସହିତ ରୋଷେଇ ଘରେ ପାଣି ଓ ନିଆଁର ଦିଗ ବି ସଠିକ ହେବା ଉଚିତ । କାରଣ ରୋଷେଇ ଘରେ ହିଁ ସମ୍ପୂର୍ଣ ପରିବାରର ସ୍ୱାସ୍ଥ୍ୟ ଜଡିତ ଥାଏ । କହିବାକୁ ଗଲେ ରୋଷେଇ ଘରେ ସକାରାତ୍ମକ ଓ ନକାରାତ୍ମକ ଊର୍ଜା ଥାଏ । ଏହା ଛଡା ଯଦି ଆପଣ ରୋଷେଇ ଘରେ ଦର୍ପଣ ରଖୁଛନ୍ତି ତେବେ ଏହା ଅଶୁଭ ହୋଇଥାଏ । ଏହା ସହିତ ରୋଷେଇ ଘରେ ପୂଜା ଘର ବି ରହିବା ଉଚିତ ନୁହେଁ ।

ରୋଷେଇ ଘରକୁ ସବୁବେଳେ ଘରର ଅଗ୍ନି କୋଣ ଅର୍ଥାତ ଦକ୍ଷିଣ ପୂର୍ବ ଦିଗରେ ରହିବା ଉଚିତ କିମ୍ବା ଆପଣ ରୋଷେଇ ଘରକୁ ଉତ୍ତର ପଶ୍ଚିମ କୋଣରେ କରି ପାରିବେ । ରୋଷେଇ ଘରେ ମା ଅର୍ନପୂର୍ଣଙ୍କ ଫଟୋ ନିଶ୍ଚିତ ଥିବା ଦରକାର । ଏହା ସହିତ ମହିଳାମାନଙ୍କୁ ସକାଳେ ବିନା ସ୍ନାନ କରି ରୋଷେଇ ଘରେ କିଛି ବି କାମ କରିବା ଉଚିତ ନୁହେଁ । ଏହା ଅନୁଚିତ ଅଟେ । ସ୍ନାନ କରି ସାରିବା ପରେ ମାତା ଅର୍ନପୂର୍ଣଙ୍କୁ ନମସ୍କାର କରିବା ପରେ ହିଁ ରୋଷେଇ ଘରେ କାମ କରିବା ଉଚିତ ।

ଏହା ଦ୍ଵାରା ମାତା ଅର୍ନପୂର୍ଣଙ୍କ କୃପା ମିଳିଥାଏ ଓ ଘରେ ସୁଖ ସମୃଦ୍ଧି ବି ଆସିଥାଏ । ସକାଳେ ଉଠିବା ମାତ୍ରେ ହିଁ ଯଦି ରୋଷେଇ ଘରକୁ ଯାଉଛନ୍ତି ତେବେ ଛୁରୀ ଦେଖିବା ଉଚିତ ନୁହେଁ । ଏହି ଜିନିଷ ନକାରାତ୍ମକ ଊର୍ଜା ଛାଡିଥାଏ । ସକାଳେ ସକାଳେ ଏହିଭଳି ଜିନିଷ ଦେଖିବା ଦ୍ଵାରା ବ୍ୟକ୍ତି ଉପରେ ବି ନକାରାତ୍ମକ ପ୍ରଭାବ ପଡିଥାଏ ଓ ଘରେ ବିବାଦ ବି ବଢିପାରେ ।

ଏହା ଛଡା ଯଦି ରୋଷେଇ ଘରେ କ୍ଷୀର କିମ୍ବା ତେଳ ପଡି ଯାଉଛି ଓ ଖାଦ୍ୟରେ ଅଧିକ ଲୁଣ ପଡି ଯାଉଛି, ଗରମ ତେଲ କିମ୍ବା ନିଆଁ ଦ୍ଵାରା ହାତ ଜଳି ଯାଉଛି, ଯଦି ଏହିଭଳି ବାରମ୍ବାର ହେଉଛି ତେବେ ବୁଝି ଯାଆନ୍ତୁ କି ଘରେ ବାସ୍ତୁ ଦୋଷ ଅଛି ଓ ଘରେ ନକାରାତ୍ମକ ଉର୍ଜା ଅଧିକ ହୋଇ ଯାଇଛି । ଏଥିରୁ ବଞ୍ଚିବା ପାଇଁ ଆପଣ ସବୁଦିନ ନିଜର ରୋଷେଇ ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟି ଗାଈକୁ ଓ ଦ୍ଵିତୀୟ ରୁଟି କୁରକୁ ଦେବା ଉଚିତ । ଏହା ଦ୍ଵାରା ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।