ଏହି ମାସରେ ୪ ରାଶି ପାଇଁ ରହିଛି ଖରାପ ସମୟ, ସତର୍କ ରହିବେ, ଘଟିପାରେ କିଛି ବଡ ଘଟଣା

ରାଶି ଚକ୍ରରେ ୧୨ ଗୋଟି ରାଶି ରହିଛି । ଏହି ରାଶି ମାନଙ୍କ ରାଶିଫଳ ଗ୍ରହ ମାନଙ୍କ ପରିଚାଳନା ରୁ ନିର୍ଦ୍ଧାରିତ ହୋଇଥାଏ । ଗ୍ରହ ମାନଙ୍କ ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡ଼ିଥାଏ । ସମସ୍ତ ବ୍ୟକ୍ତି ଙ୍କ ଜାତକ ଏହି ରାଶି ମାନଙ୍କ ସହିତ ଯୋଡି ରହିଥାଏ । ଏହି ଗ୍ରହ ମାନଙ୍କ ଚଳନ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇଥାଏ । ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

ପ୍ରତେକ ଦିନ ଗ୍ରହର କିଛି ନ କିଛି ପରିବର୍ତ୍ତନ ଘଟି ଥାଏ । ସେହି ପରି ୪ ଟି ରାଶି ମାନଙ୍କ ଉପରେ ଗ୍ରହ ମାନଙ୍କ କୁପ୍ରଭାବ ପଡ଼ିବାକୁ ଯାଉଛି । ଏହି ୪ ଗୋଟି ରାଶି ମାନଙ୍କୁ ସତର୍କତା ସହିତ ରହିବାକୁ ପଡ଼ିବ । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି:-

ଲୋକପ୍ରିୟତା ହ୍ରାସ ପାଇବ । ନିଜର ଆସ୍ଥା ହରାଇବେ । ଅର୍ଥ ଅଭାବ ଅନୁଭବ କରିପାରନ୍ତି । ଆକସ୍ମିକ କୌଣସି କଳହରେ ପଡିପାରନ୍ତି । ଆର୍ଥିକ କ୍ଷତି ସହିବେ । ପାଇଥିବା ଦ୍ରବ୍ୟ ହରାଇ ବସିବେ । କୌଣସି ଏକ ବଡ଼ ଯୋଜନା ର ପ୍ରାରମ୍ଭ କରିବେ । ପରିବାରରେ ଜଂଯାଳ ବଢିବ । ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । କୌଣସି ଆତ୍ମୀୟ ମାନଙ୍କ ଦ୍ଵାରା ଅସୁବିଧାରେ ପଡିବେ ।

କର୍କଟ ରାଶି:-

ଆପଣ ମାନଙ୍କର ମାନସିକ ଆସନ୍ତି ବଢିବ । ସବୁବେଳେ ଚିନ୍ତାରେ ରହିପାରନ୍ତି । ବ୍ୟବସାୟରେ କ୍ଷତି ସହିପାରନ୍ତି । ବୈବାହିକ ଜୀବନରେ ସମସ୍ୟା ଦେଖାଯିବ । ଦୂର ବନ୍ଧୁ ଙ୍କ ଦ୍ଵାରା ଅପମାନିତ ହୋଇପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । ଆପଣଙ୍କ ପାଇଁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ ।

କନ୍ୟା ରାଶି:-

ଅର୍ଥ ଅଭାବର ଆଭାସ ମିଳିବ । ବ୍ୟାପାର ବାଣିଜ୍ୟ ରେ କ୍ଷତି ହୋଇପାରେ । ମାନ ସମ୍ମାନ ରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ପରିବାରରେ ବିଶୃଙ୍ଖଳା ଦେଖା ଦେଇ ପାରେ । ଉପରିକ୍ତ କତୃପକ୍ଷ ଙ୍କ ଚାପ ବଢିଯିବ । ଆଳସ୍ୟ ଅନୁଭବ କରିବେ । ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ସତର୍କତା ଅବଲମ୍ବନ କରନ୍ତୁ । କାର୍ଯ୍ୟରେ ଅବନତି ଘଟିବ ।

ମୀନ ରାଶି:-

ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ । ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ କ୍ଷତି ଗ୍ରସ୍ତ ହେବେ । ମାନସିକ ଚିନ୍ତା ରହିବ । ବ୍ୟସ୍ତତା ଭିତରେ ସମୟ କଟିପାରେ । ଧନର ଅଭାବ ଅନୁଭବ କରିବେ । ବିଶ୍ବାସଘାତକତା ର ଶିକାର ହେବେ । ସ୍ବାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।

ତେବେ ଏହା ଥିଲା ସେହି ୪ ଟି ରାଶି ଯାହା ଙ୍କ ସମୟ ଖରାପ ଚାଲୁଛି ।