Deepika Padukone ଙ୍କ ଠାରୁ ଭିକ ନେଉଥିବା ଭିକାରି ଘରୁ ମିଳିଲା ଏତେ ଟଙ୍କା କି, ଘଣ୍ଟା ଘଣ୍ଟା ଧରି ଗଣା ଚାଲିଲା

ତିରୁପତି ବାଲାଜି ମନ୍ଦିରରେ କେବଳ ବଡ ଲୋକଙ୍କର ଟୀକା କରି ତାଙ୍କ ଠାରୁ ପଇସା ମାଗୁଥିବା ଭିକାରୀଙ୍କର ମୃ-ତ୍ୟୁ କିଛି ସମୟ ପୂର୍ବେ ଘଟିଛି । ତାଙ୍କ ମୃ-ତ୍ୟୁ ପରେ ସମସ୍ତେ ତାଙ୍କ ଘର ଉପରେ ଅଧିକାର କରିବାକୁ ଚାହୁଛନ୍ତି ।

ସତ କହିବାକୁ ଗଲେ ସେହି ମୃ-ତ ବ୍ଯକ୍ତିର ଘରେ ଏକ ସିନ୍ଧୁକରେ ଏତେ ପଇସା ରହିଛି ଯାହା ଉପରେ ସମସ୍ତଙ୍କର ନଜର ରହିଛି । ତାଙ୍କ ଘରେ ପ୍ରଶାସକ ଯେତେବେଳେ ସିନ୍ଧୁକ ଖୋଲିଥିଲେ ସେତେବେଳେ ଲକ୍ଷ ଲକ୍ଷ ଟଙ୍କା ମିଳିଥିଲା । ଯାହାକୁ ଗଣିବା ପାଇଁ ବହୁତ ସମୟ ଲାଗିଥିଲା । ଯାଚକ ଶ୍ରୀନିବାସନ ୬୪ ବର୍ଷର ବ୍ୟକ୍ତି ଥିଲେ ଯିଏ ତିରୁମାଳାକୁ ଆସୁଥିବା ସବୁ ବଡ ଲୋକଙ୍କ ଠାରୁ ଭିକ୍ଷା ପ୍ରାର୍ଥନା କରୁଥିଲେ ।

ଶ୍ରୀନିବାସନଙ୍କ ଜଣାଶୁଣା ଲୋକ ମାନକ କହିବା ଅନୁଯାୟୀ ସେ ଯୁବାବସ୍ଥାରୁ ହିଁ ତିରୁପତି ମନ୍ଦିରରେ ପହଞ୍ଚି ଥିଲେ । ତାଙ୍କୁ ତିରୁପତିଙ୍କ ସାମୀଙ୍କ ପ୍ରତି ଅଧିକ ଭକ୍ତିଭାବ ରହିଥିଲା । ଅନେକ ସମୟରେ ଭକ୍ତ ମାନେ ତାଙ୍କ ଠାରୁ ଟୀକା ଲଗାଇବା ପରେ ମନ୍ଦିରରୁ ବାହାରୁ ଥିଲେ ।

ସେ ଯୁବକ ଅବସ୍ଥାରୁ ଏହି ମନ୍ଦିରରେ ରହିଥିଲେ ଓ ନିଜର ଶେଷ ନିଶ୍ଵାସ ମଧ୍ୟ ସେ ଏହି ମନ୍ଦିରରେ ନେଇଥିଲେ । ସେ ତିରୁପତି ଦର୍ଶନ କରିବାକୁ ଯେଉଁ ଭକ୍ତ ମାନେ ଆସୁଥିଲେ ସେମାନଙ୍କ ଠାରୁ ଭିକ୍ଷା ନ ନେଇ ତାଙ୍କ ପିଛା ଛାଡୁ ନ ଥିଲେ ।

ଯାହା ପଇସା ତାଙ୍କୁ ମିଳୁଥିଲା ସେ ତାଙ୍କ ଘରେ ଥିବା ଦୁଇଟି ବାକ୍ସରେ ରଖୁଥିଲେ । ସେ ତାଙ୍କ ଘରେ ଏକା ରହୁଥିଲେ ଓ ତାଙ୍କ ପରିବାର ଲୋକେ କେହି ରହୁ ନ ଥିଲେ । ସେଠାରେ ଥିବା ଅନେକ ଲୋକ ମାନେ ତାଙ୍କ ଘରକୁ ଅଧିକା କରିବା ପାଇଁ ବହୁତ ଦିନ ହେଲା ଚେଷ୍ଟା କରୁଥିଲେ । କାରଣ ସେହି ଲୋକ ମାନଙ୍କୁ ଜଣାଥିଲା ଯେ ତାଙ୍କ ଘରେ ଲକ୍ଷ ଟଙ୍କା ରହିଛି ।

ସେଥି ପାଇଁ ଟଙ୍କା ପଡୋଶୀ ମାନେ TTD ଓ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ ଟିଟିଡି ଅଧିକାରୀ ମାନେ ସ୍ଟେପ ନେଇଥିଲେ । ତାଙ୍କର ପରିବାରରେ କେହି ନାହାନ୍ତି ବୋଇଲି ଟିଟିଡି ଅଧିକାରୀ ମାନଙ୍କୁ ସୂଚନା ମିଳିଥିଲା । ତାଙ୍କ ସମ୍ପତି ଉପରେ ଲୋଭ କରି ଯେତେବେଳେ ଶ୍ରୀନିବାସନଙ୍କର ଘରେ ଅନୁଧ୍ୟାନ କରା ଯାଇଥିଲା ସେତେବେଳେ ୬ଲକ୍ଷ ୧୫ ହଜାର ୫୦ ଟଙ୍କା ମିଳିଥିଲା । ଖବର ମିଳିବା ମାତ୍ରେ ରାଜସ୍ୱ ବିଭାଗର ଟିମ ଟଙ୍କା ଘରେ ପହଞ୍ଚି ଥିଲେ । ତାଙ୍କ ଘରେ ଖୋଜିଲା ପରେ ଦୁଇଟି ସିନ୍ଧୁକରେ ଏତେ ଗୁଡିଏ ଟଙ୍କା ମିଳିଥିଲା ।

ଦୀପିକା ପାଦୁକନଙ୍କ ଠାରୁ ମଧ୍ୟ ଏହି ଦକ୍ଷିଣା ନେଇଥିଲେ : ଦୀପିକା ପାଦୁକନ ନିଜ ବିବାହ ବାର୍ଷିକ ପାଲ କରିବା ପାଇଁ ଯେତେବେଳେ ନିଜ ପରିବାର ସହ ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ଶ୍ରୀନିବାସନ ତାଙ୍କୁ ଟୀକା ଲଗାଇ ଦେଇ ଟଙ୍କା ଠାରୁ ପଇସା ମାଗିଥିଲେ । ଦକ୍ଷିଣା ନେବା ପରେ ହିଁ ସେ ଦୀପିକାଙ୍କ ପିଛା ଛାଡିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ