ଘରେ ଥିଲେ ଏହି ୪ଟି ଗଛ ହୋଇଯାଏ ସର୍ବନାଶ, ଦାରିଦ୍ୟକୁ ନିମନ୍ତ୍ରଣ କରନ୍ତି ଏହି ଅଶୁଭ ଗଛ

ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ୪ ଟି ଗଛ ଦାରିଦ୍ୟ କୁ ନିମନ୍ତ୍ରଣ କରିଥାଏ । ଯଦି ଆପଣଙ୍କ ଘର ପାଖରେ ଏହି ଗଛ ଅଛି ତେବେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ ନଚେତ ବହୁତ ଅସୁବିଧା ହେବ । ଘରେ ଥିବା ଏହି ୪ ଟି ବୃକ୍ଷ ମା ଲକ୍ଷ୍ମୀ ଙ୍କୁ ବହୁତ ଅସନ୍ତୁଷ୍ଟ କରେଇଥାଏ । ଜୀବନ ସାରା ଖାଲି ଦରିଦ୍ରତା ହିଁ ଖେଳିରହିଥାଏ । ଆଜି ଆମେ ସେପରି କିଛି ଗଛ ର ଚର୍ଚ୍ଚା କରିବାକୁ ଯାଉଛୁ । ଆପଣ ଭୁଲ ରେ ମଧ୍ୟ ଏହି ଗଛ କୁ କେବେ ଘରେ ଲାଗେଇବେନି କାହିଁକି ନା ଏହି ଗଛ ଘରେ ଦରିଦ୍ରତା ନେଇକରି ଆସିଥାଏ ।

ସର୍ବଦା ଦେଖାଯାଇଥାଏ କି ଲୋକ ନିଜ ଘର ପାଖରେ ଯେ କୌଣସି ଗଛ ମଧ୍ୟ ଲାଗେଇଦେଇଥାନ୍ତି । ମାତ୍ର ଏପରି କରିବା ଅନୁଚିତ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ରାଗିଯାଇଥାନ୍ତି । ଦୁଷ୍ଟ ଶକ୍ତି ପ୍ରଭାବ ଆଉ ଘରେ ନକରାତ୍ମକ ଭାବନା ପ୍ରବେଶ କରିଥାଏ । ଏହା ଦ୍ୱାରା ସୌଭାଗ୍ୟ ଦୁର୍ଭାଗ୍ୟ ରେ ବଦଳିଯାଇଥାଏ । ତୁଳସୀ ବୃକ୍ଷ ସବୁ ଘରେ ଶୁଭ ମାନି ନିଆଯାଏ ମାତ୍ର କିଛି ବୃକ୍ଷ ଏମିତି ବି ଅଛି ଯାହା କି ଘରେ ଦୁଃଖ ଆଉ ଅଶାନ୍ତି ବଜାୟ ରଖିଥାଏ ।

ପୁରାଣ ଶାସ୍ତ୍ର ରେ ଗଛ କୁ ମଙ୍ଗଳମୟ ବୋଲି ମାନି ନିଆଯାଇଥାଏ । ସେଥିପାଇଁ ସମସ୍ତଙ୍କ ଘରେ କିଛି ପବିତ୍ର ବୃକ୍ଷ ମଧ୍ୟ ଲଗାଯାଇଥାଏ । ଉଦାହରଣ ସ୍ୱରୂପ ସମସ୍ତଙ୍କ ଘରେ ତୁଳସୀ ଗଛ ଲଗାଯାଇଥାଏ । ଏହାଦ୍ୱାରା ଘରର ସୁଖ ଶାନ୍ତି ବଜାୟ ରହିଥାଏ ଏବଂ ଘର ମଙ୍ଗଳମୟ ରହେ । କିନ୍ତୁ ଆପଣ କଣ ଜାଣିଛନ୍ତି କି କିଛି ଏପରି ବୃକ୍ଷ ମଧ୍ୟ ଅଛି ଯାହା କି ଘରକୁ ଅମଙ୍ଗଳ ମଧ୍ୟ ପହଞ୍ଚେଇଥାଏ?

ଶୁଖିଲା ମୃତ ବୃକ୍ଷ: ଯଦି ଆପଣଙ୍କ ଘର ର ଆଖ ପାଖ ରେ କିଛି ମୃତ ଗଛ ଅଛି ତାହେଲେ ତାକୁ ତୁରନ୍ତ ହଟେଇଦିଅନ୍ତୁ । କାହିଁକି ନା ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଗୁଡିକ ଦ୍ୱାରା ନକରାତ୍ମକ ଭାବନା ବହୁତ ବଢିଥାଏ । ଏହା ଛଡା ବୈଜ୍ଞାନିକ କାରଣ ଦେଖିବାକୁ ଗଲେ ଏହି ଗଛ ଅମ୍ଳଜାନ ଛାଡିବା ବଦଳରେ ଅମ୍ଳଜାନ ନେଇଥାଏ । ଏହାକୁ ଏହି ୨ଟି କାରଣ ରୁ ଘରେ ଲଗେଇବା ମନା ।

ନାଗଫେଣି ସିଜୁ ବା କ୍ୟାକଟସ ଗଛ: ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେବେ ବି କଣ୍ଟା ଜାତୀୟ ବୃକ୍ଷ ଲଗେଇବା ଅନୁଚିତ । ଏହା ସହିତ ସେଇ ଗଛ ମାନଙ୍କୁ ବି ଘରେ ଲଗେଇବା ଉଚିତ ନୁହଁ ଯାହାକୁ କାଟିଲେ କ୍ଷୀର ବାହାରୁଥିବ । ଏହି ଗଛ ଗୁଡିକ ନକାରାତ୍ମକ ଶକ୍ତି ର ଉତ୍ସ ହୋଇଥାଏ ଆଉ ଏହା ଯୋଗୁ କ୍ଷତ ହବର ବି ସମ୍ଭାବନା ଥାଏ ।

ନାଗଚମ୍ପା ବୃକ୍ଷ: ନାଗଚମ୍ପା ଗଛ କୁ ବାସ୍ତୁ ଶାସ୍ତ୍ର ରେ ଦରିଦ୍ରତା ର ପ୍ରତୀକ ମାନିନିଆଯାଇଥାଏ । ଯଦି ଆପଣଙ୍କ ଘର ର ଆଖ ପାଖ ରେ ବି କଉଠି ନାଗଚମ୍ପା ର ଗଛ ଅଛି ତାହେଲେ ତାକୁ ତୁରନ୍ତ ହଟେଇଦିଅନ୍ତୁ । ଶାସ୍ତ୍ର ରେ ଏହି ଗଛ କୁ ନକାରାତ୍ମକ ଶକ୍ତି ର ଉତ୍ସ କୁହାଯାଇଥାଏ । ସେଥିପାଇଁ ଏହି ଗଛ କୁ କେବେ ବି ନିଜ ଘରେ ଲଗେଇବା ଉଚିତ ନୁହଁ ।

ତେନ୍ତୁଳି ଗଛ: ଘର ଆଖ ପାଖ ରେ କେବେ ବି ତେନ୍ତୁଳି ଗଛ ଲଗେଇବା ଉଚିତ ନୁହଁ । କାହିଁକି ନା ଏମିତି ମଣାଯାଏ କି ତେନ୍ତୁଳି ଗଛ ରେ ଭୁତ ମାନଙ୍କର ବସବାସ ରହିଥାଏ । ବୈଜ୍ଞାନିକ କାରଣ କଥା ଚିନ୍ତା କଲେ ଆମେ ଜାଣିପାରିବା କି ତେନ୍ତୁଳି ପତ୍ର ରେ ଅମ୍ଳ ର ମାତ୍ରା ଅଧିକ ଥାଏ ଏବଂ ଏହା ଆଖ ପାଖ ର ପରିବେଶ କୁ ଅମ୍ଳୀୟ କରିଦିଏ । ତେଣୁ ଏହି ଗଛ ଘରେ ଲଗେଇବା ଅନୁଚିତ । ଏହି ସବୁ ଗଛ ଘରେ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ କେବେ ମଧ୍ୟ ଆପଣଙ୍କ ଘରକୁ ଆସନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।