ଜଣେ ବ୍ୟକ୍ତି ଫ୍ରାଇଡେକୁ ଆସିଲେ, ତିନି ଦିନ ରହିଲେ ଓ ଫ୍ରାଇଡେ ଦିନ ହିଁ ଚାଲିଗଲେ ଏହା କିପରି ସମ୍ଭବ ହେଲା ? ଏହା ସହିତ ଦେଖନ୍ତୁ ଆହୁରି 10 ଟି Tricky Questions

ଏହି ଦେଶରେ ବହୁତ ଲୋକମାନେ ଇଣ୍ଟରଭ୍ୟୁ ଦେବାକୁ ଯାଇଥାନ୍ତି, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ତାଙ୍କୁ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ହିଁ ଜଣା ନ ଥାଏ । କିନ୍ତୁ ଅସଲରେ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ବୁଦ୍ଧିର ପରୀକ୍ଷା କରାଯିବା ହୋଇଥାଏ । ଏଥିରେ କିଛି ଏମିତି ପ୍ରଶ୍ନ ପଚରାଯାଇ ଆପଣଙ୍କର ବୁଦ୍ଧିର ପରୀକ୍ଷା କରା ଯାଏ । କହିଦେଉଛୁ କି ଇଣ୍ଟରଭ୍ୟୁ ଦେବା ସମୟରେ ସବୁବେଳେ ନିଜର ମସ୍ତିଷ୍କକୁ ଶାନ୍ତ ରଖନ୍ତୁ ।

କହିବାକୁ ଗଲେ ଆଜିକାଲି ଆଇଏଏସର ଇଣ୍ଟରଭ୍ୟୁରେ ଯେଉଁ ପ୍ରଶ୍ନ ପଚରାଯାଉଛି, ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, କିନ୍ତୁ ଏହା ସବୁ ମସ୍ତିସ୍କର ଖେଳ ଅଟେ । ଏହିଭଳି ହିଁ କିଛି ପ୍ରଶ୍ନ ଆଜି ଆମେ ଆପଣଙ୍କୁ ପଚାରିବାକୁ ଯାଉଛୁ, ଯେଉଁଥିରେ ମସ୍ତିସ୍କ ଓ ବୁଦ୍ଧି ଦୁଇଟି ଯାକ ଅଧିକ ଦରକାର ହୋଇଥାଏ । ତେବେ ଚାଲନ୍ତୁ ଆପଣଙ୍କ ସହିତ ପ୍ରଶ୍ନ ଉତ୍ତର ଖେଳ ଖେଳିବା ।

ପ୍ରଶ୍ନ – ଏମିତି କେଉଁ ଜୀବ ଅଛି ଯିଏକି ନିଜର ସବୁ କାମ ନାକ ଦ୍ଵାରା ହିଁ କରିଥାଏ ?

ଉତ୍ତର – ହାତୀ

ପ୍ରଶ୍ନ – ଏମିତି କେଉଁ ଫଳ ଅଛି ଯାହା ଉପରେ ପତ୍ର ଥାଏ ?

ଉତ୍ତର – ସପୁରି

ପ୍ରଶ୍ନ – ଏମିତି କେଉଁ ସହର ଅଛି ଯାହାର ନାମରେ ଭାରତର ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାର କିଛି ଶବ୍ଦ ନଜର ଆସିଥାଏ ?

ଉତ୍ତର – ଅହମଦାବାଦ

ପ୍ରଶ୍ନ – ପୋଷା ମାନେ ନାହିଁ, ସେ କୌଣସି ଜୀବ ବି ନୁହେଁ, ଶୁଖିଲା ଖାଇଥାଏ, ପାଣି କିନ୍ତୁ ପିଏ ନାହିଁ, ପେଚା ବି ନୁହେଁ କିନ୍ତୁ ରାତିରେ ଦେଖିପାରେ, ଯଦି ଆପଣ ତାକୁ ପାଖରେ ରଖୁଛନ୍ତି ତେବେ ସେ ଆପଣଙ୍କୁ ସାହାର୍ଯ୍ୟ କରେ, ତେବେ ସେ କିଏ ?

ଉତ୍ତର – ଟ୍ରଚ

ପ୍ରଶ୍ନ – ଧଳା କୁକୁଡା ଠାରୁ କଳା କୁକୁଡା କେଉଁ ଗୁଣରେ ଅଧିକ ଚତୁର ହୋଇଥାଏ ?

ଉତ୍ତର – କଳା କୁକୁଡା ଧଳା ଅଣ୍ଡା ଦିଏ କିନ୍ତୁ ଧଳା କୁକୁଡା କଳା ଅଣ୍ଡା ଦିଏ ନାହିଁ ।

ପ୍ରଶ୍ନ – ଆପଣ ତାଙ୍କୁ ଅଳ୍ପ କଥା କହିଲେ ବି ସେମାନେ ପୁରା ଅଲଗା ହୋଇ ଯାଇଥାନ୍ତି ?

ଉତ୍ତର – ଓଠ

ପ୍ରଶ୍ନ – ୫ଟି ଅକ୍ଷର ଥାଏ, ଯଦି ଆପଣ ତାକୁ ପଧିବେ ତେବେ ଓଲଟାଇଲା ପରେ ମଧ୍ୟ ତାର ନାମ ସିଧା ଆସିଥାଏ ?

ଉତ୍ତର – ନବଜୀବନ

ପ୍ରଶ୍ନ – ଏମିତି କେଉଁ ଶବ୍ଦ ଅଛି ଯେଉଁଥିରେ ଫୁଲ, ଫଳ ଓ ମିଠେଇ ତିନୋଟିର ନାମ ଥାଏ ?

ଉତ୍ତର – ଗୋଲାପଜାମୁନ

ପ୍ରଶ୍ନ – ଗୋଟିଏ ପ୍ରଶ୍ନ ମୁଁ ଆପଣଙ୍କୁ ପଚାରୁଛି କୁହନ୍ତୁ ତାର ଉତ୍ତର କଣ ଅଟେ ?

ଉତ୍ତର – ଉତ୍ତର ହେଉଛି ଏକ ଦିଗ

ପ୍ରଶ୍ନ – ଜଣେ ବ୍ୟକ୍ତି ଫ୍ରାଇଡେକୁ ଆସିଲେ, ତିନି ଦିନ ରହିଲେ ଓ ଫ୍ରାଇଡେ ଦିନ ହିଁ ଚାଲିଗଲେ ଏହା କିପରି ସମ୍ଭବ ହେଲା ?

ଉତ୍ତର – କହିବାକୁ ଗଲେ ଫ୍ରାଇଡେ ଏକ ହୋଟେଲ୍ର ନାମ ଅଟେ ଓ ସେହି ବ୍ୟକ୍ତି ଜଣକ ଫ୍ରାଇଡେ ହୋଟେଲରେ ରହିଥିଲେ ।

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।